APP
ଓଡ଼ିଶା
ଦେଶ
ବିଦେଶ
ଭିଡିଓ
ରାଜନୀତି
ଖେଳ
କ୍ରିକେଟ୍
ମନୋରଂଜନ
ଓଲିଉଡ୍
ବଲିଉଡ୍
ଟେଲି ଦୁନିଆ
ଯଲିଉଡ୍
ରାଶି ଓ ବାସ୍ତୁ
ଜୀବନଶୈଳୀ
ସ୍ୱାସ୍ଥ୍ୟ
ଖାଦ୍ୟ
ସ୍ପେଶାଲ୍
ଅତିଥି ସ୍ତମ୍ଭ
ଦୁର୍ଘଟଣା
Menu
ଫଟୋ
ନିଯୁକ୍ତି
ସ୍ୱାସ୍ଥ୍ୟ
ଶିକ୍ଷା
ରାଶିଫଳ
ପାଣିପାଗ
ଅପରାଧ
ଉତ୍ସବ ଓ ପରମ୍ପରା
ବିବିଧ
ଭଲ ଖବର
ଗ୍ୟାଜେଟ
ବିଜ୍ଞାନ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
Sports
ବ୍ରାଜିଲକୁ ମିଳିଲା ଫିଫା ମହିଳା ବିଶ୍ୱକପ ଆୟୋଜନର ଅଧିକାର
ଖେଳ
17 May 2024
ଡ୍ରାଭିଡଙ୍କ ପରେ ମୁଖ୍ୟ କୋଚ୍ ପଦକୁ ମନା କଲେ ଏହି ମହାନ କ୍ରିକେଟର
କ୍ରିକେଟ୍
16 May 2024
ଫୁଟବଲ ତାରକା ସୁନୀଲ ଛେତ୍ରୀଙ୍କ ଅବସର ଘୋଷଣା, ଜୁନ ୬ରେ ଖେଳିବେ ଅନ୍ତିମ ମ୍ୟାଚ୍
ଖେଳ
16 May 2024
Latest News
୩୬ ଥର ଛୁରୀ ଭୁଷି ଚାଷୀଙ୍କୁ ହତ୍ୟା କରିଥିଲେ, ବନ୍ଧା ହେଲେ ଦୁଇ ଅଭିଯୁକ୍ତ
Saturday, 18 May 2024
ସ୍ୱାତୀଙ୍କ ବିରୁଦ୍ଧରେ ବୈଭବ କୁମାରଙ୍କ ପାଲଟା ଅଭିଯୋଗ; ମୋତେ ଅଶାଳୀନ ଭାଷା କହିଛନ୍ତି, ଧମକ ଦେଇଛନ୍ତି
Saturday, 18 May 2024
ପତ୍ନୀଙ୍କ ତଣ୍ଟି ଚିପି ସେଲଫି ଉଠାଇଲେ, ପରେ ନିଜେ ବି ଝୁଲି ପଡ଼ିଲେ
Saturday, 18 May 2024
ଗାଈକୁ ଧକ୍କା ଦେଇ ଦୋକାନ ଭିତରେ ପଶିଗଲା ସ୍କର୍ପିଓ
Saturday, 18 May 2024
ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ସରୁଛି ପ୍ରଚାର, ୨୦ରେ ମତଦାନ
Saturday, 18 May 2024
ଚଳନ୍ତା ବସ୍ରେ ଲାଗିଲା ନିଆଁ; ୮ ଜୀବନ୍ତ ଦଗ୍ଧ, ୨୪ ଗୁରୁତର
Saturday, 18 May 2024
Politics News Updates
Politics
ବ୍ରହ୍ମଗିରି: ତୋରଣ ଗାଁରେ ବାଣ ଫୁଟି ୨ ଭାଇ ଗୁରୁତର, ଦୁଇ ଭାଇଙ୍କ ବୟସ ୮ ଓ ୧୧ ବର୍ଷ, ଉଭୟ ଡାକ୍ତରଖାନାରେ ଭର୍ତ୍ତି; ଅଫୁଟା ବାଣକୁ ନେଇ ଚୁଲିରେ ପକାଇବା ବେଳେ ବିସ୍ଫୋରଣ
Thursday, 26 April 2018
Politics
ଜଗତସିଂହପୁର: ୫ ବର୍ଷର ନାବାଳିକାକୁ ୨ ନାବାଳକ ଗଣଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ, ଥାନାରେ ଅଭିଯୋଗ କଲେ ପୀଡ଼ିତାଙ୍କ ମାଆ, ଅଭିଯୁକ୍ତ ଦ୍ୱୟଙ୍କ ବୟସ ୧୩ ଏବଂ ୧୧ ବର୍ଷ ହୋଇଥିବା ସୂଚନା, ଉଭୟ ଜଗତସିଂହପୁର ଥାନାରେ ଅଟକ
Thursday, 26 April 2018
Politics
କଟକରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ୱିକେଟ କିପର କିରଣ ମୋରେ
Thursday, 26 April 2018
Politics
