APP
ଓଡ଼ିଶା
ଦେଶ
ବିଦେଶ
ଭିଡିଓ
ରାଜନୀତି
ଖେଳ
କ୍ରିକେଟ୍
ମନୋରଂଜନ
ଓଲିଉଡ୍
ବଲିଉଡ୍
ଟେଲି ଦୁନିଆ
ଯଲିଉଡ୍
ରାଶି ଓ ବାସ୍ତୁ
ଜୀବନଶୈଳୀ
ସ୍ୱାସ୍ଥ୍ୟ
ଖାଦ୍ୟ
ସ୍ପେଶାଲ୍
ଅତିଥି ସ୍ତମ୍ଭ
ଦୁର୍ଘଟଣା
Menu
ଫଟୋ
ନିଯୁକ୍ତି
ସ୍ୱାସ୍ଥ୍ୟ
ଶିକ୍ଷା
ରାଶିଫଳ
ପାଣିପାଗ
ଅପରାଧ
ଉତ୍ସବ ଓ ପରମ୍ପରା
ବିବିଧ
ଭଲ ଖବର
ଗ୍ୟାଜେଟ
ବିଜ୍ଞାନ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
Sports
କମାଲ କରିଦେଲେ ଅଶ୍ୱିନ-ଜାଡେଜା ଯୋଡ଼ି, କମବ୍ୟାକ କଲା ଭାରତ
କ୍ରିକେଟ୍
19 September 2024
୧୪୭ ବର୍ଷରେ ପ୍ରଥମ: ଏମିତି ରେକର୍ଡ କଲେ ଯଶସ୍ୱୀ ଜୈସୱାଲ
କ୍ରିକେଟ୍
19 September 2024
ବ୍ୟାଟିଂ କରିବା ବେଳେ ରାଗିଲେ ପନ୍ତ, ଦେଖନ୍ତୁ ଭିଡିଓ
କ୍ରିକେଟ୍
19 September 2024
Latest News
ଖୋଲୁଛି ଥାନା ବାବୁଙ୍କ ଗୁମର
Friday, 20 September 2024
ସେନା ଅଧିକାରୀ ଓ ବାନ୍ଧବୀଙ୍କୁ ନିର୍ଯାତନା ଘଟଣା; ଜୋର ଧରିଲା ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି
Friday, 20 September 2024
ଜେଡିୟୁ ନେତ୍ରୀଙ୍କୁ ପ୍ରବଳ ପିଟିଲେ ସହଯୋଗୀ, ପିନ୍ଧାଇଲେ ଚପଲ ମାଳ
Friday, 20 September 2024
କାଲିଠୁ ପୁଣି ରତ୍ନଭଣ୍ଡାର ନିରୀକ୍ଷଣ କରିବ ASI, ଅପରାହ୍ନ ୨ଟାରୁ ଦର୍ଶନ ବନ୍ଦ
Friday, 20 September 2024
ମୁଖ୍ୟଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ; ୧୧ଟି ସ୍ଥାନରେ ଚଢ଼ାଉ
Friday, 20 September 2024
ଟିଫିନ ବୋମା ଖଞ୍ଜିଥିଲେ ନକ୍ସଲ; ନିଷ୍କ୍ରିୟ କଲେ ଯବାନ
Friday, 20 September 2024
Politics News Updates
Politics
ବ୍ରହ୍ମପୁର: ଗୋପାଳପୁର ଜଙ୍କସନ୍ ନିକଟ SBI ATMରୁ ଲୁଟ୍ ଉଦ୍ୟମ; ପାଟ୍ରୋଲିଂ ଗାଡ଼ି ଦେଖି ଲୁଟେରା ପଳାଇଥିବା ସୂଚନା, ଏଟିଏମ୍ର ସିସିଟିଭି ଭାଙ୍ଗି ଦେଇଛି ଲୁଟେରା
Tuesday, 26 June 2018
Politics
