‘ଓଡ଼ିଶାରେ ବିଜେପି ସରକାର ଗଢ଼ିବ’

ବିଜେପି କାହିଁକି କହୁଛି 75 ପାର ବୋଲି ? ବିଜେଡି ଭଳି କାହିଁକି ବିଜେପି ଦାବି କରୁନି 100 ପାର ବୋଲି। ଗତଥର ଦଳ ଦାବି କରୁଥିଲା 120 ପ୍ଲସ ଆସନ ବୋଲି ।

Manoj Swain
  • Published: Friday, 24 May 2024
  • Updated: 24 May 2024, 11:33 AM IST

Sports

Latest News

ବିଜେପି କାହିଁକି କହୁଛି 75 ପାର ବୋଲି ? ବିଜେଡି ଭଳି କାହିଁକି ବିଜେପି ଦାବି କରୁନି 100 ପାର ବୋଲି। ଗତଥର ଦଳ ଦାବି କରୁଥିଲା 120 ପ୍ଲସ ଆସନ ବୋଲି । ହେଲେ ଏଥର 75 ପାର କରିବ ବୋଲି କହୁଛି ଦଳ। ଆଉ ଦଳ ମଧ୍ୟ ପ୍ରାୟ 80 ଆସନ ଉପରେ ଅଧିକ ଫୋକସ କରିଥିବା କୁହାଯାଉଛି । ରାଜ୍ୟରେ ପ୍ରାୟ ସବୁ ଲୋକସଭା କ୍ଷେତ୍ରରେ ପ୍ରଧାମନ୍ତ୍ରୀଙ୍କ ବିଶାଳ ସଭା ହେଉ ବା ରୋଡ ସୋ କରୁଛି ଦଳ। ଆଗକୁ ବାକି ଥିବା ଲୋକସଭା କ୍ଷେତ୍ରରେ ମଧ୍ୟ ଦଳ ଏହା କରିବାକୁ ଲକ୍ଷ୍ୟ ରଖିଛି। ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos