ଯୋଗୀ ଭାଙ୍ଗିଦେଲେ ବାବୁଙ୍କ ନୱାବୀ ଢଙ୍ଗ

ଲକ୍ଷ୍ନୌ:ଉତ୍ତରପ୍ରଦେଶର ଲକ୍ଷ୍ନୌର ଆଗରୁ ଶାସନ କରୁଥିବା ମୁସଲିମ ଶାସକମାନଙ୍କୁ ନୱାବ କୁହାଯାଉଥିଲ। ଆଜି ସେ ନୱାବ ନାହାନ୍ତି। କିନ୍ତୁ ସେହି ରାଜାମହାରାଜାଙ୍କ ଚିନ୍ତାଧାରା ଏଠାକାର ସରକାରୀବାବୁମାନଙ୍କ ମୁଣ୍ଡରେ ସବାର ହୋଇ ରହିଛି। ଏହି ବ୍ୟୁରୋକ୍ରାଟ ବାବୁମାନେ  ନୱାବୀ ଢଙ୍ଗରେ ଅଫିସ ଆସନ୍ତି । ଯିବାଆସିବାର ଠିକଣା ରୁହେ ନାହିଁ। କିଏ କେତେବଳେ ଆସେ ଯାଏ ତା’ର କୌଣସି ସମୟ ରୁହେ ନାହିଁ। ଏମାନଙ୍କ ଆଚାର ବ୍ୟବହାର ବି ସେମିତି। ଏମାନଙ୍କ ପାଖକୁ ସାଧାରଣ ଲୋକ ଯିବାକୁ ଭୟ […]

yogi-adityanath

yogi-adityanath

Rakesh Mallick
  • Published: Thursday, 30 March 2017
  • Updated: 31 March 2017, 11:01 AM IST

ଲକ୍ଷ୍ନୌ:ଉତ୍ତରପ୍ରଦେଶର ଲକ୍ଷ୍ନୌର ଆଗରୁ ଶାସନ କରୁଥିବା ମୁସଲିମ ଶାସକମାନଙ୍କୁ ନୱାବ କୁହାଯାଉଥିଲ। ଆଜି ସେ ନୱାବ ନାହାନ୍ତି। କିନ୍ତୁ ସେହି ରାଜାମହାରାଜାଙ୍କ ଚିନ୍ତାଧାରା ଏଠାକାର ସରକାରୀବାବୁମାନଙ୍କ ମୁଣ୍ଡରେ ସବାର ହୋଇ ରହିଛି। ଏହି ବ୍ୟୁରୋକ୍ରାଟ ବାବୁମାନେ  ନୱାବୀ ଢଙ୍ଗରେ ଅଫିସ ଆସନ୍ତି । ଯିବାଆସିବାର ଠିକଣା ରୁହେ ନାହିଁ। କିଏ କେତେବଳେ ଆସେ ଯାଏ ତା’ର କୌଣସି ସମୟ ରୁହେ ନାହିଁ। ଏମାନଙ୍କ ଆଚାର ବ୍ୟବହାର ବି ସେମିତି। ଏମାନଙ୍କ ପାଖକୁ ସାଧାରଣ ଲୋକ ଯିବାକୁ ଭୟ କରନ୍ତି। ହେଲେ ସେ ସମୟ ଆଉ ନାହିଁ। ନୂଆକରି ବିଜେପିର ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ  ହେବା ପରେ ସବୁକିଛି ବଦଳିଯାଇଛି।

ଅଫିସର ବାବୁଙ୍କ ସେ ଛାଟ ନାହିଁ କି ଦବଦବା ବି ନାହିଁ। ଯୋଗୀଙ୍କ ଗୋଟଏ ପରେ ଗୋଟିଏ ଆକ୍ସନ ବାବୁଙ୍କ ପାଇଁ କାଳ ହୋଇଛି। ଯୋଗୀଙ୍କ କଥା ବାଣରେ ଏହି ସରକାରୀ ଅଫିସର ଘାଇଲା ହୋଇଯାଇଛନ୍ତି। ଅଫିସ ସମୟରେ କେଉଁ ଅଫିସର ଆଉ ପାନ ଖାଉନାହାନ୍ତି କି ଆଉ କେହି ଧୂମ୍ରପାନ କରୁନାହନ୍ତି। ଆଉ କେଉଁ କୋଣରେ ପାନଛେପର ଛିଟା ବି ଦେଖିବାକୁ ମିଳୁ ନାହିଁ।

ଏବେ ଅଫିସରେ ଶହେରୁ ଶହେ ପ୍ରତିଶତ ଉପସ୍ଥାପନା। ଏପରି ଅଫିସରମାନଙ୍କୁ ୧୮ରୁ ୨୦ ଘଣ୍ଟା ପାଇଁ କାମ କରିବାକୁ ଯୋଗୀ ଆହ୍ୱାନ ଦେବାପରେ ଅଫିସରଙ୍କ ଆଖିରେ ନିଦ ନାହିଁ।  ସେହିପରି ସବୁ ଅଫିସରେ ବାୟୁମେଟ୍ରିକ୍ ଲାଗିବା ପାଇଁ ବ୍ୟବସ୍ଥା ହେବା ଅଫିସରଙ୍କ ଠକାମି ବନ୍ଦ ହୋଇଯାଇଛି। କ୍ୟାବିନେଟ ମନ୍ତ୍ରୀ ଉପେନ୍ଦ୍ର ତିୱାରୀଙ୍କ କହିବା ଅନୁଯାୟୀ ୯ଟା ୩୦ରେ ଆସି ତାଙ୍କ ଚାମ୍ବର ବ୍ୟତୀତ ସବୁଠି ପରିସ୍କାର ପରିଛନ୍ନ ତଦାରଖ କରୁଛନ୍ତି। ଅଫିସରେ କେହି ପାନଛେପ ନ ପକାଇବାକୁ ମୁଖ୍ୟମନ୍ତ୍ରୀ ଦେଇଥିବା ନିର୍ଦେଶକୁ ପାଳନ କରୁଛନ୍ତି। ଏଥିରେ ଖିଲାପ କରୁଥିବା ବାବୁଙ୍କ ଉପରେ ନଜର ରଖାଯାଇଛି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story