୮୫%ରୁ ଅଧିକ ବ୍ଲକରେ ବିଜେଡି ଚେୟାରମ୍ୟାନ

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଶାସକ ବିଜେଡି ନିଜର କଳବଳ ଲଗାଇ ପୁଣିଥରେ ନିର୍ବାଚନ ଫଳାଫଳକୁ ନିଜ ସପକ୍ଷରେ କରିବାରେ ସକ୍ଷମ ହୋଇଛି। ରାଜ୍ୟର ମୋଟ ୩୧୪ଟି ବ୍ଲକ(ପଂଚାୟତ ସମିତି) ମଧ୍ୟରୁ ପ୍ରାୟ ୮୭ ପ୍ରତିଶତରେ ବିଜେଡି ସମର୍ଥିତ ପ୍ରାର୍ଥୀ ପଂଚାୟତ ସମିତି ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ବିଜେଡି ପଂଚାୟତ ନିର୍ବାଚନରେ ଏକତରଫା ସଫଳତା ପାଇଥିଲେ ମଧ୍ୟ ବଲାଙ୍ଗିର, ବୌଦ୍ଧ,ନୂଆପଡ଼ା,ସୁନ୍ଦରଗଡ଼, ଢେଙ୍କାନାଳ ଓ ବାଲେଶ୍ୱର ଭଳି ଜିଲ୍ଲାରେ ବିଜେଡିର ସବୁ ପ୍ରୟାସ ସତ୍ତ୍ୱେ ବିରୋଧୀ କଂଗ୍ରେସ ଓ ବିଜେପି […]

leader

leader

Ordigital Desk
  • Published: Saturday, 12 March 2022
  • Updated: 12 March 2022, 08:25 PM IST

Sports

Latest News

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଶାସକ ବିଜେଡି ନିଜର କଳବଳ ଲଗାଇ ପୁଣିଥରେ ନିର୍ବାଚନ ଫଳାଫଳକୁ ନିଜ ସପକ୍ଷରେ କରିବାରେ ସକ୍ଷମ ହୋଇଛି। ରାଜ୍ୟର ମୋଟ ୩୧୪ଟି ବ୍ଲକ(ପଂଚାୟତ ସମିତି) ମଧ୍ୟରୁ ପ୍ରାୟ ୮୭ ପ୍ରତିଶତରେ ବିଜେଡି ସମର୍ଥିତ ପ୍ରାର୍ଥୀ ପଂଚାୟତ ସମିତି ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ବିଜେଡି ପଂଚାୟତ ନିର୍ବାଚନରେ ଏକତରଫା ସଫଳତା ପାଇଥିଲେ ମଧ୍ୟ ବଲାଙ୍ଗିର, ବୌଦ୍ଧ,ନୂଆପଡ଼ା,ସୁନ୍ଦରଗଡ଼, ଢେଙ୍କାନାଳ ଓ ବାଲେଶ୍ୱର ଭଳି ଜିଲ୍ଲାରେ ବିଜେଡିର ସବୁ ପ୍ରୟାସ ସତ୍ତ୍ୱେ ବିରୋଧୀ କଂଗ୍ରେସ ଓ ବିଜେପି କିଛି ବ୍ଲକକୁ ନିଜ ଦଖଲକୁ ନେବାରେ ସକ୍ଷମ ହୋଇ ଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଆଜି ପଂଚାୟତ ସମିତି ଅଧ୍ୟକ୍ଷ(ବ୍ଲକ ଚେୟାରମ୍ୟାନ) ପଦବୀ ନିମନ୍ତେ ପରୋକ୍ଷ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ନିର୍ବାଚନ ପରଠୁ ବ୍ଲକଗୁଡ଼ିକୁ ନିଜ ଦଖଲରେ ରଖିବା ପାଇଁ ବିଜେଡି ନେତାମାନେ ଘୋଡ଼ାବେପାରଠୁ ଆରମ୍ଭ କରି ଶପଥ ପାଠ ଆଦି ପର୍ଯ୍ୟନ୍ତ କରାଇବାକୁ ପଛାଇନଥିଲେ । କେତେକ ସ୍ଥାନରେ ନିର୍ବାଚିତ ସମିତି ସଭ୍ୟମାନଙ୍କୁ ଅଜ୍ଞାତବାସରେ ରଖିଥିବାର ବି ଦେଖିବାକୁ ମିଳିଥିଲା । ତେବେ ଆଜି ଶେଷ ହୋଇଥିବା ପଂଚାୟତ ସମିତି ଅଧ୍ୟକ୍ଷ ପଦବୀ ନିର୍ବାଚନରେ ବିଜେଡି ପୁଣିଥରେ ନିଜର ସଫଳ ରଣନୀତିକୁ ଦୋହରାଇଛି ।

