ବିଜେଡି ନେତା ଖାଇଗଲେ ମନ୍ଦିର ଟଙ୍କା!

ଜଳେଶ୍ୱର(ଅଜିତ ଦାସ): ମନ୍ଦିର ମଣ୍ଡପ ନିର୍ମାଣ ପାଇଁ ଆସିଥିଲା ଟଙ୍କା। କାମ ନକରି ସେହି ଟଙ୍କା ଉଠାଇ ଖାଇଗଲେ ବିଜେଡି ନେତା! ଏପରି ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଅଞ୍ଚଳରୁ। ଏନେଇ ଅଭିଯୋଗ ହେବା ପରେ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। ବାଲିଆପାଳ ବ୍ଲକ୍‌ ବିଷ୍ଣୁପୁର ଗାଁରେ ଅବସ୍ଥାପିତ ସୁରବଲ୍ଲଭି ଶୀତଳା ମଣ୍ଡପର ନିର୍ମାଣ କରିବା ପାଇଁ ବିଧାୟକ ହାତ ପାଣ୍ଠିରୁ ୨୦୨୦ ମସିହାରେ ୨ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ଏହାର […]

BJD

BJD

Manoranjan Sial
  • Published: Sunday, 10 April 2022
  • Updated: 10 April 2022, 06:33 PM IST

Sports

Latest News

ଜଳେଶ୍ୱର(ଅଜିତ ଦାସ): ମନ୍ଦିର ମଣ୍ଡପ ନିର୍ମାଣ ପାଇଁ ଆସିଥିଲା ଟଙ୍କା। କାମ ନକରି ସେହି ଟଙ୍କା ଉଠାଇ ଖାଇଗଲେ ବିଜେଡି ନେତା! ଏପରି ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଅଞ୍ଚଳରୁ। ଏନେଇ ଅଭିଯୋଗ ହେବା ପରେ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି।

ବାଲିଆପାଳ ବ୍ଲକ୍‌ ବିଷ୍ଣୁପୁର ଗାଁରେ ଅବସ୍ଥାପିତ ସୁରବଲ୍ଲଭି ଶୀତଳା ମଣ୍ଡପର ନିର୍ମାଣ କରିବା ପାଇଁ ବିଧାୟକ ହାତ ପାଣ୍ଠିରୁ ୨୦୨୦ ମସିହାରେ ୨ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ଏହାର ନିର୍ମାଣ ଦାୟିତ୍ୱ ନେଇଥିଲେ ପଞ୍ଚାୟତ ବିଜେଡି ସଭାପତି ସରୋଜ ଦାସ। ସେ ୨୦୨୦ ମସିହା ଅଗଷ୍ଟ ୫ ତାରିଖରେ ବ୍ଲକରୁ କାର୍ଯ୍ୟାଦେଶ ପାଇଥିଲେ। ହେଲେ ମଣ୍ଡପ ନିର୍ମାଣ କରିବାକୁ ଭୁଲି ଗଲେ। ଦୀର୍ଘ ଦିନ ଧରି ମଣ୍ଡପ ନିର୍ମାଣ ହେଉନଥିବାରୁ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।

ତେବେ ପଞ୍ଚାୟତ ନିର୍ବାଚନ ସରିବା ପରେ ବିଜେଡିର ଅନ୍ୟ ଏକ ଗୋଷ୍ଠୀ ବିଧାୟକଙ୍କ ପାଖରେ ଫେରାଦ ହୋଇଥିଲେ। ବିଧାୟକ ନିତ୍ୟାନନ୍ଦ ସାହୁ ସବୁ କଥା ଶୁଣିବା ପରେ ପୀତାମ୍ୱର ପ୍ରଧାନଙ୍କ ନାଁରେ ନୂଆ କାର୍ଯ୍ୟାଦେଶ ଦେବାକୁ ବିଡିଓଙ୍କୁ ପତ୍ର ଲେଖିଥିଲେ। ଗାଁ ଲୋକେ ବିଧାୟକଙ୍କ ହାତ ଲେଖା ଚିଠି ଧରି ବିଡିଓ ଦୀପକ କୁମାର ଦାସଙ୍କ ପାଖରେ ପହଞ୍ଚିଥିଲେ।

ତେବେ ସରକାର ନଥୀ ଖୋଲିଲା ବେଳକୁ ଶୀତଳା ମଣ୍ଡପ ନିର୍ମାଣ କରିବା ପାଇଁ ବିଜେଡି ପଞ୍ଚାୟତ ସଭାପତି ସରୋଜ ଦାସ ୨୦୨୧ ଆର୍ଥିକ ବର୍ଷରେ ରନିଂ ବିଲ୍‌ କରି ୫୦ ହଜାର ଟଙ୍କା ଉଠାଇ ନେଇଥିବା ଜଣାପଡ଼ିଥିଲା। ଏକଥା ଜଣାପଡ଼ିବା ପରେ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଜଣେ ବ୍ୟକ୍ତି କୌଣସି କାମ ନକରି କିପରି ଟଙ୍କା ଉଠିନେଲା ପ୍ରଶ୍ନ କରିଛନ୍ତି। ଏହାର ଉତ୍ତର ଦେବାକୁ ଯାଇ ବିଡିଓ ମହାଶୟ ଚିରାଚରିତ ଢ଼ଙ୍ଗରେ କହିଥିଲେ, ଘଟଣାର ତଦନ୍ତ କରିବି।

ସେପଟେ ସରୋଜ ଦାସଙ୍କୁ ପଚାରିବାରୁ ସେ କହିଛନ୍ତି, କାର୍ଯ୍ୟ ଆରମ୍ଭ କରିବାକୁ ରନିଂ ବିଲ୍‌ କରି ବାଲି ଓ ଚିପ୍ସ ବାବଦକୁ ୪୯ ହଜାର ଟଙ୍କା ଉଠାଇଛି। ମାତ୍ର କାମ ଆରମ୍ଭ ହୋଇ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story