ଶଙ୍ଖ ଛାଡି ପଦ୍ମ ଧରିବେ କି ଅରିନ୍ଦମ୍ ?

କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ଅରିନ୍ଦମଙ୍କ ସାକ୍ଷାତକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା।

Manoj Swain
  • Published: Tuesday, 09 January 2024
  • Updated: 09 January 2024, 04:18 PM IST

Sports

Latest News

ଭାଇରାଲ ହେଉଥିବା ଏହି ଫଟୋଟି ଚର୍ଚ୍ଚାକୁ ପୂରା ବଢ଼େଇ ଦେଇଛି। ବିଜେଡିରେ ପୂରା କୋଣଠେସା ହୋଇଯାଇଥିବା ଅଭିନେତା ଅରିନ୍ଦମ୍ ରାୟ କଣ ବିଜେଡି ଛାଡିଦେବେ କି ? କିଛି ଏଭଳି ଚର୍ଚ୍ଚା ହେଉଛି । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ଅରିନ୍ଦମଙ୍କ ସାକ୍ଷାତକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ଦେଖନ୍ତୁ ପୂରା ରିପୋର୍ଟ। ସୂଚନାଯୋଗ୍ୟ ଯେ, ବିଜେଡି ସାଂଗଠନିକ ସମ୍ପାଦକ ବବି ଦାସଙ୍କ ଭିଣୋଇ ହେଉଛନ୍ତି ଅରିନ୍ଦମ ରାୟ । 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos