୧୦ ବର୍ଷର ବାଳକ ଓଜନ ୧୯୨ କେଜି

ବିଶ୍ୱର ସବୁଠାରୁ ମୋଟା ଶିଶୁ ଆର୍ଯ୍ୟ ପରମାନା। ନିଜର ଓଜନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି ଇଣ୍ଡୋନେସିଆର ଏହି ୧୦ ବର୍ଷର ବାଳକ। ଆର୍ଯ୍ୟ ଏବେ ୨୦ କେଜି ଓଜନ କମାଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କର ବୋରିଏଟିକ୍‌ ସର୍ଜରୀ ପରେ ଏହି ଓଜନ କମିଛି। ୧୦ ବର୍ଷ ବୟସରେ ଆର୍ଯ୍ୟର ଓଜନ ଥିଲା ୧୯୨ କେଜି। ଗୋଟିଏ ଜାଗାରେ ବସିଲେ ଉଠିବା ପାଇଁ ଭାରି କଷ୍ଟ ହେଉଥିଲା। ଏପରିକି ଆର୍ଯ୍ୟ ଦୁଇପାଦ ଠିକ୍‌ରେ ଚାଲିପାରୁ […]

fat

fat

Rakesh Mallick
  • Published: Tuesday, 11 July 2017
  • Updated: 11 July 2017, 12:54 PM IST

Sports

Latest News

ବିଶ୍ୱର ସବୁଠାରୁ ମୋଟା ଶିଶୁ ଆର୍ଯ୍ୟ ପରମାନା। ନିଜର ଓଜନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି ଇଣ୍ଡୋନେସିଆର ଏହି ୧୦ ବର୍ଷର ବାଳକ। ଆର୍ଯ୍ୟ ଏବେ ୨୦ କେଜି ଓଜନ କମାଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କର ବୋରିଏଟିକ୍‌ ସର୍ଜରୀ ପରେ ଏହି ଓଜନ କମିଛି।

୧୦ ବର୍ଷ ବୟସରେ ଆର୍ଯ୍ୟର ଓଜନ ଥିଲା ୧୯୨ କେଜି। ଗୋଟିଏ ଜାଗାରେ ବସିଲେ ଉଠିବା ପାଇଁ ଭାରି କଷ୍ଟ ହେଉଥିଲା। ଏପରିକି ଆର୍ଯ୍ୟ ଦୁଇପାଦ ଠିକ୍‌ରେ ଚାଲିପାରୁ ନ ଥିଲେ। ମୋଟାପଣ ଯୋଗୁଁ ତାକୁ ସ୍କୁଲ ମଧ୍ୟ ଛାଡିବାକୁ ପଡ଼ିଥିଲା।

ଆର୍ଯ୍ୟର କାମ ହେଲା ଖାଇବା ଆଉ ଶୋଇବା। ଏତେ ମୋଟା ଥିଲା  ହୋଇଥିବାରୁ ତାକୁ ଦେଖିବାକୁ ବିଭିନ୍ନ ସ୍ଥାନରୁ ଲୋକେ ଆସୁଥିଲେ। ପୁଅ ପତଳା କରିବାକୁ ତା’ର ପିତାମାତା ଡାଏଟିଂ କରାଉଛନ୍ତି। ତାଙ୍କୁ କେବଳ ବ୍ରାଉନ ରାଇସ୍‌ ଖାଇବାକୁ ଦିଆଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story