ଥମୁନି ଫଟୋ ରାଜନୀତି; ଅଶୋକ ପଣ୍ଡାଙ୍କୁ ଜବାବ ଦେଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରୁ ରାଉରକେଲାକୁ ଉଡିଲା ବିମାନ। ହେଲେ ଏହାକୁ ନେଇ ଆରମ୍ଭ ହୋଇଥିବା ରାଜନୀତି ଥମିବାର ନାଁ ଧରୁନାହିଁ। ଲୋକାର୍ପଣ ଉତ୍ସବରେ ଲାଗିଥିବା ବ୍ୟାନର ଓ ଖବର କାଗଜରେ ଦିଆଯାଇଥିବା ପୃଷ୍ଟା ପୃଷ୍ଟା ବିଜ୍ଞାପନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ନଥିବାରୁ କ୍ଷୋଭ ପ୍ରକାଶ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଉ ରାଜ୍ୟ ସରକାରଙ୍କୁ କରିଥିଲେ ଟାର୍ଗେଟ୍‌। ଶନିବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଥିବା ମନ୍ତବ୍ୟ ଉପରେ ଆଜି ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟର […]

Ashok-Panda-And-Dharmendra-Pradhan

Ashok-Panda-And-Dharmendra-Pradhan

Manoranjan Sial
  • Published: Sunday, 08 January 2023
  • Updated: 08 January 2023, 04:40 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରୁ ରାଉରକେଲାକୁ ଉଡିଲା ବିମାନ। ହେଲେ ଏହାକୁ ନେଇ ଆରମ୍ଭ ହୋଇଥିବା ରାଜନୀତି ଥମିବାର ନାଁ ଧରୁନାହିଁ। ଲୋକାର୍ପଣ ଉତ୍ସବରେ ଲାଗିଥିବା ବ୍ୟାନର ଓ ଖବର କାଗଜରେ ଦିଆଯାଇଥିବା ପୃଷ୍ଟା ପୃଷ୍ଟା ବିଜ୍ଞାପନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ନଥିବାରୁ କ୍ଷୋଭ ପ୍ରକାଶ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଉ ରାଜ୍ୟ ସରକାରଙ୍କୁ କରିଥିଲେ ଟାର୍ଗେଟ୍‌। ଶନିବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଥିବା ମନ୍ତବ୍ୟ ଉପରେ ଆଜି ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟର ମନ୍ତ୍ରୀ ଅଶୋକ ପଣ୍ଡା। ସେ କହିଛନ୍ତି, ଆଜି ଖବର କାଗଜରେ ବାହାରିଥିବା ବିଜ୍ଞାପନରେ କେବଳ ପ୍ରଧାନମନ୍ତ୍ରୀଙ୍କ ଫଟୋ ଥିବା ବେଳେ କାହିଁକି ମୁଖ୍ୟମନ୍ତ୍ରୀଙ୍କ ଫଟୋ ଦିଆଯାଇ ନାହିଁ?

ତେବେ ଏହି ପ୍ରସଙ୍ଗରେ ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ ଉତ୍ତର ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି, ବିମାନର ପଇସା ଦେଲେ କେନ୍ଦ୍ର ସରକାର। ଏୟାରପୋର୍ଟ ଅଥୋରିଟିରୁ ବିମାନ ଗଲା। ସେଲ୍‌ ବିମାନ ଆଡ୍ଡାରେ ବିମାନ ଓହ୍ଲାଇଲା। ଉଡ଼ାଣ ଯୋଜାନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଆ ଲୋକଙ୍କ ପାଇଁ ବିମାନ ସେବା ଯୋଗାଇ ଦେଲେ। ତେବେ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିବାରୁ ମୁଁ ଧନ୍ୟବାଦ ଦେବି ବୋଲି କହିଛନ୍ତି ଧର୍ମେନ୍ଦ୍ର। ମାଛ ତେଲରେ ମାଛ ଭାଜିବାରେ ଏ ସରକାର ପାରଙ୍ଗମ ବୋଲି ସେ କଟାକ୍ଷ କରିଛନ୍ତି।

ସୂଚନାରୁ ପ୍ରକାଶ, ବିମାନ ସେବା ଶୁଭାରମ୍ଭ ପୂର୍ବରୁ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଭିନ୍ନ ଖବରକାଗଜକୁ ଦିଆଯାଇଥିଲା ଫୁଲ୍‌ ପେଜର ବିଜ୍ଞାନ। ସେଥିରେ କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଥିଲା। ଏଥିସହ ଲୋକାର୍ପଣ ଉତ୍ସବରେ ଲାଗିଥିବା ବ୍ୟାନରରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଫଟୋ ନଥିଲା। କେବଳ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିଲା। ଯାହାକୁ ନେଇ କ୍ଷୁବ୍ଧ ହୋଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story