ଜାଣନ୍ତି କାହିଁକି ମହିଳାମାନେ ଦିଅନ୍ତି ଜୀବନସାଥୀଙ୍କୁ ଛାଡ଼ପତ୍ର ?

ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଯେତେ ଭଲ ରହିଥାଏ ପରିବାରର ଲୋକେ ସେତେ ସୁଖଶାନ୍ତିରେ ରହିଥାନ୍ତି। ସ୍ୱମୀ-ସ୍ତ୍ରୀଙ୍କ ମଧ୍ୟରେ ବିବା ହସଖୁସିର ସଂସାରକୁ ଛାରଖାର କରିଦେଇଥାଏ। ଲଭ୍‌ ମ୍ୟାରେଜ ହେଉ କି ଆରେଞ୍ଜ ମ୍ୟାରେଜ୍‌ ସବୁଠି ଏହି ସମସ୍ୟା ଦେଖା ଦେଇଥାଏ। ସ୍ଥିତି ଏପରି ହୋଇଥାଏ ଜଣେ ମହିଳା ପତିକୁ ଛାଡିବାକୁ ପଛାଇ ନଥାଏ। ଏକ ସର୍ଭେରୁ ମହିଳାମାନେ ଛାଡପତ୍ର ଦେବାକୁ ନେଇ ଆଚମ୍ବିତ କରିବା ପରି ତଥ୍ୟ ଆସିଛି। ରିପୋର୍ଟ ଅନୁସାରେ ଯେଉଁ ପୁରୁଷମାନେ ଘର କାମରେ […]

woman

woman

Rakesh Mallick
  • Published: Friday, 21 July 2017
  • Updated: 22 July 2017, 03:26 PM IST

ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଯେତେ ଭଲ ରହିଥାଏ ପରିବାରର ଲୋକେ ସେତେ ସୁଖଶାନ୍ତିରେ ରହିଥାନ୍ତି। ସ୍ୱମୀ-ସ୍ତ୍ରୀଙ୍କ ମଧ୍ୟରେ ବିବା ହସଖୁସିର ସଂସାରକୁ ଛାରଖାର କରିଦେଇଥାଏ। ଲଭ୍‌ ମ୍ୟାରେଜ ହେଉ କି ଆରେଞ୍ଜ ମ୍ୟାରେଜ୍‌ ସବୁଠି ଏହି ସମସ୍ୟା ଦେଖା ଦେଇଥାଏ। ସ୍ଥିତି ଏପରି ହୋଇଥାଏ ଜଣେ ମହିଳା ପତିକୁ ଛାଡିବାକୁ ପଛାଇ ନଥାଏ। ଏକ ସର୍ଭେରୁ ମହିଳାମାନେ ଛାଡପତ୍ର ଦେବାକୁ ନେଇ ଆଚମ୍ବିତ କରିବା ପରି ତଥ୍ୟ ଆସିଛି।

ରିପୋର୍ଟ ଅନୁସାରେ ଯେଉଁ ପୁରୁଷମାନେ ଘର କାମରେ ପତ୍ନୀଙ୍କୁ ସହଯୋଗ କରି ନଥାନ୍ତି ସେମାନଙ୍କୁ ତାଙ୍କ ପତ୍ନୀ ପସନ୍ଦ କରି ନଥାନ୍ତି। ଏପରି କ୍ଷେତ୍ରରେ ପତ୍ନୀ ପତିକୁ ଛାଡପତ୍ର ଦେବାର ସମ୍ଭାବନା ବଢ଼ିଯାଇଥାଏ। ‘ଗ୍ଲେଡନ-ଏ’ ନାମକ ସାଇଟ୍‌ରେ ଏ ନେଇ କରାଯାଇଥିବା ସର୍ଭେରେ ୧୦,୦୦୦ ମହିଳା ଅଂଶଗ୍ରହଣ କରିଥିଲେ।

ୟୁନାଇଟେଡ କିଙ୍ଗଡମ ନ୍ୟାଶନାଲ ଅଫିସ୍‌ ତଥ୍ୟ ଅନୁସାରେ ମହିଳାମାନେ ରୋଷେଇ ଘରେ ସପ୍ତାହକୁ ୭.୨୮ ଘଣ୍ଟା ବିତାଇଥାନ୍ତି। ଏହା ତୁଳନାରେ ପୁରୁଷମାନେ ୩.୬୫ ଘଣ୍ଟା ରୋଷେଇ ଘରେ ସମୟ ଦେଇଥାନ୍ତି। ସେହିପରି ପିଲାଙ୍କ ଦେଖାଶୁଣାରେ ମହିଳାମାନେ ସପ୍ତାହକୁ ୪.୬୫ ଘଣ୍ଟା ଦେଉଥିବା ବେଳେ ପୁରୁଷମାନେ ୧.୮୯ ଘଣ୍ଟା ଦେଇଥାନ୍ତି। ତେବେ ଏହି ତଥ୍ୟ ଭାରତ ଭଳି ଦେଶ ପାଇଁ ଯୁକ୍ତିଯୁକ୍ତ ନୁହେଁ। କାରଣ ଏଠାରେ ମହିଳାମାନେ ରୋଷେଇ ଘରେ ଓ ପିଲାଙ୍କ ଦେଖାଶୁଣାରେ ଯେତିକି ସମୟ ଦେଇଥାନ୍ତି ପୁରୁଷମାନେ ଏହାର ୪ ଭାଗରୁ ଭାବେ ମଧ୍ୟ ଦେଇନଥାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story