ପଂଚାୟତ ନିର୍ବାଚନ: ବିଜେପି ଦେଲା ୨୨ଟି ପ୍ରତିଶ୍ରୁତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଂଚାୟତ ନିର୍ବାଚନ ପାଇଁ ବିଜେପି ତା’ର ଇସ୍ତାହାର ଜାରି କରି ରାଜ୍ୟବାସୀଙ୍କୁ ୨୨ଟି ପ୍ରତିଶ୍ରୁତି ଦେଇଛି। ପଂଚାୟତରେ ପଲ୍ଲୀସଭା ଓ ଗ୍ରାମସଭା, ଧାନ କିଣାରେ ଟୋକେନ୍ ବ୍ୟବସ୍ଥାର ଉଚ୍ଛେଦ କରି ଚାଷୀଙ୍କଠୁ ସରଳ ପ୍ରକ୍ରିୟାରେ ଧାନ କିଣା, ମଣ୍ଡି ବ୍ୟବସ୍ଥାକୁ ସୁଦୃଢ଼ କରିବା, ମହିଳା ସଶକ୍ତିକରଣ ଆଦିର ମୋଟ ୨୨ଟି ପ୍ରତିଶ୍ରୁତି ରାଜ୍ୟବାସୀଙ୍କୁ ଦେଇଛି। ଏହାସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଠାଉଥିବା ଅର୍ଥକୁ ପଂଚାୟତସ୍ତରରେ ଜେଇଙ୍କୁ ଠିକାଦାର କରି ବିଜେଡି ନେତାମାନେ ବ୍ୟାପକ ଲୁଟ୍ […]

bjp

bjp

Ordigital Desk
  • Published: Thursday, 27 January 2022
  • Updated: 27 January 2022, 10:06 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଂଚାୟତ ନିର୍ବାଚନ ପାଇଁ ବିଜେପି ତା’ର ଇସ୍ତାହାର ଜାରି କରି ରାଜ୍ୟବାସୀଙ୍କୁ ୨୨ଟି ପ୍ରତିଶ୍ରୁତି ଦେଇଛି। ପଂଚାୟତରେ ପଲ୍ଲୀସଭା ଓ ଗ୍ରାମସଭା, ଧାନ କିଣାରେ ଟୋକେନ୍ ବ୍ୟବସ୍ଥାର ଉଚ୍ଛେଦ କରି ଚାଷୀଙ୍କଠୁ ସରଳ ପ୍ରକ୍ରିୟାରେ ଧାନ କିଣା, ମଣ୍ଡି ବ୍ୟବସ୍ଥାକୁ ସୁଦୃଢ଼ କରିବା, ମହିଳା ସଶକ୍ତିକରଣ ଆଦିର ମୋଟ ୨୨ଟି ପ୍ରତିଶ୍ରୁତି ରାଜ୍ୟବାସୀଙ୍କୁ ଦେଇଛି। ଏହାସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଠାଉଥିବା ଅର୍ଥକୁ ପଂଚାୟତସ୍ତରରେ ଜେଇଙ୍କୁ ଠିକାଦାର କରି ବିଜେଡି ନେତାମାନେ ବ୍ୟାପକ ଲୁଟ୍ କରୁଥିବାରୁ ବିଜେପି ଏହି ଟଙ୍କାର ଜଗୁଆଳି ସାଜିବ ବୋଲି କହିଛି।

