ବିଶ୍ୱର ସବୁଠୁ ଦାମୀ ଗଣେଶ ମୂର୍ତ୍ତି, ଦାମ୍ ଜାଣି ଆପଣ ଚକିତ ହୋଇଯିବେ

ଆପଣମାନେ ଭଗବାନ ଗଣେଶଙ୍କର ବିଭିନ୍ନ ପ୍ରକାରର ମୂର୍ତ୍ତି ଦେଖିଥିବେ। ସେଗୁଡ଼ିକ ମଧ୍ୟରୁ କେଉଁଟି ଖୁବ୍ ଛୋଟ ହୋଇଥିବ ତ କେଉଁଟି ଖୁବ୍‌ ବଡ଼ ହୋଇଥିବ। ତେବେ ଆଜି ଆମେ ଆପଣଙ୍କୁ ଏଠାରେ ଦୁନିଆର ସବୁଠୁ ଦାମୀ ଗଣେଶ ମୂର୍ତ୍ତି ସଂପର୍କରେ କହିବୁ। ଏହାର ଦାମ୍ ଶୁଣି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେବେ। ଏହି ଗଣେଶ ମୂର୍ତ୍ତିର ଦାମ ୬୦୦ କୋଟି ଟଙ୍କା। ହୋଇଗଲେନା ଆଶ୍ଚର୍ଯ୍ୟ! ଏବେ ମନରେ ପ୍ରଶ୍ନ ଉଠିବଣି କେଉଁଠି ଅଛି ଏ ମୂର୍ତ୍ତି? ହୀରା […]

ganesh

ganesh

Rakesh Mallick
  • Published: Monday, 20 March 2017
  • Updated: 20 March 2017, 10:11 AM IST

Sports

Latest News

ଆପଣମାନେ ଭଗବାନ ଗଣେଶଙ୍କର ବିଭିନ୍ନ ପ୍ରକାରର ମୂର୍ତ୍ତି ଦେଖିଥିବେ। ସେଗୁଡ଼ିକ ମଧ୍ୟରୁ କେଉଁଟି ଖୁବ୍ ଛୋଟ ହୋଇଥିବ ତ କେଉଁଟି ଖୁବ୍‌ ବଡ଼ ହୋଇଥିବ। ତେବେ ଆଜି ଆମେ ଆପଣଙ୍କୁ ଏଠାରେ ଦୁନିଆର ସବୁଠୁ ଦାମୀ ଗଣେଶ ମୂର୍ତ୍ତି ସଂପର୍କରେ କହିବୁ। ଏହାର ଦାମ୍ ଶୁଣି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେବେ। ଏହି ଗଣେଶ ମୂର୍ତ୍ତିର ଦାମ ୬୦୦ କୋଟି ଟଙ୍କା। ହୋଇଗଲେନା ଆଶ୍ଚର୍ଯ୍ୟ! ଏବେ ମନରେ ପ୍ରଶ୍ନ ଉଠିବଣି କେଉଁଠି ଅଛି ଏ ମୂର୍ତ୍ତି? ହୀରା ନଗର ଭାବେ ପରିଚିତ ଗୁଜରାଟର ସୁରତ ସହରରେ ଅଛି ଏହି ଗଣେଶ ମୂର୍ତ୍ତି। ଏହାର ଓଜନ ୩୬.୫ ଗ୍ରାମ ବୋଲି ଜଣାପଡ଼ିଛି। ଆଉ ଏହି ଗଣେଶ ମୂର୍ତ୍ତିର ବିଶେଷତା ହେଉଛି ଏହା ପ୍ରାକୃତିକ, ଅର୍ଥାତ୍ ଏହାକୁ ତିଆରି କରାଯାଇନାହିଁ। ଏହି ଦାମୀ ଗଣେଶ ମୂର୍ତ୍ତି ସୁରତର ପ୍ରସିଦ୍ଧ ହୀରା ବ୍ୟବସାୟୀ କନୁଭାଇ ଆସୋଦରିୟାଙ୍କ ଘରେ ଅଛି।

ଅସୋଦରିୟାଙ୍କ ପରିବାର ଲୋକେ କହିଛନ୍ତି ଯେ ୧୨ ବର୍ଷ ତଳେ ବେଲ୍‌ଜିୟମରୁ ଆସିଥିବା ଅଶୋଧିତ ହୀରା ପ୍ୟାକେଟ୍‌ରୁ ଏହା ମିଳିଥିଲା। ସେମାନଙ୍କୁ ସେଥିରେ ଗଣେଶଙ୍କ ଛବି ଦୃଶ୍ୟମାନ ହେଲା, ତେଣୁ ସେମାନେ ସେଇଟିକୁ ରଖି ଦେଲେ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଗଣେଶ ମୂର୍ତ୍ତିଟିକୁ ନେବାକୁ ଅନେକ ଲୋକ ଏହି ପରିବାରକୁ ୬୦୦ କୋଟି ଟଙ୍କାର ଅଫର୍ ବି ଦେଇ ସାରିଲେଣି। କିନ୍ତୁ ଏତେ ଟଙ୍କାର ଅଫର୍‌ ପାଇବା ପରେ ମଧ୍ୟ ଅସୋଦରିୟା ପରିବାର ହୀରାର ଗଣେଶ ମୂର୍ତ୍ତିକୁ ବିକ୍ରି କରିବାକୁ ପ୍ରସ୍ତୁତ ନାହିଁ।

କୁହାଯାଉଛି ଏହି ହୀରା କୋହୀନୂର ହୀରାଠାରୁ ବି ଅଧିକ ଦାମୀ। କୋହୀନୂର ହୀରା ୧୦୫ କ୍ୟାରେଟ୍‌ର ହୋଇଥିବା ବେଳେ ଅସୋଦରିୟା ପରିବାର ପାଖରେ ଥିବା ହୀରାର ଗଣେଶ ମୂର୍ତ୍ତି ୧୮୨ କ୍ୟାରେଟ୍ ୫୩ ସେଣ୍ଟର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story