ରାୟଗଡ଼ା ଥେରୁବାଲି ଇମ୍ଫା ଆନ୍ଦୋଳନ ପଛରେ ପାଣ୍ଡିଆନଙ୍କ ହାତ ଥିବା କହିଲେ ବିଜେପି ନେତା ଜୟରାମ ପାଙ୍ଗୀ,‘ଆଦିବାସୀମାନେ ସରଳ, ମନକୁ ଆନ୍ଦୋଳନ କରିବା ବିଶ୍ୱାସ ହେଉନି, ମୁଁ ଭାବୁଛି ବାହ୍ୟ ନିର୍ଦ୍ଦେଶରେ ଏ କାର୍ଯ୍ୟ ହେଉଛି, ତୃତୀୟ ମହଲା ବା ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ଏଭଳି ହେଉଛି
Thursday, 26 April 2018
Politics
ଭୁବନେଶ୍ୱର: ଖଣ୍ଡଗିରି ଅଞ୍ଚଳରେ ଚଳନ୍ତା ସିଟି ବସ୍ରେ ଯୁବତୀଙ୍କୁ ଅସଦାଚରଣ, ପାଖ ସିଟ୍ର ସହଯାତ୍ରୀ ଅସଦାଚରଣ କରିଥିବା ଅଭିଯୋଗ, ଅସଦାଚରଣ କରିଥିବା ବ୍ୟକ୍ତିକୁ ଜୋତାରେ ପିଟିଲେ ଯୁବତୀ
Wednesday, 25 April 2018
Politics
ରାଉରକେଲା: ଟୋଲ୍ ପ୍ଲାଜା କର୍ମଚାରୀଙ୍କଠାରୁ ୭ ଲକ୍ଷ ୮୦ହଜାର ଟଙ୍କା ଲୁଟ୍, ଡିପୋଜିଟ୍ ପାଇଁ ଯିବାବେଳେ ଝଗରପୁର ପାଖରେ ବନ୍ଧୁକ ଦେଖାଇ ଲୁଟିନେଲେ, ଜଣେ ଅଟକ
Wednesday, 25 April 2018
Politics
ବ୍ରହ୍ମପୁର: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଧରାକୋଟ ବ୍ଲକ୍ BEO ଯୁଧିଷ୍ଠିର ଦଳେଇଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଯୁଧିଷ୍ଠିର ଓ ତାଙ୍କ ସମ୍ପର୍କୀୟଙ୍କ ୪ଟି ଘରେ ଚାଲିଛି ଚଢ଼ାଉ
Wednesday, 25 April 2018
Politics
ଜଗତସିଂହପୁର: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାସ୍ତା ଓ ଗୃହନିର୍ମାଣ ସହକାରୀ ଯନ୍ତ୍ରୀ ରମେଶ ଚନ୍ଦ୍ର ମିଶ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ରମେଶ ଓ ତାଙ୍କ ସମ୍ପର୍କୀୟଙ୍କ ୮ଟି ଘରେ ଚାଲିଛି ଚଢ଼ାଉ
Wednesday, 25 April 2018
Politics
ଝାରପଡ଼ା ଜେଲରୁ ବାହାରିଲେ ରାଜା ଆଚାର୍ଯ୍ୟ,୨୦୦୮ରୁ ବିଭିନ୍ନ ମାମଲାରେ ଜେଲରେ ଥିଲେ ରାଜା, ଜ୍ୟୋତି ମୋଟର୍ସ କର୍ମଚାରୀ ଅପହରଣ ମାମଲାରେ ରାଜା ହାଇକୋର୍ଟରୁ ଜାମିନ ପାଇଥିଲେ
Wednesday, 25 April 2018
Politics
ପାର୍ସଲ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ପୁଞ୍ଜିଲାଲକୁ ଗିରଫ କଲା କ୍ରାଇମବ୍ରାଞ୍ଚ; ଗିରଫ ନେଇ ସ୍ପଷ୍ଟ କଲେ ପୋଲିସ ଡିଜି ଆର.ପି. ଶର୍ମା
Wednesday, 25 April 2018
Politics
ରାଜ୍ୟ ସରକାରୀ କର୍ମଚାରୀଙ୍କର ୨% ମହଙ୍ଗା ଭତ୍ତା ବୃଦ୍ଧି କଲେ ସରକାର,୨% ବୃଦ୍ଧି ପରେ ମହଙ୍ଗା ଭତ୍ତା ୫ରୁ ୭%କୁ ବଢ଼ିଲା, ବର୍ଦ୍ଧିତ ମହଙ୍ଗା ଭତ୍ତା ପିଛିଲା ଭାବେ ଜାନୁଆରୀ ପହିଲାରୁ ଲାଗୁ ହେବ, ସଂଶୋଧିତ ହାରରେ ପେନସନ୍ ପାଉଥିବା ପେନସନ ଭୋଗୀଙ୍କ ଟିଆଇ ୨% ବୃଦ୍ଧି, ଅଣସଂଶୋଧିତ ପେନସନ୍ ଭୋଗୀଙ୍କ ଟିଆଇ ୩% ବୃଦ୍ଧି
Tuesday, 24 April 2018
Politics
ରାଜଧାନୀ ଭୁବନେଶ୍ୱରରେ ଜଣେ ମହିଳାଙ୍କ ସହ ମନ୍ଦିର ପୂଜକଙ୍କ ଭିଡିଓ ଭାଇରାଲ,ପୂଜକଙ୍କୁ ସୁନା ବନ୍ଧା ପକାଇବାକୁ ମହିଳା ଦେଇଥିଲେ,ଟଙ୍କା ଆଣିବାକୁ ପୂଜକଙ୍କ ଘରକୁ ଯାଇଥିବା ବେଳେ ଅସଦାଚରଣ ଅଭିଯୋଗ, ଅଭିଯୁକ୍ତ ପୂଜକ ସରୋଜ ଦାସ, ଘର ଝାରପଡ଼ାର
Tuesday, 24 April 2018
Politics
କଟକ: ଜଗତପୁରରେ ଏକ ମୃଦୁ ପାନୀୟ କମ୍ପାନୀରେ ଶ୍ରମିକ ଅଶାନ୍ତି, ଗେଟ୍ ବାହାରେ ଧାରଣାରେ ବସିଲେ ଠିକା ଶ୍ରମିକ, ବକେୟା ପାଉଣା ପ୍ରଦାନ ଓ ନିୟମିତ ନିଯୁକ୍ତି ଦାବିରେ ଧାରଣା
Tuesday, 24 April 2018
Politics
ବାରିପଦା: ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଜଣେ ଯୁବକଙ୍କୁ ହାତୀ ଦଳିଦେଲା, ମୃତ ଯୁବକ ପୀଠାବଟା ରେଞ୍ଜ୍ ନୟାପୁରୁଷୋତ୍ତମପୁର ଗାଁର
Tuesday, 24 April 2018
Politics
କୋଣାର୍କ: କାକଟପୁର ସୁନାରୀବସ୍ତ ପ୍ରକଳ୍ପ ୟୁ.ପି. ସ୍କୁଲରେ ଦୁଇ ଜଣ ପଞ୍ଚମ ଶ୍ରେଣୀ ଛାତ୍ରୀ ଓ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକ ଅସଦାଚରଣ କରିଥିବା ଅଭିଯୋଗ, ପ୍ରତିବାଦରେ ସ୍କୁଲରେ ତାଲା ପକାଇଲେ ଉତ୍ତ୍ୟକ୍ତ ଲୋକେ
Tuesday, 24 April 2018
First
Prev
1392
1393
1394
1395
1396
1397
1398
1399
1400
1401
1402
Next
Last
Trending
ପନିର ବିରିୟାନିରୁ ବାହାରିଲା ଚିକେନ୍ ପିସ୍
ଭାଇରାଲ୍
15 May 2024
ଭଉଣୀ ବାହାଘରରେ ନାଚୁ ନାଚୁ ଟଳିପଡ଼ିଲେ ଯୁବତୀ
ଭାଇରାଲ୍
29 April 2024
ସମ୍ପତ୍ତି ପାଇଁ ବାପାକୁ ମୁଥ ମାରି ମାରି ମାରିଦେଲା ପୁଅ
ଭାଇରାଲ୍
29 April 2024
Photos
ଫଟୋରେ ଖବର : ଏମିତି ଏକ ସହର, ଯେଉଁଠି ତାପମାତ୍ରା ମାଇନସ୍ ୫୦ ଡିଗ୍ରୀ ସେଲସିୟସ୍
Weather
17 January 2023
ଆଖିକୁ ଝଲସାଇ ଦେଉଛି କଳିଙ୍ଗ ଷ୍ଟାଡିୟମ
Hokey
16 January 2023
Videos
ଇଏ ସେହି କାଳି କନିଆଁ ଯାହାଙ୍କ ପ୍ରେମ କାହାଣୀ ଜହ୍ନରେ ଲଗାଇଥିଲା ନିଆଁ…
Entertainment
12 March 2021
ଧୂଳି ଖେଳିବା ବୟସରେ ପରିବାରକୁ ପର କରି ଘରୁ କାଢ଼ିଥିଲେ ଗୋଡ଼
Entertainment
21 February 2021
ଜେଲରୁ ଫେରି କୋଟିଏ ଟଙ୍କା ଶୁଝିଥିଲେ ଯାତ୍ରା ସୁପରଷ୍ଟାର କୁନା
Entertainment
18 February 2021
About Odisha Reporter
Contact Us
Privacy Policy
© 2024 - Odisha Reporter. All Rights Reserved.