ଅଣଆନୁଷ୍ଠାନିକ ସୂତ୍ର ଅନୁସାରେ, ମୋଟ ୩୧୪ଟି ବ୍ଲକ ମଧ୍ୟରୁ ଜଗତସିଂହପୁର ସଦର ବ୍ଲକ, ପାଟଣାଗଡ଼, ବେଲପଡ଼ା, ଟିଟିଲାଗଡ଼ ଭଳି ୧୦-୧୨ଟି ସ୍ଥାନରେ ବିଜେଡି ବିନା ପ୍ରତିଦ୍ୱନ୍ଦ୍ୱିତାରେ ଜିତିଥିବାବେଳେ ଅନ୍ୟ ସବୁଠି ନିର୍ବାଚନ ହୋଇଛି । କେତେକ ସ୍ଥାନରେ ଆଜି ଏନେଇ ବିଶୃଙ୍ଖଳା ମଧ୍ୟ ହୋଇଥିବା ଜଣାପଡ଼ିଛି । ତେବେ ପ୍ରାରମ୍ଭିକ ସୂଚନା ଅନୁସାରେ ପ୍ରାୟ ୨୭୩ରୁ ଅଧିକ ବ୍ଲକରେ ବିଜେଡି ସମର୍ଥିତ ବ୍ଲକ ଚେୟାରମ୍ୟାନ ନିର୍ବାଚିତ ହୋଇଛନ୍ତି । ୨୧ଟି ବ୍ଲକରେ ବିଜେପି ସମର୍ଥିତ ଓ ୧୩ଟି ବ୍ଲକରେ କଂଗ୍ରେସ ସମର୍ଥିତ ଏବଂ ୩ଟି ବ୍ଲକରେ ସିପିଆଇଏମ୍ ସମର୍ଥିତ ବ୍ଲକ ଚେୟାରମ୍ୟାନ ପ୍ରାର୍ଥୀ ନିର୍ବାଚିତ ହୋଇଛନ୍ତି । ପ୍ରାୟ ୩-୪ଟି ବ୍ଲକରେ ସ୍ୱାଧୀନ ସମର୍ଥିତ ପ୍ରାର୍ଥୀ ବିଜୟୀ ହୋଇଥିବା ଜଣାପଡ଼ିଛି ।

ତେବେ ଶାସକ ବିଜେଡିର ସବୁ କଳକୌଶଳ ସତ୍ତ୍ୱେ ବୌଦ୍ଧ ଜିଲ୍ଲାରେ ମୋଟ ୩ଟି ବ୍ଲକ ମଧ୍ୟରୁ ୨ଟି ବିଜେପିକୁ ଯାଇଥିବାବେଳେ ଗୋଟିଏ ବିଜେଡି ପାଖରେ ରହିଛି । ସେହିପରି ଢେଙ୍କାନାଳର ୮ଟି ବ୍ଲକ ମଧ୍ୟରୁ ୨ଟି ବିଜେପିକୁ ମିଳିଛି । ବଲାଙ୍ଗିରର ୧୪ଟି ବ୍ଲକ ମଧ୍ୟରୁ ୩ଟି କଂଗ୍ରେସ ଓ ଗୋଟିଏ ବିଜେପିକୁ ଯାଇଛି । ଏପରିକି ବିଜେଡି ଜିଲ୍ଲା ସଭାପତି ତଥା ମନ୍ତ୍ରୀ ଟୁକୁନି ସାହୁଙ୍କ ନିଜ ବ୍ଲକ ସଇଁତଳାରେ କଂଗ୍ରେସ ପ୍ରାଥିୀ ମୋନିକା ସିଂ ଭୋଇ ବିଜୟୀ ହୋଇଛନ୍ତି ।

ନିର୍ବାଚନୀ ଫଳାଫଳ ସମ୍ପର୍କରେ ପ୍ରତିକ୍ରିୟା ଦେଇ ବିଜେଡି ସାଂସଦ ଅମର ପଟ୍ଟନାୟକ କହିଚନ୍ତି ଯେ ପଂଚାୟତ ନିର୍ବାଚନରେ ପରାଜୟ ପରେ ବିରୋଧୀଙ୍କୁ ହାରିବା ଜ୍ୱର ହୋଇଛି । ବିରୋଧୀଙ୍କ ଅଭିଯୋଗ ଓଡ଼ିଶାବାସୀଙ୍କ ପ୍ରତି ଅପମାନ । ୯୦ରୁ ୯୨ ପ୍ରତିଶତ ସମିତି ଅଧ୍ୟକ୍ଷ ପଦ ବିଜେଡି ଦଖଲ କରିବ । ବିଜେପି ଓ କଂଗ୍ରେସ ଓଡ଼ିଶା ସ୍ୱାର୍ଥରେ ନାହାନ୍ତି । କେବଳ ନିର୍ବାଚନ ସମୟରେ ଜାତୀୟ ଦଳଙ୍କ ଦେଖାମିଳେ ବୋଲି ସେ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story