ଆପଣଙ୍କ ପର୍ସ ଚୋରି ହୋଇଯିବା ପରେ ପୁଣି ମିଳିବ ବୋଲି କେବେ ଭାବିଛନ୍ତି କି? ଥରେ ପର୍ସ ଚୋରି ହେଲେ ମିଳିବା ଅସମ୍ଭବ। ହେଲେ ବୋଷ୍ଟନରେ ରହୁଥିବା ଜଣେ ମହିଳା ୮ବର୍ଷ ପରେ ଚୋରି ହୋଇଥିବା ପର୍ସ ଫେରି ପାଇଛନ୍ତି। ଏହା ବିଶ୍ୱାସ ହେଉ ନ ଥିଲେ ମଧ୍ୟ ସତ!
୨୦୦୯ ମସିହାରେ କୋର୍ଟନି କୋନାଲି(୩୦) କାମକୁ ଗଲା ବେଳେ କାର୍ରେ ପର୍ସ ଛାଡ଼ି ଦେଇଥିଲେ । ଗାଡିର କାଚ ଭୁଲରେ ଖୋଲା ରହିଥିଲା। କାମରୁ ଫେରି ସେ ଗାଡ଼ିରେ ପର୍ସ ନ ଥିବା ଦେଖିଥିଲେ। କିନ୍ତୁ ଗତ ସପ୍ତାହରେ ସେ ତାଙ୍କ ପର୍ସ ଫେରି ପାଇଛନ୍ତି।
କୋର୍ଟନି କହିଛନ୍ତି,“ମୁଁ ଚୋରି ହୋଇଥିବା ପର୍ସ କଥା ଭୁଲିଯାଇଥିଲି। କିନ୍ତୁ ମୋ ପର୍ସ ଆଣି ପୋଲିସ୍ ବାପାଙ୍କ ଘରେ ଦେଇଯାଇଥିବା ମୋ ଭାଉଜ ମୋତେ ଫୋନ୍ କରି କହିଥିଲେ।’’
ଆଶ୍ଚର୍ଯ୍ୟର କଥା, ୮ବର୍ଷ ପରେ କୋର୍ଟନି ତାଙ୍କ ପର୍ସ ଫେରି ପାଇଥିଲେ। ଏହାସହ ପର୍ସ ଥିବା ସମସ୍ତ ଜିନିଷ ମଧ୍ୟ ଫେରି ପାଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Special
ବୟସ କମ୍ କିନ୍ତୁ ବୁଦ୍ଧି ପ୍ରଖର; ସପ୍ତମ ଛାତ୍ର କହୁଛି ମୁଁ ଦଶମ ପରୀକ୍ଷା ଦେବି
କେବଳ ପାଠରେ ନୁହେଁ,ଉପସ୍ଥିତ ବୁଦ୍ଧି, ସାଧାରଣ ଜ୍ଞାନ, ଆଇକ୍ୟୁ ଏବଂ ଅନ୍ୟ ସମସ୍ତ ଏକାଡେମୀକ ଆକ୍ଟିଭିଟିରେ ବି ସେ ନିଜ ବୟସର ପିଲାମାନଙ୍କୁ ବେଶ ପଛରେ ଛାଡିଯାଇଛନ୍ତି। ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ବୁଦ୍ଧିମତା ଦେଖି ଦଶମ ଛାତ୍ର ବି ଛାନିଆ ।
Special
କାହାକୁ ଖୋଜୁଛି ବାଘୁଣୀ ‘ଜିନ୍ନତ’? କାହିଁକି ବୁଲୁଛି ୩ ରାଜ୍ୟରେ?
ଚର୍ଚ୍ଚା ହେଉଛି, ଶିମିଳିପାଳ କୋର ଏରିଆରେ ଶିକାର କରିବା ପରେ ସାଥୀ ଖୋଜିଥିଲା ‘ଜିନ୍ନତ’। ହେଲେ ମନ ପସନ୍ଦର ସାଥୀଟିଏ ପାଇନଥିଲା। ଯେଉଁଥିପାଇଁ ଅଭୟାରଣ୍ୟ ମଝିରେ କିଛି ଦିନ ଘୂରି ବୁଲିଥିଲା।
Special
ଗାଁରୁ ପଞ୍ଚାୟତ ୨୦ କିମି; ନର୍କ ଯନ୍ତ୍ରଣା ଭୋଗୁଛନ୍ତି ଲୋକେ
ପାଦେ ପାଦେ ଜୀବନ ପ୍ରତି ବିପଦ ଥିବା ସତ୍ତ୍ୱେ ଲୋକଙ୍କୁମାନେ ଯିବା ପାଇଁ ବାଧ୍ୟ ହେଉଛନ୍ତି। କାହିଁକି ନା ପେଟର ଭୋକ ସେମାନଙ୍କ ପାଦକୁ ଜଙ୍ଗଲୀ ରାସ୍ତାରେ ଆଗକୁ ଟାଣି ନେଉଛି।
Special
ବିଶ୍ୱର ସର୍ବୋଚ୍ଚ ରେଲୱେ ବ୍ରିଜ; ଭାରତୀୟ ରେଲୱେର ଡ୍ରିମ୍ ପ୍ରୋଜେକ୍ଟ
ଚେନାବ ନଦୀ ବୁକୁରେ ଠିଆ ହୋଇଥିବା ଏହି ଚେନାବ ବ୍ରିଜର ଉଚ୍ଚତା ଆଇଫିଲ୍ ଟାୱାରଠାରୁ ବି ଅଧିକ। ଏହା ବ୍ଲାଷ୍ଟ ପ୍ରୁଫ ଓ ଭୂକଂପ ନିରୋଧୀ।
Interview
କାହିଁକି ବାବାଙ୍କୁ ଛୁଇଁ ପାରିନି ରୋଗ?
ବାବା ଶିବାନନ୍ଦଙ୍କୁ ଦେଖି ଚମକି ପଡ଼ିଥିଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