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଦଳର ରାଜ୍ୟ ସଭାପତି ସମୀର ମହାନ୍ତି ଏହି ଇସ୍ତାହାରକୁ ଜାରି କରି କହିଛନ୍ତି ଯେ, ପ୍ରତ୍ୟେକ ଓଡ଼ିଆଙ୍କର ସୁରକ୍ଷା ଓ ବିକାଶ ହେଉଛି ବିଜେପି ରାଜନୀତିର ମୂଳମନ୍ତ୍ର । "ମୋ ସରକାର" ବା"ମୋ ପରିବାର" କଥା କହି ପରିବାର ସଦସ୍ୟମାନଙ୍କ ସହିତ ବିଶ୍ୱାସଘାତ କରିବା ବ୍ୟବସ୍ଥା ବିରୁଦ୍ଧରେ ବିଜେପି ଅଛି । ବିଜେପି ଜିତିଲେ ପଂଚାୟତ ଓ ବ୍ଲକ୍‌ରୁ ପିସି ରାଜ୍ ବନ୍ଦ କରିବ । ପ୍ରଧାନମନ୍ତ୍ରୀ ଆବାସ ପାଇଁ କାହାକୁ ଲାଂଚ ଦେବାକୁ ପଡ଼ିବ ନାହିଁ ଏବଂ ଯୋଗ୍ୟ ହିତାଧିକାରୀଙ୍କୁ ବାସଗୃହ ଓ ପାଇଖାନା ଯୋଗାଇ ଦିଆଯିବ ।

ଆଇନ୍ ଅନୁଯାୟୀ ପଂଚାୟତରେ ସରପଂଚଙ୍କୁ ସବୁ କ୍ଷମତା ଦିଆଯିବା ସହିତ ପ୍ରତି ଗ୍ରାମରେ ଗ୍ରାମସଭା - ପଲ୍ଲୀସଭା ଜରିଆରେ ପଂଚାୟତର ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରାଯିବ । ପଂଚାୟତକୁ ସିଧାସଳଖ ଯାଉଥିବା ଅର୍ଥ ୱାର୍ଡ ମେମ୍ବରମାନଙ୍କ ସହିତ ଆଲୋଚନାକ୍ରମେ ସରପଂଚ ଖର୍ଚ୍ଚ କରିବେ । ପଂଚାୟତସ୍ତରରେ ସରପଂଚଙ୍କ ମାର୍ଫତରେ ଧାନ ମଣ୍ଡି ଖୋଲିବା ପାଇଁ ଏଫସିଆଇ ଜରିଆରେ ବ୍ୟବସ୍ଥା କରାଯିବ । କୃଷକମାନେ ତାଙ୍କର ବଳକା ଧାନକୁ ସହଜରେ ଯେପରି କେନ୍ଦ୍ର ସରକାରଙ୍କ ଦ୍ୱାରା ସ୍ଥିର କରାଯାଇଥିବା ସର୍ବନିମ୍ନ ଧାର୍ଯ୍ୟ ମୂଲ୍ୟରେ ବିକ୍ରି କରି ପାରିବେ ତାର ବ୍ୟବସ୍ଥା କରିବା ସହିତ ଧାନ ମଣ୍ଡିରେ ପ୍ରଚଳିତ ଭୁବନେଶ୍ୱରରୁ ଟୋକନ୍ ମିଳିବା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯିବ । ମଣ୍ଡିରୁ ଧାନ କିଣିବା ବ୍ୟବସ୍ଥା ଯେପରି ମିଲରମାନଙ୍କର ମନମୁଖୀ ନିଷ୍ପତି ଦ୍ୱାରା ପରିଚାଳିତ ହେଉଛି ତାହାର ଅନ୍ତ ଘଟାଇ ଧାନ ବିିକ୍ରୟ କ୍ଷେତ୍ରରେ ଚାଲିଥିବା "ଦଲାଲ୍ ରାଜ’ର ପରିସମାପ୍ତି କରାଯିବ ।

କୋଅପରେଟିଭ୍ ସୋସାଇଟି ଦ୍ୱାରା ଚାଷୀମାନେ ଯେପରି ୨ ପ୍ରତିଶତ ସୁଧ ହାରରେ ଋଣ ପାଇବେ ତାର ବ୍ୟବସ୍ଥା କରାଯାଇ ଚାଷୀଙ୍କୁ ଉଚିତ ଦରରେ ସାର ଓ ବିହନ ଯୋଗାଇ ଦିଆଯିବ । ଯେଉଁ ଯୋଗ୍ୟ ହିତାଧିକାରୀମାନଙ୍କୁ ରାସନ କାର୍ଡ ମିଳିନାହିଁ ସେମାନଙ୍କ ପାଇଁ ରାସନ୍ କାର୍ଡ ବ୍ୟବସ୍ଥା କରିବା ସହିତ କେନ୍ଦ୍ରର ମୋଦି ସରକାର ଯୋଗାଇ ଦେଉଥିବା ଚାଉଳ ଓ ଗହମ ଯୋଗାଇ ଦିଆଯିବ । ପଂଚାୟତରେ ତିଆରି କରାଯାଇଥିବା ନାଳ ନର୍ଦ୍ଦମା ବର୍ଷ ବର୍ଷ ଧରି ସଫା ହେଉନଥିବାରୁ ତାହା ବିଭିନ୍ନ ରୋଗର କାରଣ ପାଲଟିଛି, ସେଥିପାଇଁ ନାଳ ନର୍ଦ୍ଦମା ସଫା କରି ପଂଚାୟତକୁ ସ୍ୱଚ୍ଛ ରଖାଯିବ । ଷ୍ଟ୍ରିଟ୍ ଲାଇଟ୍‌, ବର୍ଜ୍ୟବସ୍ତୁ ପରିଚାଳନା ଉପରେ ଗୁରୁତ୍ୱ ଦିଆଯିବ ।

ଅଙ୍ଗନୱାର୍ଡି, ଗର୍ଭବତୀ ମହିଳା ଓ ଶିଶୁମାନଙ୍କୁ ମିଳୁଥିବା ପୁଷ୍ଟିକର ଖାଦ୍ୟ ଓ ଉଚ୍ଚମାନର ପୋଷାକ ଯୋଗାଇ ଦିଆଯିବ । ସେହିପରି ପ୍ରତି ଗ୍ରାମରେ ବିଶୁଦ୍ଧ ପାନୀୟ ଜଳ ପ୍ରତି ଘରକୁ ବିଜୁଳି ଓ ରନ୍ଧନ ଗ୍ୟାସ ସଂଯୋଗ ସୁନିଶ୍ଚିତ କରାଯିବ । ହଜାର ହଜାର ସ୍ୱଂୟ ସହାୟିକା ଗୋଷ୍ଠୀ ରାଜ୍ୟରେ ପଞ୍ଜିକୃତ ହୋଇଥିଲେ ମଧ୍ୟ ମାତ୍ର ୫ ପ୍ରତିଶତରୁ କମ୍ ସ୍ୱଂୟ ସହାୟିକା ଗୋଷ୍ଠୀ ବିଭିନ୍ନ କାର୍ଯ୍ୟରେ ତାଲିମ୍ ନେଇ ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥ ଉତ୍ପାଦନ କରୁଛନ୍ତିି । ମହିଳାମାନଙ୍କୁ ନେଇ ଯେପରି ସ୍ୱଂୟ ସହାୟିକା ଗୋଷ୍ଠୀ ଗଢାଯାଇଛି ସେଭଳି ବେକାର ଯୁବକମାନଙ୍କୁ ନେଇ ପୁରୁଷ ସ୍ୱଂୟ ସହାୟକ ଗୋଷ୍ଠୀ ଗଢିବା ବ୍ୟବସ୍ଥା କରିବା ସହିତ ମହିଳାମାନଙ୍କୁ ମିଳୁଥିବା ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ।

ବମଦ ଦୋକାନ ଖୋଲା ଯିବା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ‘ଲୋକଙ୍କୁ ଅଧିକାର, ଗାଁ ଗାଁରେ ବିଜେପି ସରକାର'ର ନୂଆ ସ୍ଲୋଗାନ ବିଜେପି ଦେବ ବୋଲି ସେ କହିଛନ୍ତିା ଶ୍ରୀ ମହାନ୍ତି ବିଜେପିର ଜିଲ୍ଲା ପରିଷଦ ସଭ୍ୟମାନଙ୍କୁ ଜିତାଇବା ପାଇଁ ସେ ଆହ୍ୱାନ କରିଛନ୍ତି । ଏହି ଅବସରରେ ଦଳର ବରିଷ୍ଠ ବିଧାୟକ ଓ ନେତାମାନେ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story