APP
ଓଡ଼ିଶା
ଦେଶ
ବିଦେଶ
ଭିଡିଓ
ରାଜନୀତି
ଖେଳ
କ୍ରିକେଟ୍
ମନୋରଂଜନ
ଓଲିଉଡ୍
ବଲିଉଡ୍
ଟେଲି ଦୁନିଆ
ଯଲିଉଡ୍
ରାଶି ଓ ବାସ୍ତୁ
ଜୀବନଶୈଳୀ
ସ୍ୱାସ୍ଥ୍ୟ
ଖାଦ୍ୟ
ସ୍ପେଶାଲ୍
ଅତିଥି ସ୍ତମ୍ଭ
ଦୁର୍ଘଟଣା
Menu
ଫଟୋ
ନିଯୁକ୍ତି
ସ୍ୱାସ୍ଥ୍ୟ
ଶିକ୍ଷା
ରାଶିଫଳ
ପାଣିପାଗ
ଅପରାଧ
ଉତ୍ସବ ଓ ପରମ୍ପରା
ବିବିଧ
ଭଲ ଖବର
ଗ୍ୟାଜେଟ
ବିଜ୍ଞାନ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
Sports
କମାଲ କରିଦେଲେ ଅଶ୍ୱିନ-ଜାଡେଜା ଯୋଡ଼ି, କମବ୍ୟାକ କଲା ଭାରତ
କ୍ରିକେଟ୍
19 September 2024
୧୪୭ ବର୍ଷରେ ପ୍ରଥମ: ଏମିତି ରେକର୍ଡ କଲେ ଯଶସ୍ୱୀ ଜୈସୱାଲ
କ୍ରିକେଟ୍
19 September 2024
ବ୍ୟାଟିଂ କରିବା ବେଳେ ରାଗିଲେ ପନ୍ତ, ଦେଖନ୍ତୁ ଭିଡିଓ
କ୍ରିକେଟ୍
19 September 2024
Latest News
ଖୋଲୁଛି ଥାନା ବାବୁଙ୍କ ଗୁମର
Friday, 20 September 2024
ସେନା ଅଧିକାରୀ ଓ ବାନ୍ଧବୀଙ୍କୁ ନିର୍ଯାତନା ଘଟଣା; ଜୋର ଧରିଲା ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି
Friday, 20 September 2024
ଜେଡିୟୁ ନେତ୍ରୀଙ୍କୁ ପ୍ରବଳ ପିଟିଲେ ସହଯୋଗୀ, ପିନ୍ଧାଇଲେ ଚପଲ ମାଳ
Friday, 20 September 2024
କାଲିଠୁ ପୁଣି ରତ୍ନଭଣ୍ଡାର ନିରୀକ୍ଷଣ କରିବ ASI, ଅପରାହ୍ନ ୨ଟାରୁ ଦର୍ଶନ ବନ୍ଦ
Friday, 20 September 2024
ମୁଖ୍ୟଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ; ୧୧ଟି ସ୍ଥାନରେ ଚଢ଼ାଉ
Friday, 20 September 2024
ଟିଫିନ ବୋମା ଖଞ୍ଜିଥିଲେ ନକ୍ସଲ; ନିଷ୍କ୍ରିୟ କଲେ ଯବାନ
Friday, 20 September 2024
Politics News Updates
Politics
ଥେରୁବାଲି ଇମ୍ଫା ଆଗରେ ପୁଣି ଆନ୍ଦୋଳନକୁ ଦୁଃଖଦାୟକ କହିଲେ ଇମ୍ଫା କର୍ତ୍ତୃପକ୍ଷ;କହିଲେ,ସ୍ଥାନୀୟ ଲୋକଙ୍କ ସମସ୍ତ ଦାବି ପୂରଣ ପାଇଁ ଉଦ୍ୟମ ଆରମ୍ଭ ହୋଇଛି,ଲୋକେ ଦାବି କରୁଥିବା ଆମ୍ବୁଲାନ୍ସ ବୁକ୍ ହୋଇସାରିଛି, କିଛି ଗାଁର ଆଲୋକୀକରଣ ବ୍ୟବସ୍ଥା ପାଇଁ ସାମଗ୍ରୀ ପହଞ୍ଚି ସାରିଛି, ସ୍ଥାନୀୟ ସରପଞ୍ଚଙ୍କ ସହ ଆଲୋଚନା ପରେ ଆଲୋକୀକରଣ କାମ ହେବ
Wednesday, 27 June 2018
Politics
ଡିଏମ୍ଏଫ୍ ପ୍ରସଙ୍ଗରେ ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ: କହିଲେ-ଏଭଳି ଫଣ୍ଡାର କ’ଣ ଆବଶ୍ୟକ ରହିଛି, ଡିଷ୍ଟ୍ରିକ୍ଟ ମିନେରାଲ ଫଣ୍ଡର ୯୦ ପ୍ରତିଶତ ଖର୍ଚ୍ଚ କରାଯାଉନାହିଁ, ଖଣିଅଞ୍ଚଳ ପ୍ରଭାବିତ ଲୋକଙ୍କ ପାଇଁ କଲ୍ୟାଣମୂଳକ କାମ କରାଯାଉନି
Wednesday, 27 June 2018
Politics
ସମ୍ବଲପୁର: ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ପରିବାରକୁ କ୍ଷତି ପୂରଣ ଦାବିରେ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଆଜି ହୀରକୁଦ ବନ୍ଦ ଡାକରା, ଗତକାଲି ଦୁର୍ଗା ମନ୍ଦିର ଛକରେ ଡମ୍ପର ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଥିଲା
Wednesday, 27 June 2018
Politics
ବାରିପଦା: ବାରମ୍ବାର ଫୋନ୍ କରିବା ପରେ ବି ଆସିଲାନି ୧୦୨ ଆମ୍ବୁଲାନ୍ସ, ଡାକ୍ତରଖାନା ଅାସିବା ବେଳେ ଅଟୋରେ ପ୍ରସବ କଲେ ମହିଳା; ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ଫୁଲବାଡ଼ିଆ ଗାଁର ଘଟଣା, ମାଆ, ନବଜାତ ଶିଶୁ ସୁସ୍ଥ; ବାରମାଇଲି ଡାକ୍ତରଖାନାରେ ଭର୍ତ୍ତି
Tuesday, 26 June 2018
Politics
ଜିଲ୍ଲା ଓ ଜୋନ୍ କମିଟି ଘୋଷଣା ପୂର୍ବରୁ ପିସିସିର ଗୁରୁତ୍ୱପୂର୍ଣ୍ଣ ବୈଠକ: ସଭାପତି ନିରଞ୍ଜନ ପଟ୍ଟନାୟକ, AICC ଯୁଗ୍ମ ସଂପାଦକ ଆଦିତ୍ୟ ଶର୍ମା ଓ ପିସିସିର ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ; ବୈଠକରେ ନୂଆ କମିଟି ଗଠନ ନେଇ ଆଲୋଚନା ସମ୍ଭାବନା
Tuesday, 26 June 2018
Politics
ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ହାଇକୋର୍ଟରୁ ମିଳିଲା ନିୟମିତ ଜାମିନ: ଅନ୍ତରୀଣ ଜାମିନର ସର୍ତ୍ତ ଆଧାରରେ ଜାମିନ ମଂଜୁର
Tuesday, 26 June 2018
Politics
କଟକ: ଏସସିବି କାଜୁଆଲଟି ବିଲ୍ଡିଂରେ ଅଗ୍ନିକାଣ୍ଡ ଘଟଣା; ଏସସିବି ଅଧୀକ୍ଷକଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ, ସମସ୍ତ ବିଭାଗର ଏଚଓଡି, ସମସ୍ତ ଆଇସିୟୁ ଇନଚାର୍ଜ,PWD, ମେଡିକାଲ ଫାୟାର ଓ ବିଦ୍ୟୁତ ବିଭାଗ କର୍ମଚାରୀ ଉପସ୍ଥିତ
Tuesday, 26 June 2018
Politics
ରାଜ୍ୟର ବିଭିନ୍ନ ସହରରେ ମାତିଲେ ଏଟିଏମ୍ ଲୁଟେରା: ବ୍ରହ୍ମପୁରରେ ଗୋଟିଏ ରାତିରେ ୩ଟି SBI ATMରୁ ଲୁଟ୍ ଉଦ୍ୟମ; ହଳଦିଆପଦର SBI ATMରୁ ୫ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଲେ, ରାଉରକେଲା କୁଆଁରମୁଣ୍ଡା SBI ଏଟିଏମ୍ରୁ ମଧ୍ୟ ଲୁଟ୍ ସୂଚନା
Tuesday, 26 June 2018
Politics
ଏୟାରପୋର୍ଟ ରନୱେକୁ ସନ୍ଦିଗ୍ଧ ଯୁବକ ପଶିଯିବା ଘଟଣା: ଅଟକ ସନ୍ଦିଗ୍ଧ ଯୁବକଙ୍କ ପରିଚୟ ଜାଣିଲା ପୋଲିସ; ଡୁମୁଡୁମା ଅଞ୍ଚଳର କ୍ରିଷ୍ଣା ରାଉତ, ବାପା ସତ୍ୟପ୍ରିୟ ରାଉତ, କ୍ରିଷ୍ଣାଙ୍କର ମାନସିକ ବିକୃତି ଥିବା ବାପା ସତ୍ୟପ୍ରିୟଙ୍କ ସୂଚନା
Tuesday, 26 June 2018
Politics
ଭୁବନେଶ୍ୱର: ସରିଲା ପ୍ରଥମ ପର୍ଯ୍ୟାୟ ମେଡିକାଲ ନାମଲେଖା ପଞ୍ଜୀକରଣ; ଆଜିଠୁ ୨୯ ଯାଏଁ ୧୨ଟି ନୋଡାଲ ସେଣ୍ଟରରେ ଡକ୍ୟୁମେଣ୍ଟ ଯାଞ୍ଚ, ୩୦ ତାରିଖରେ ପ୍ରକାଶ ପାଇବ ଷ୍ଟେଟ୍ ମେରିଟ୍ ଲିଷ୍ଟ
