ବିଜେପି ଖେଳିଲା ଓଡିଆ କାର୍ଡ, ପୁରନ୍ଦରଙ୍କୁ ଟିକେଟ

ରାୟପୁରରେ ରାଜ କରିବେ ଓଡିଆ ପୁଅ। ସମାଜସେବୀ ତଥା ରାୟପୁର ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠାତା ଅଧ୍ୟକ୍ଷ ପୁରନ୍ଦର ମିଶ୍ର ଛତିଶଗଡ଼ରୁ ଆସନ୍ତା ବିଧାନସଭା ନିର୍ବାଚନ ଲଢିବେ।

Manoj Swain
  • Published: Tuesday, 10 October 2023
  • Updated: 10 October 2023, 05:05 PM IST

Sports

Latest News

ରାୟପୁରରେ ରାଜ କରିବେ ଓଡିଆ ପୁଅ। ସମାଜସେବୀ ତଥା ରାୟପୁର ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠାତା ଅଧ୍ୟକ୍ଷ ପୁରନ୍ଦର ମିଶ୍ର ଛତିଶଗଡ଼ରୁ ଆସନ୍ତା ବିଧାନସଭା ନିର୍ବାଚନ ଲଢିବେ। ଭାରତୀୟ ଜନତା ପାର୍ଟିର ପାର୍ଥୀ ଭାବେ ତାଙ୍କ ନାଁରେ ମୋହର ବାଜିଛି। ରାୟପୁର ନଗର ଉତ୍ତର ଆସନରୁ ପ୍ରତିଦ୍ୱନ୍ଦିତା କରିବା ପାଇଁ ଦଳୀୟ ଟିକେଟ ମିଳିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos