ନିରଞ୍ଜନଙ୍କୁ ଦାୟିତ୍ୱମୁକ୍ତ କରିବାକୁ ଚାହୁଁଛି କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ପୁଣିଥରେ ରିପିଟ୍ କରିବା ସପକ୍ଷରେ କଂଗ୍ରେସ ନଥିବା ଜଣାପଡ଼ିଛି। ଏଥିପାଇଁ ଆସନ୍ତା ସପ୍ତାହରେ ଓଡ଼ିଶା ପିସିସି ପ୍ରଭାରୀ ତଥା ସାଂସଦ ଏ ଚେଲାକୁମାର ଓଡ଼ିଶା ଗସ୍ତରେ ଆସି ଦଳର ବିଧାୟକ ଓ ବରିଷ୍ଠ ନେତାମାନଙ୍କ ସହ ବିଚାରବିମର୍ଶ କରିବେ ବୋଲି ସୂଚନା ମିଳିଛି । ଓଡ଼ିଶା ପିସିସି ପ୍ରଭାରୀ ଏ ଚେଲାକୁମାର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ପଦବୀରୁ ଇସ୍ତଫା ଦେଇସାରିଛନ୍ତି […]

Niranjan Patnaik

Niranjan Patnaik

Ordigital Desk
  • Published: Friday, 15 April 2022
  • Updated: 15 April 2022, 10:36 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ପୁଣିଥରେ ରିପିଟ୍ କରିବା ସପକ୍ଷରେ କଂଗ୍ରେସ ନଥିବା ଜଣାପଡ଼ିଛି। ଏଥିପାଇଁ ଆସନ୍ତା ସପ୍ତାହରେ ଓଡ଼ିଶା ପିସିସି ପ୍ରଭାରୀ ତଥା ସାଂସଦ ଏ ଚେଲାକୁମାର ଓଡ଼ିଶା ଗସ୍ତରେ ଆସି ଦଳର ବିଧାୟକ ଓ ବରିଷ୍ଠ ନେତାମାନଙ୍କ ସହ ବିଚାରବିମର୍ଶ କରିବେ ବୋଲି ସୂଚନା ମିଳିଛି ।

ଓଡ଼ିଶା ପିସିସି ପ୍ରଭାରୀ ଏ ଚେଲାକୁମାର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ପଦବୀରୁ ଇସ୍ତଫା ଦେଇସାରିଛନ୍ତି । ଆସନ୍ତା ସପ୍ତାହରେ ସେ ନିଜେ ଓଡ଼ିଶା ଆସି ଦଳର ବିଧାୟକ ଓ ନେତାମାନଙ୍କ ସହ କଥା ହେବେ । ସମସ୍ତ ବିଧାୟକଙ୍କ ସହ ସିଧାସଳଖ ଆଲୋଚନା କରିବେ । ସମସ୍ତଙ୍କ ମେରିଟ୍ ଓ ଡିମେରିଟ୍ ଦେଖାଯିବ । ଯିଏ ଗ୍ରହଣୀୟ ହେବେ ସେ ଅନୁସାରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ । ୨୦୧୯ ସାଧାରଣ ନିର୍ବାଚନ ପରେ ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ପଦ ଛାଡ଼ିବାକୁ ଚାହିଁଥିଲେ, କିନ୍ତୁ ପଂଚାୟତ ଓ ପୌର ନିର୍ବାଚନ ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ତାଙ୍କୁ କୁହାଯାଇଥିଲା । ତେବେ ପିସିସି ସଭାପତି ପରିବର୍ତ୍ତନ ପାଇଁ ବିଧାୟକମାନେ ଦିଲ୍ଲୀ ଆସିବା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ପିସିସି ସଭାପତି ନିରଞ୍ଜନ ଗତକାଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ପ୍ରତି ଦୁଇତିନି ବର୍ଷରେ କଂଗ୍ରେସରେ ପିସିସି ନେତୃତ୍ୱ ପରିବର୍ତ୍ତନ ହୋଇଥାଏ । ଏଆଇସିସି ଯେତେ ଶୀଘ୍ର ଏହି ପ୍ରସଙ୍ଗରେ ନିଷ୍ପତ୍ତି ନେବେ ଦଳ ପାଇଁ ସେତେ ଭଲ ହେବ । ପିସିସି ସଭାପତି ଦାୟିତ୍ୱ କାହାକୁ ଦିଆଯିବ ସେ ନିଷ୍ପତ୍ତି ଏଆଇସିସି ନେବ । ଯେତେଶୀଘ୍ର ନିଷ୍ପତ୍ତି ହେବ, ତାହା ରାଜ୍ୟରେ ଦଳ ପାଇଁ ଭଲ ବୋଲି ନିରଞ୍ଜନ କହିଥିଲେ ।

ସୂଚନାଯୋଗ୍ୟ, ପିସିସି ସଭାପତି ପରିବର୍ତ୍ତନ ନେଇ କଂଗ୍ରେସରେ ଦିନକୁ ଦିନ କନ୍ଦଳ ବଢ଼ିବାରେ ଲାଗିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story