Tuesday, 26 June 2018
Politics
କଟକ: ଜଗତପୁର ଟ୍ରକ୍ ଟର୍ମିନାଲ୍ ନିକଟ ନକଲି ତେଲ କାରଖାନା ଉପରେ ପୋଲିସର ଚଢ଼ାଉ; ୧୦୦ ଟିଣ ନକଲି ସୋରିଷ ଓ ରିଫାଇନ୍ ତେଲ ଜବତ; ମାଲିକ ଅନାଦି ଚରଣ ବେହେରା ଅଟକ
Tuesday, 26 June 2018
Politics
ଭୁବନେଶ୍ୱରରେ କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନୀ: ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଓଡ଼ିଶା ଆସିଛନ୍ତି
Tuesday, 26 June 2018
Politics
ଭୁବନେଶ୍ୱର ଏୟାରପୋର୍ଟର ରନ୍ୱେ ନିକଟରେ ଜଣେ ସନ୍ଦିଗ୍ଧ ଯୁବକ ଠାବ: ଖଣ୍ଡଗିରି ପଟ ପାଚେରୀ ଡେଇଁ ପଶିଯାଇଥିବା ସୂଚନା; CISF ଯୁବକଙ୍କୁ ଧରି ଏୟାରଫିଲ୍ଡ ଥାନାକୁ ହସ୍ତାନ୍ତର କଲା, ଯୁବକଙ୍କ ଘର ସ୍ଥାନୀୟ ଡୁମୁଡୁମା ଅଞ୍ଚଳର
Tuesday, 26 June 2018
Politics
ପୁରୀ, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାରେ ଘଡ଼ଘଡ଼ି ଓ ଘୂର୍ଣ୍ଣିଝଡ଼ ସହ ସକାଳ ୯ଟା ଯାଏଁ ପ୍ରବଳ ବର୍ଷା ସମ୍ଭାବନା: ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା
Tuesday, 26 June 2018
Politics
ରାଉରକେଲା: ମକା ଫସଲ ଜଗିଥିବା ଚାଷୀଙ୍କୁ ଦଳିଦେଲା ହାତୀ; ମୃତକ ବୀରମିତ୍ରପୁର ଫରେଷ୍ଟ ରେଞ୍ଜ ଲଲକୋଇ ଗାଁର ମହେଶ ଲୁଗୁନ୍
Tuesday, 26 June 2018
First
Prev
1451
1452
1453
1454
1455
1456
1457
1458
1459
1460
1461
Next
Last
Trending
ବନ୍ଦେ ଭାରତର ଶୁଭାରମ୍ଭ ବେଳେ ରେଳ ଧାରଣାକୁ ଖସି ପଡ଼ିଲେ ବିଧାୟକ, ଭାଇରାଲ ହେଉଛି ଭିଡିଓ
ଭାଇରାଲ୍
17 September 2024
ଗୋଡ଼ରେ ଟ୍ରାକ୍ଟର ଚକା ଉଠାଉଥିଲେ ଯୁବକ, ଘଟିଲା ଅଘଟଣ
ଭାଇରାଲ୍
17 September 2024
୫ ବର୍ଷର ଶିଶୁକୁ ଝୁଣି ପକାଇଲେ ଏକାଧିକ ବୁଲା କୁକୁର, ଦେଖନ୍ତୁ ଭିଡିଓ
ଭାଇରାଲ୍
16 September 2024
Photos
ଫଟୋରେ ଖବର : ଏମିତି ଏକ ସହର, ଯେଉଁଠି ତାପମାତ୍ରା ମାଇନସ୍ ୫୦ ଡିଗ୍ରୀ ସେଲସିୟସ୍
Weather
17 January 2023
ଆଖିକୁ ଝଲସାଇ ଦେଉଛି କଳିଙ୍ଗ ଷ୍ଟାଡିୟମ
Hokey
16 January 2023
Videos
ଇଏ ସେହି କାଳି କନିଆଁ ଯାହାଙ୍କ ପ୍ରେମ କାହାଣୀ ଜହ୍ନରେ ଲଗାଇଥିଲା ନିଆଁ…
Entertainment
12 March 2021
ଧୂଳି ଖେଳିବା ବୟସରେ ପରିବାରକୁ ପର କରି ଘରୁ କାଢ଼ିଥିଲେ ଗୋଡ଼
Entertainment
21 February 2021
ଜେଲରୁ ଫେରି କୋଟିଏ ଟଙ୍କା ଶୁଝିଥିଲେ ଯାତ୍ରା ସୁପରଷ୍ଟାର କୁନା
Entertainment
18 February 2021
About Odisha Reporter
Contact Us
Privacy Policy
© 2024 - Odisha Reporter. All Rights Reserved.