ନୂଆ ନୁହେଁ ସେଲଫି ଟ୍ରେଣ୍ଡ: ୧୭୮ ବର୍ଷ ପୂର୍ବେ ଉଠିଥିଲା ପ୍ରଥମ ସେଲଫି

ଏବେ ଚାଲିଛି ସେଲଫିର କ୍ରେଜ୍‌। ବିଶେଷ କରି ଯୁବବର୍ଗଙ୍କୁ ଘାରିଛି ଏହି କ୍ରେଜ୍‌। ନୂଆ ନୂଆ ଷ୍ଟାଲର ସେଲଫି ସୋସିଆଲ ମିଡିଆରେ ବହୁତ ପୋଷ୍ଟ ହେଉଛି। ଏମିତି ବି ହେଉଛି ବହୁ ସମୟରେ ସେଲଫି ନେବା ଚକ୍କରରେ ଜୀବନ ଦେବାକୁ ପଡୁଛି। ସେଲଫି ଏକ ନୂଆ ଟ୍ରେଣ୍ଡ ବୋଲି ସମସ୍ତେ ଭାବୁଛନ୍ତି। ଖାସ୍‌ କରି ସୋସିଆଲ ମିଡିଆର ବହୁଳ ବ୍ୟବହାର ପରେ ସେଲଫି ନେବା ଆରମ୍ଭ ହୋଇଥିବା କୁହାଯାଉଛି। ହେଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ସେଲଫି […]

selfie

selfie

Rakesh Mallick
  • Published: Friday, 21 July 2017
  • Updated: 21 July 2017, 08:54 PM IST

Sports

Latest News

ଏବେ ଚାଲିଛି ସେଲଫିର କ୍ରେଜ୍‌। ବିଶେଷ କରି ଯୁବବର୍ଗଙ୍କୁ ଘାରିଛି ଏହି କ୍ରେଜ୍‌। ନୂଆ ନୂଆ ଷ୍ଟାଲର ସେଲଫି ସୋସିଆଲ ମିଡିଆରେ ବହୁତ ପୋଷ୍ଟ ହେଉଛି। ଏମିତି ବି ହେଉଛି ବହୁ ସମୟରେ ସେଲଫି ନେବା ଚକ୍କରରେ ଜୀବନ ଦେବାକୁ ପଡୁଛି। ସେଲଫି ଏକ ନୂଆ ଟ୍ରେଣ୍ଡ ବୋଲି ସମସ୍ତେ ଭାବୁଛନ୍ତି। ଖାସ୍‌ କରି ସୋସିଆଲ ମିଡିଆର ବହୁଳ ବ୍ୟବହାର ପରେ ସେଲଫି ନେବା ଆରମ୍ଭ ହୋଇଥିବା କୁହାଯାଉଛି। ହେଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ସେଲଫି ଟ୍ରେଣ୍ଡ ଆଜିର ନୁହେଁ। ଏହା ୧୭୮ ବର୍ଷ ପୁରୁଣା। କୁହାଯାଏ ବିଶ୍ୱର ପ୍ରଥମ ସେଲଫି ୧୭୮ ବର୍ଷ ପୂର୍ବେ ନିଆଯାଇଥିଲା।

୧୮୩୯ରେ ଡେଗ୍ୟୁରଟାଇପ୍‌ ପ୍ରକ୍ରିୟାରେ ବିଶ୍ୱର ପ୍ରଥମ ସେଲଫି ନିଆଯାଇଥିଲା। ଏହାର ଆରମ୍ଭ ଲୁଇସ୍‌ ଜ୍ୟାକୁସ୍‌ ମାନ୍‌ଡେ ଡେଗ୍ୟୁର କରିଥିଲେ। ତାଙ୍କ ନାମ ଅନୁସାରେ ଏହି ପ୍ରକ୍ରିୟାକୁ ଡେଗ୍ୟୁରଟାଇପ୍‌ ନାମକରଣ କରାଯାଇଥିଲା। ଏଥିରେ ବ୍ୟବହାର ହୋଇଥିବା ଉପକରର ବହୁତ ଭାରି ଥିଲା। ଏହାସହ ଏଥିରେ ଫଟୋ ଉଠାବା ବହୁତ ମହଙ୍ଗା ଥିଲା। ରବୋର୍ଟ କୋନୋଲିୟସ ଉଠାଥିଲେ ବିଶ୍ୱର ପ୍ରଥମ ସେଲଫି। ତେବେ ଆସନ୍ତୁ ଜାଣିବା ଦୁନିଆର ସବୁଠୁ ପୁରୁଣା ୧୦ଟି ସେଲଫି କେବେ ନିଆଯାଇଥିଲା।

selfie୧. ରବୋର୍ଟ କୋନୋଲିୟସଙ୍କ ନାମରେ ରହିଛି ଦୁନିଆର ପ୍ରଥମ ସେଲିଫି ନେବାର ରେକର୍ଡ। ୧୮୩୯ରେ ସେ ଏହି ସେଲଫି ନେଇଥିଲେ।

୨. ଇଂରେଜ୍‌ ଫଟୋଗ୍ରାଫର ୟୁସୁଫ ବାୟରନ ୧୯୦୯ରେ ନେଇଥିଲେ ନିଜ ସେଲଫି।

୩. ଅନାସ୍ତାସିୟା ନିକୋଲାଇୱିନ୍‌ ୧୯୧୪ରେ ନେଇଥିଲେ ତାଙ୍କ ସେଲଫି। ନିକୋଲାଇୱିନଙ୍କ ଫଟୋକୁ ପ୍ରଥମ ମହିଳାଙ୍କ ସେଲଫି ମାନ୍ୟତା ମିଳିଛି।

୪. ଆଇନା ଆଗରେ ଛିଡା ହୋଇ ୧୯୪୯ରେ ଷ୍ଟୋନଲେ କୁବ୍ରେକ୍‌ ନେଇଥିଲେ ସେଲଫି।

୫. ଏସ୍‌. ଥୋମ୍ପସ୍‌ ୧୯୬୦ରେ ନେଇଥିଲେ ନିଜର ସେଲଫି।

selfie୬. ଟୋନୀ ରେ-ଜୋନ୍ସ ନାମକ ଫଟୋଗ୍ରାଫର ୧୯୬୫ରେ ନେଇଥିଲେ ସେଲଫି।

୭. ଫଟୋଗ୍ରାଫର ଟେରୀ ଫିଞ୍ଚର ନିଜ ଜୋତାରେ ଲେନ୍ସ ବାନ୍ଧି ୧୯୬୬ରେ ନେଇଥିଲେ ସେଲଫି।

୮. ଜେମିନ-୧୨ ମିଶନ ବେଳେ ବଜ୍ଜ ଏଲଷ୍ଟିନ ୧୯୬୬ରେ ନେଇଥିଲେ ନିଜର ସେଲଫି।

୯. ନିଲ ଆର୍ମଷ୍ଟଙ୍ଗ ୧୯୬୯ରେ ମହାକାଶରେ ନେଇଥିଲେ ସେଲଫି।

୧୦. ପୋଲ ମୋକକାର୍ଟନି ଦାବି କରନ୍ତି ସେ ନିଜର ଫଟୋ ଉଠାବା ପରେ ଦୁନିଆରେ ସେଲଫି ଟ୍ରେଣ୍ଡ ଆରମ୍ଭ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story