ପାରାଦୀପ: ଦୁଇ ଶ୍ରମିକ ସଂଗଠନ ମଧ୍ୟରେ ବିବାଦ କାରଣରୁ ଉତ୍ତେଜନା, ଏସାର ଷ୍ଟିଲ ପ୍ଲାଣ୍ଟ ଫାଟକ ଆଗରେ ୧୪୪ ଧାରା ଜାରି, ଗୋଟିଏ ଶ୍ରମିକ ସଂଗଠନକୁ କମ୍ପାନୀ ସ୍ୱୀକୃତି ପ୍ରଦାନ କରିଥିବା ସୂଚନା, ଅନ୍ୟ ଏକ ଶ୍ରମିକ ସଂଗଠନର ଆନ୍ଦୋଳନ ଡାକରା ଯୋଗୁଁ ବିବାଦ, ସମ୍ଭାବ୍ୟ ଗଣ୍ଡଗୋଳ ଆଶଙ୍କାରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି
Tuesday, 26 June 2018
Politics
ଅମିତ ଶାହାଙ୍କୁ ରାଜ୍ୟ ଯୁବ କଂଗ୍ରେସ ସଭାପତି ଲୋକନାଥ ମହାରଥିଙ୍କ ବିରୋଧ ନିଷ୍ପତ୍ତିକୁ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନାପସନ୍ଦ: କହିଲେ- ଏକ ଜାତୀୟ ଦଳର ସଭାପତି ନିଜ ଦଳ ପାଇଁ ପ୍ରଚାର କରିବା ତାଙ୍କ କର୍ତ୍ତବ୍ୟ, ଆମେ କାହିଁକି ବିରୋଧ କରିବା, କିଏ କାହିଁକି ଏଭଳି ନିଷ୍ପତ୍ତି ନେଇଛି ମୁଁ ଜାଣିନି
Monday, 25 June 2018
Politics
ଅମିତ ଶାହାଙ୍କ ଓଡ଼ିଶା ଗସ୍ତକୁ ବିରୋଧ କରିବ ରାଜ୍ୟ ଯୁବ କଂଗ୍ରେସ: କଂଗ୍ରେସ ଭବନ ଆଗରେ ଯୁବ କଂଗ୍ରେସ ସଭାପତି ଲୋକନାଥ ମହାରଥିଙ୍କ ନେତୃତ୍ୱରେ ଶାହାଙ୍କ ପୋଷ୍ଟର ପୋଡ଼ି, ମହାନଦୀ, ବେକାରୀ ବୃଦ୍ଧି ଓ କଳାଟଙ୍କାକୁ ପ୍ରସଙ୍ଗ କରି ବିରୋଧ କରାଯିବ ବୋଲି ସୂଚନା
Monday, 25 June 2018
Politics
ରାଜଗାଙ୍ଗପୁରରେ ପୁଣି ମାତିଲା ପଥରଗାଡ଼ି ରୂଢିବାଦୀ ମଞ୍ଚ: ସୂରଜ ସ୍ପଞ୍ଜ ଆଇରନ୍ କାରଖାନାରେ ପଶି ମଞ୍ଚ ସଦସ୍ୟ କଲେ ଭଙ୍ଗାରୁଜା, ଉତ୍ତେଜନାକୁ ଦେଖି ଘଟଣାସ୍ଥଳରେ ପୋଲିସ ମୁତୟନ
Monday, 25 June 2018
Politics
ଖୋର୍ଦ୍ଧାରେ ନିଜ ଘରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାରେ ଘରୋଇ କମ୍ପାନୀ ଥେରୁବାଲି କେମିକାଲ୍ସ ନାଁରେ ପୋଲିସର ଏତଲା, କମ୍ପାନୀରେ କାମ କରୁଥିଲେ ମୃତକ ସୌମ୍ୟକାନ୍ତ, ଗତକାଲି ତାଙ୍କୁ କମ୍ପାନୀ କର୍ତ୍ତୃପକ୍ଷ ନିର୍ଯାତନା ଦେଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ
Monday, 25 June 2018
Politics
ବାଲୁଗାଁ: ମଝି ଚିଲିକାରେ ଡଙ୍ଗା ବୁଡ଼ି ୬ ଜଣ ମୃତ୍ୟୁ ଘଟଣା; ଦୁର୍ଘଟଣାଗ୍ରସ୍ତ ଡଙ୍ଗାର ସହଯୋଗୀ ଚାଳକ ଅର୍ଜ୍ଜୁନ ବେହେରା ସାମନ୍ତରାପୁରରୁ ଗିରଫ, ଗିରଫ ସଂଖ୍ୟା ୨କୁ ବୃଦ୍ଧି, ପୂର୍ବରୁ ଡଙ୍ଗା ମାଲିକ ବସନ୍ତ ବେହେରା ଗିରଫ ହୋଇଥିଲେ
Monday, 25 June 2018
Politics
ରଥଯାତ୍ରା ପାଇଁ ତୃତୀୟ ସମନ୍ୱୟ କମିଟି ବୈଠକ ଗୋପବନ୍ଧୁ ଆୟୁର୍ବେଦ କଲେଜ ସମ୍ମିଳନୀ କକ୍ଷରେ ଆରମ୍ଭ: ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି,ମନ୍ତ୍ରୀ ନିରଞ୍ଜନ ପୂଜାରୀ, ସୁଶାନ୍ତ ସିଂ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, RDC, କେନ୍ଦ୍ରାଞ୍ଚଳ ଆଇଜି, ଜିଲ୍ଲାପାଳ, ଏସ୍ପି ଓ ସେବାୟତ ପ୍ରମୁଖ ଉପସ୍ଥିତ
Monday, 25 June 2018
Politics
ଯାଜପୁର: ପାଣିକୋଇଲି ଥାନା ସାହସପୁର ହାଟ ନିକଟରେ ବେଆଇନ ଗୋରୁ ବୋଝେଇ ଟ୍ରକ୍ ଧକ୍କାରେ ଭାଙ୍ଗିଲା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି, ଘଟଣାସ୍ଥଳରେ ଉତ୍ତେଜନା, ଡ୍ରାଇଭର ଫେରାର, ୧୦୦ରୁ ଊର୍ଦ୍ଧ୍ୱ ଗୋରୁ ଗାଡ଼ି ତଳେ ଚାପି ହୋଇ ରହିଛନ୍ତି
Monday, 25 June 2018
Politics
କେନ୍ଦ୍ରାପଡ଼ା: ନଦୀକୁ ମାଛ ଧରିବାକୁ ଡଙ୍ଗାରେ ଯାଉଥିବା ବେଳେ ବଜ୍ରପାତ ଘଟି ମାଆ, ଝିଅ ମୃତ, ନାତି ଓ ସଂପର୍କୀୟ ଭାଉଜ ଆହତ, ମୃତାହତମାନେ ସ୍ଥାନୀୟ ଜମ୍ବୁ ଗ୍ରାମର
Monday, 25 June 2018
Politics
ଅନୁଗୋଳ: ଅବ୍ୟବହୃତ ଖଣିରେ ନାଲ୍କୋର ପାଉଁଶ ପକାଇବା ଯୋଜାନକୁ ପ୍ରତିବାଦରେ ଭରତପୁର କୋଇଲା ଖଣି ଆଗରେ ଜାମ୍ବୁବାହାଳି ଗ୍ରାମବାସୀଙ୍କ ଧାରଣା
Monday, 25 June 2018
Politics
କଟକ: ଜୋବ୍ରା ଚୂନଭାଟି ଛକରେ ୩ ପରିବାର ମଧ୍ୟରେ ଗଣ୍ଡଗୋଳ; ଢେଲାପଥର ଓ କାଚ ବୋତଲ ଫିଙ୍ଗାଫିଙ୍ଗିରେ ୧୦ ଜଣ ଆହତ, ମାଲଗୋଦାମ ଥାନା ପୋଲିସ ଦ୍ୱାରା ଉଭୟ ପକ୍ଷର ୧୧ ଜଣ ଗିରଫ
Monday, 25 June 2018
Politics
ଭଦ୍ରକ: ଆଜି ଧାମନଗରର ଜୟୀନଗର କଣ୍ଟାବଣିଆ ସାହିର ଗୌରାଙ୍ଗ ଜେନାଙ୍କ ଘରୁ ୧୦ରୁ ଅଧିକ ସାପ ଉଦ୍ଧାର; କାଲି ଶ୍ୟାମପୁରରେ ଜଣଙ୍କ ଘରୁ ଶତାଧିକ ସାପ ଉଦ୍ଧାର ହୋଇଥିଲେ
Monday, 25 June 2018
