ସର୍ବାଧିକ ଚାନ୍ଦା ପାଇବାରେ ବିଜେଡି ଦେଶରେ ଦ୍ୱିତୀୟ: ବର୍ଷକରେ ୨୯୧କୋଟି

ଜେଡିୟୁ, ଆରଜେଡି, ୱାଇଏସଆର, ଟିଆରଏସ(ଏବେ ବିଆରଏସ), ଏଆଇଡିଏମକେ, ଟିଡିପି, ସମାଜବାଦୀ ପାର୍ଟି , ଅକାଳୀ ଦଳ ଓ ଆମ ଆଦମୀ ପାର୍ଟି ଭଳି ଦଳକୁ ପଛରେ ପକାଇ ବିଜେଡି ସର୍ବାଧିକ ଚାନ୍ଦା ସଂଗ୍ରହକାରୀ ଆଂଚଳିକ ଦଳ ହୋଇଛି ।

Chief Minister Naveen Patnaik PhotoOR

ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ

Jitendra Garnayak
  • Published: Thursday, 16 February 2023
  • Updated: 16 February 2023, 08:21 PM IST

Sports

Latest News

୨୦୨୧-୨୨ ଆର୍ଥିକ ବର୍ଷରେ ଦେଶର ସର୍ବାଧିକ ଚାନ୍ଦା ପାଇଥିବା ଆଂଚଳିକ ଦଳ ତାଲିକାରେ ବିଜେଡି ଦ୍ୱିତୀୟରେ ରହିଛି । ନିର୍ବାଚନ କମିଶନଙ୍କ ପାଖରେ ଦାଖଲ ହୋଇଥିବା ୨୯ଟି ଆଂଚଳିକ ଦଳର ବାର୍ଷିକ ଅଡିଟ୍ ରିପୋର୍ଟ ଅନୁସାରେ ଡିଏମକେ ଶୀର୍ଷରେ ଓ ବିଜେଡି ଦ୍ୱିତୀୟ ସ୍ଥାନରେ ରହିଛି । ଡିଏମକେକୁ ୩୦୮.୧୪କୋଟି ଟଙ୍କା ସ୍ୱେଚ୍ଛାକୃତ ଚାନ୍ଦା ମିଳିଥିବାବେଳେ ବିଜେଡିକୁ ୨୯୧ କୋଟି ଟଙ୍କା ଚାନ୍ଦା ମିଳିଛି । ୨୦୨୦-୨୧ରେ ବିଜେଡିକୁ ୬୭କୋଟି ଟଙ୍କାର ରାଜନୀତିକ ଚାନ୍ଦା ମିଳିଥିଲା ।

ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ ହୋଇଥିବା ତଥ୍ୟ ଅନୁସାରେ ୨୦୨୧-୨୨ ଆର୍ଥିକ ବର୍ଷରେ ଆଂଚଳିକ ଦଳ ଭାବେ ସର୍ବାଧିକ ଚାନ୍ଦା ଡିଏମକେକୁ ମିଳିଛି । ତେବେ ଜେଡିୟୁ, ଆରଜେଡି, ୱାଇଏସଆର, ଟିଆରଏସ(ଏବେ ବିଆରଏସ), ଏଆଇଡିଏମକେ, ଟିଡିପି, ସମାଜବାଦୀ ପାର୍ଟି , ଅକାଳୀ ଦଳ ଓ ଆମ ଆଦମୀ ପାର୍ଟି ଭଳି ଦଳକୁ ପଛରେ ପକାଇ ବିଜେଡି ସର୍ବାଧିକ ଚାନ୍ଦା ସଂଗ୍ରହକାରୀ ଆଂଚଳିକ ଦଳ ହୋଇଛି । ତାମିଲନାଡୁରେ କ୍ଷମତାରେ ଥିବା ଡିଏମକେ ୨୦୨୧-୨୨ ବର୍ଷରେ ୩୧୮.୭୪କୋଟି ଟଙ୍କା ପାଇଛି । ସେଥିରେ ୩୦୮କୋଟି ଟଙ୍କା କେବଳ ରାଜନୀତିକ ଚାନ୍ଦା । ଦଳ ଏହି ଅବଧିରେ ୩୫.୪୦କୋଟି ଟଙ୍କା ଖର୍ଚ୍ଚ କରିଛି । ସେହିପରି ଓଡ଼ିଶାରେ କ୍ଷମତାସୀନ ବିଜେଡି ମୋଟ ୩୦୭.୨୮କୋଟି ଟଙ୍କା ପାଇଥିବାବେଳେ ଏହି ଅବଧିରେ ୨୮.୬୩କୋଟି ଟଙ୍କା ଖର୍ଚ୍ଚ କରିଛି । ଏଥିରେ ବିଜେଡିକୁ ୨୯୧କୋଟି ଟଙ୍କାର ରାଜନୀତିକ ଚାନ୍ଦା ମିଳିଛି ।

