ଓଡ଼ିଶାରେ କଂଗ୍ରେସକୁ ଉଠାଇବାକୁ ସୁର ଦେଲେ ଫର୍ମୁଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ କିଏ ହେବେ ପିସିସି ସଭାପତି? କାହା କାହା ନାଁକୁ ନେଇ ହେଉଛି ଚର୍ଚ୍ଚା? ଆଜି ଏହାର ତାଲିକା ଦେଇଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ସୁର ରାଉତରାୟ। ଏଥିସହ ହାଇକମାଣ୍ଡଙ୍କୁ ଦେଇଛନ୍ତି ପରାମର୍ଶ। କହିଛନ୍ତି, ଜଣେ ସଭାପତି ଓ ୪ ଜଣ କାର୍ଯ୍ୟକାରୀ ସଭାପତି ନିଯୁକ୍ତି କରିବା ଆବଶ୍ୟକ। ତା’ହେଲେ କଂଗ୍ରେସ ଦୌଡ଼ିବ। ଶ୍ରୀ ରାଉତରାୟ କହିଛନ୍ତି, ପିସିସି ସଭାପତି ହେବା ପାଇଁ ୧୩ରୁ ୧୪ ଜଣଙ୍କ ନାଁ ଉଠିଛି। ଭକ୍ତ ଦାସ, […]

congress

congress

Manoranjan Sial
  • Published: Monday, 11 April 2022
  • Updated: 11 April 2022, 06:08 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ କିଏ ହେବେ ପିସିସି ସଭାପତି? କାହା କାହା ନାଁକୁ ନେଇ ହେଉଛି ଚର୍ଚ୍ଚା? ଆଜି ଏହାର ତାଲିକା ଦେଇଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ସୁର ରାଉତରାୟ। ଏଥିସହ ହାଇକମାଣ୍ଡଙ୍କୁ ଦେଇଛନ୍ତି ପରାମର୍ଶ। କହିଛନ୍ତି, ଜଣେ ସଭାପତି ଓ ୪ ଜଣ କାର୍ଯ୍ୟକାରୀ ସଭାପତି ନିଯୁକ୍ତି କରିବା ଆବଶ୍ୟକ। ତା’ହେଲେ କଂଗ୍ରେସ ଦୌଡ଼ିବ।

ଶ୍ରୀ ରାଉତରାୟ କହିଛନ୍ତି, ପିସିସି ସଭାପତି ହେବା ପାଇଁ ୧୩ରୁ ୧୪ ଜଣଙ୍କ ନାଁ ଉଠିଛି। ଭକ୍ତ ଦାସ, ଶରତ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ଜୟଦେବ ଜେନା, ଅନନ୍ତ ସେଠୀ, ଚିରଞ୍ଜିବ ବିଶ୍ୱାଳ, ତାରା ବାହିନୀପତି, ସନ୍ତୋଷ ସିଂ ସାଲୁଜା, ଅଧୀର ରଞ୍ଜନ ପାଣିଗ୍ରାହୀ ଓ ନରସିଂହ ମିଶ୍ରଙ୍କ ନାଁ ସଭାପତି ରେସ୍‌ରେ ଅଛନ୍ତି। ଏଥିପାଇଁ ମୁଁ ଭାରି ବ୍ୟଥିତ। ସୋନିଆ ଗାନ୍ଧୀ ତୁରନ୍ତ ବିଚାର କରନ୍ତୁ ବୋଲି ସୁର କହିଛନ୍ତି।

ଅଧିକ ପଢ଼ନ୍ତୁ: ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଲେ ଜୟଦେବ ଜେନା

ସେ କହିଛନ୍ତି,  କିଏ କହୁଛି ବିଧାୟକଙ୍କ ଭିତରୁ କାହାକୁ ପିସିସି ସଭାପତି କରାଯାଉ ତ ଆଉ କିଏ କହୁଛି ବରିଷ୍ଠଙ୍କ ଭିତରୁ କେହି ହୁଅନ୍ତୁ। ଆଉ କିଏ କହୁଛି, ଯୁବ ଗୋଷ୍ଠୀରୁ କାହାକୁ କରାଯାଉ। ମୋର ମତ, ଜଣେ ଷ୍ଟ୍ରଙ୍ଗ ମ୍ୟାନଙ୍କୁ ସଙ୍ଗଠନ ଦାୟିତ୍ୱ ଦିଆଯାଉ। ଯିଏ ସଙ୍ଗଠନ ଭିତରେ ଥିବ, ରାଜ୍ୟବାସୀ ତାଙ୍କୁ ଚିହ୍ନିଥିବେ ଓ ରାଜ୍ୟ ପାଇଁ ତାଙ୍କର ଅବଦାନ ଥିବ। ଏହାଛଡ଼ା ଓଡ଼ିଶାକୁ ୪ଟି ଜୋନ୍‌ରେ ଭାଗ କରାଯାଉ। ୪ ଜୋନ୍‌ରେ ୪ କାର୍ଯ୍ୟକାରୀ ସଭାପତି, ୮ ଜଣ ଉପସଭାପତି ଓ ୨୦ ଜଣ ସାଧାରଣ ସମ୍ପାଦକଙ୍କୁ ନିଯୁକ୍ତି ଦିଆଯାଉ। ସେମାନେ ଲୋକଙ୍କ ପାଖକୁ ଯାଆନ୍ତୁ। ଲୋକଙ୍କ ସମସ୍ୟା ବୁଝନ୍ତୁ। ତା’ପରେ କଂଗ୍ରେସ ଆଗେଇ ଯିବ ବୋଲି ଶ୍ରୀ ରାଉତରାୟ କହିଛନ୍ତି।

ବିଧାୟକ ସୁର ରାଉତରାୟ କହିଛନ୍ତି, ନିରଞ୍ଜନ ବାବୁ ପାରିଲେନି ବୋଲି ଏତେ ସବୁ ହେଲା। ସେ ଲୋକଟା ଭଲ। ଆମେ ଯେଉଁମାନେ ସଭାପତି ହେବୁ ବୋଲି ବୋବାଉଛୁ, ସେତେବେଳେ ପଦାକୁ ବାହାରିଲୁନି। ଟଙ୍କାଟିଏ କେହି କାଢ଼ିଲୁନି। ଖାଲି ନିରଞ୍ଜନ ଖରାପ କହିଲେ ଚଳିବନି। ଯେଉଁମାନେ ଗପୁଛନ୍ତି, ସେମାନେ ନିର୍ବାଚନ ସମୟରେ କେଉଁଠି ଥିଲେ? କେଉଁ ପଞ୍ଚାୟତକୁ ଯାଇଥିଲେ? ବାହିନୀପତି ହୁଅନ୍ତୁ ବା ସାଲୁଜା, ସେମାନେ ତାଙ୍କ ନିର୍ବାଚନମଣ୍ଡଳୀରେ ଥିଲେ। କେହି ରାଜ୍ୟ ସାରା ବୁଲୁଥିଲେ କି ବୋଲି ସୁର ରାଉତରାୟ ପ୍ରଶ୍ନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story