Politics
ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି: ରାଜ୍ୟରେ ପୁଣି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ; ପ୍ରାଥମିକ ପର୍ଯ୍ୟାୟରେ ୧୩ଟି ଜିଲ୍ଲାରେ ମୌସୁମୀ ବର୍ଷା ହେବ, ଆସନ୍ତା ୪୮ ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ହେବ ମୌସୁମୀ ବର୍ଷା
Monday, 25 June 2018
Politics
ମାଓବାଦୀଙ୍କ ପକ୍ଷରୁ ଓଡ଼ିଶା-ଛତିଶଗଡ଼ ବନ୍ଦ ଡାକରା: ଦକ୍ଷିଣ ଓଡ଼ିଶାରେ ବନ୍ଦର ପ୍ରଭାବ ଅନୁଭୂତ; ବିଭିନ୍ନ ସ୍ଥାନରେ ଗଛକାଟି ରାସ୍ତା ଅବରୋଧ କରିବା ସହ ମାଓ ପୋଷ୍ଟର ଲଗାଇଲେ, ବନ୍ଦକୁ ସମର୍ଥନ କରିବାକୁ ଦେଲେ ଆହ୍ୱାନ
Monday, 25 June 2018
First
Prev
1452
1453
1454
1455
1456
1457
1458
1459
1460
1461
1462
Next
Last
Trending
ବନ୍ଦେ ଭାରତର ଶୁଭାରମ୍ଭ ବେଳେ ରେଳ ଧାରଣାକୁ ଖସି ପଡ଼ିଲେ ବିଧାୟକ, ଭାଇରାଲ ହେଉଛି ଭିଡିଓ
ଭାଇରାଲ୍
17 September 2024
ଗୋଡ଼ରେ ଟ୍ରାକ୍ଟର ଚକା ଉଠାଉଥିଲେ ଯୁବକ, ଘଟିଲା ଅଘଟଣ
ଭାଇରାଲ୍
17 September 2024
୫ ବର୍ଷର ଶିଶୁକୁ ଝୁଣି ପକାଇଲେ ଏକାଧିକ ବୁଲା କୁକୁର, ଦେଖନ୍ତୁ ଭିଡିଓ
ଭାଇରାଲ୍
16 September 2024
Photos
ଫଟୋରେ ଖବର : ଏମିତି ଏକ ସହର, ଯେଉଁଠି ତାପମାତ୍ରା ମାଇନସ୍ ୫୦ ଡିଗ୍ରୀ ସେଲସିୟସ୍
Weather
17 January 2023
ଆଖିକୁ ଝଲସାଇ ଦେଉଛି କଳିଙ୍ଗ ଷ୍ଟାଡିୟମ
Hokey
16 January 2023
Videos
ଇଏ ସେହି କାଳି କନିଆଁ ଯାହାଙ୍କ ପ୍ରେମ କାହାଣୀ ଜହ୍ନରେ ଲଗାଇଥିଲା ନିଆଁ…
Entertainment
12 March 2021
ଧୂଳି ଖେଳିବା ବୟସରେ ପରିବାରକୁ ପର କରି ଘରୁ କାଢ଼ିଥିଲେ ଗୋଡ଼
Entertainment
21 February 2021
ଜେଲରୁ ଫେରି କୋଟିଏ ଟଙ୍କା ଶୁଝିଥିଲେ ଯାତ୍ରା ସୁପରଷ୍ଟାର କୁନା
Entertainment
18 February 2021
About Odisha Reporter
Contact Us
Privacy Policy
© 2024 - Odisha Reporter. All Rights Reserved.