Also Read

ସେହିପରି ୨୦୨୧-୨୨ରେ ତେଲେଙ୍ଗାନାରେ କ୍ଷମତାସୀନ ଟିଆରଏସ୍ ୨୧୮.୧୧କୋଟି ଟଙ୍କା ପାଇଥିବାବେଳେ ସେଥିରୁ ୨୭.୯୩କୋଟି ଟଙ୍କା ଖର୍ଚ୍ଚ କରିଛି । ଦିଲ୍ଲୀରେ କ୍ଷମତାସୀନ ଆମ ଆଦମୀ ପାର୍ଟି ୪୪.୫୩କୋଟି ଟଙ୍କା, ଆନ୍ଧ୍ରପ୍ରଦେଶରେ କ୍ଷମତାସୀନ ୱାଇଏସଆର କଂଗ୍ରେସ ୯୩.୭୨କୋଟି ଟଙ୍କା, ବିହାରରେ ଶାସକ ଦଳ ଜେଡିୟୁ ୮୬.୫୫କୋଟି ଟଙ୍କା ଓ ଆରଜେଡି ୧.୯୭କୋଟି ଟଙ୍କା ପାଇଥିବାବେଳେ ଶିରୋମଣି ଅକାଳୀ ଦଳ ୨୫.୪୧କୋଟି ଟଙ୍କା, ତେଲଗୁ ଦେଶମ ପାର୍ଟି ୬୦.୨୮କୋଟି ଟଙ୍କା, ଏଆଇଡିଏମକେ ୨୫.୨୬କୋଟି ଟଙ୍କା, ସମାଜବାଦୀ ପାର୍ଟି ୬୧.୦୧ କୋଟି ଟଙ୍କା ରାଜସ୍ୱ ସଂଗ୍ରହ କରିଛନ୍ତି । ଏଥିରେ ୮୦ରୁ ୯୦ ପ୍ରତିଶତ ପାଣ୍ଠି ସମ୍ପୃକ୍ତ ଆଂଚଳିକ ଦଳଗୁଡ଼ିକୁ ରାଜନୀତିକ ଚାନ୍ଦା ଆକାରରେ ମିଳିଛି ।

ସୂଚନାଯୋଗ୍ୟ, ଏଡିଆର ରିପୋର୍ଟ ଅନୁସାରେ ୨୦୨୧-୨୨ ଆର୍ଥିକ ବର୍ଷରେ ଓଡ଼ିଶାରୁ ଜାତୀୟ ଦଳଗୁଡ଼ିକୁ ମୋଟ ୩ କୋଟି ୧୧ଲକ୍ଷ ଟଙ୍କାର ଚାନ୍ଦା ମିଳିଛି । ସେଥିରୁ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ୨କୋଟି ଟଙ୍କା ସହ କଂଗ୍ରେସକୁ ସର୍ବାଧିକ ୨.୨୩କୋଟି ଟଙ୍କା ଚାନ୍ଦା ମିଳିଥିବାବେଳେ ବିଜେପିକୁ ୭୯.୨୦ଲକ୍ଷ ଟଙ୍କା, ଏନସିପିକୁ ୫ଲକ୍ଷ ଟଙ୍କା, ସିପିଆଇଏମକୁ ୧ଲକ୍ଷ ଟଙ୍କା ଓ ସିପିଆଇକୁ ୨୯ଲକ୍ଷ ଟଙ୍କାର ଚାନ୍ଦା କେବଳ ଓଡ଼ିଶାରୁ ଯାଇଛି । ଜାତୀୟ ଦଳଗୁଡ଼ିକୁ ମିଳିଥିବା ଏହି ମୋଟ ୩.୧୧କୋଟି ଟଙ୍କାର ଚାନ୍ଦାରୁ କର୍ପୋରେଟ ସେକ୍ଟରରୁ ମାତ୍ର ୫୯.୧୭ଲକ୍ଷ ଟଙ୍କା ଓ ବ୍ୟକ୍ତିଗତସ୍ତରରେ ୨.୪୯କୋଟି ଟଙ୍କା ଚାନ୍ଦା ଆକାରରେ ପ୍ରଦାନ କରାଯାଇଥିବା ଜଣାପଡ଼ିଛି । ୨୦୨୦-୨୧ରେ କଂଗ୍ରେସକୁ ୯୫.୪୬କୋଟି ଟଙ୍କା ଓ ବିଜେପିକୁ ୬୧୪.୬୩କୋଟି ଟଙ୍କାର ରାଜନୀତିକ ଚାନ୍ଦା ମିଳିଥିବା ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story