ସମସ୍ତଙ୍କୁ କେବେସୁଦ୍ଧା ପକ୍କାଘର ମିଳିବ, ଘୋଷଣା କରନ୍ତୁ ରାଜ୍ୟ ସରକାର: ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ସମସ୍ତଙ୍କୁ ପକ୍କାଘର’ ସ୍ୱପ୍ନକୁ ଧୂଳିସାତ୍ କରିବା ପାଇଁ ରାଜ୍ୟ ସରକାର ବିଧିବଦ୍ଧ ଷଡ଼ଯନ୍ତ୍ର ଚଳାଇଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ଏହାସହିତ କେବେ ସୁଦ୍ଧା ପୂର୍ଣ୍ଣାଙ୍ଗ, ପ୍ରକୃତ ଓ ନିରପେକ୍ଷ ହିତାଧିକାରୀ ତାଲିକା ପ୍ରସ୍ତୁତ ହୋଇପାରିବ ତଥା ଗରିବ ହିତାଧିକାରୀଙ୍କୁ କେବେସୁଦ୍ଧା ପକ୍କାଘର ଆବଣ୍ଟନ ହେବ, ତା’ର ସମୟସୀମା ରାଜ୍ୟ ସରକାର ଘୋଷଣା କରନ୍ତୁ ବୋଲି ବିଜେପି ଦାବି କରିଛି । ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ […]

Pruthiraj Harichandan

Pruthiraj Harichandan

Ordigital Desk
  • Published: Friday, 08 April 2022
  • Updated: 08 April 2022, 06:30 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ସମସ୍ତଙ୍କୁ ପକ୍କାଘର’ ସ୍ୱପ୍ନକୁ ଧୂଳିସାତ୍ କରିବା ପାଇଁ ରାଜ୍ୟ ସରକାର ବିଧିବଦ୍ଧ ଷଡ଼ଯନ୍ତ୍ର ଚଳାଇଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ଏହାସହିତ କେବେ ସୁଦ୍ଧା ପୂର୍ଣ୍ଣାଙ୍ଗ, ପ୍ରକୃତ ଓ ନିରପେକ୍ଷ ହିତାଧିକାରୀ ତାଲିକା ପ୍ରସ୍ତୁତ ହୋଇପାରିବ ତଥା ଗରିବ ହିତାଧିକାରୀଙ୍କୁ କେବେସୁଦ୍ଧା ପକ୍କାଘର ଆବଣ୍ଟନ ହେବ, ତା’ର ସମୟସୀମା ରାଜ୍ୟ ସରକାର ଘୋଷଣା କରନ୍ତୁ ବୋଲି ବିଜେପି ଦାବି କରିଛି ।

ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତାକୁ ନେଇ ରାଜ୍ୟ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି । ଆବାସ ଯୋଜନାରୁ ବାଦ୍ ପଡ଼ିଥିବା ଗରିବ ବାସହୀନଙ୍କ ଦରଖାସ୍ତ ଯାଞ୍ଚ କରାଯାଇ କେବେ ସୁଦ୍ଧା ସେମାନଙ୍କୁ ତାଲିକାଭୁକ୍ତ କରାଯିବ ବୋଲି ସେ ପ୍ରଶ୍ନ କରିବା ସହ ରାଜ୍ୟ ସରକାର କେବଳ ଚୋରି, ଭ୍ରଷ୍ଟାଚାର, ପକ୍ଷପାତିତା, ଅସହିଷ୍ଣୁ ମନୋଭାବ ପ୍ରଦର୍ଶନ କରି ଆସୁଛନ୍ତି ବୋଲି କହିଛନ୍ତି । ରାଜ୍ୟର ସାଧାରଣ ଗରିବ ବାସହୀନ ଲୋକଙ୍କ ସ୍ୱାର୍ଥକୁ କୌଣସି ପ୍ରକାରରେ ହତ୍ୟା କରିବାକୁ ଦିଆଯିବ ନାହିଁ । ଆବାସ ବଂଟନ ଦୁର୍ନୀତି ଓ ଭ୍ରଷ୍ଟାଚାରରେ ସମ୍ପୃକ୍ତ ଥିବା ଅଧିକାରୀମାନଙ୍କ ବିରୋଧରେ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରଶ୍ନ କରିଛନ୍ତି।

ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ସମାଜରେ ବାସ କରୁଥିବା ଗରୀବ ଶ୍ରେଣୀର ଲୋକମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିବା ଲକ୍ଷ୍ୟ ରଖି ସେମାନଙ୍କୁ ପ୍ରଥମେ ବାସଗୃହ ଯୋଗାଇଦେବା ଉଦ୍ଦେଶ୍ୟରେ କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାର ‘ପ୍ରଧାନମନ୍ତ୍ରୀ ଅବାସ ଯୋଜନା’ର ଶୁଭାରମ୍ଭ କରିଥିଲେ। ଜନଭାଗିତା କାରଣରୁ ଆଜି ସୁଦ୍ଧା ୩ କୋଟିରୁ ଉର୍ଦ୍ଧ୍ୱ ବାସଗୃହ ନିର୍ମାଣ ସମ୍ଭବ ହୋଇଛି । ଦେଶର ଗ୍ରାମାଂଚଳରେ ବାସହୀନଙ୍କ ପାଇଁ ୨.୫୨ କୋଟି ବାସଗୃହ ଏବଂ ସହରାଂଚଳରେ ୫୮ ଲକ୍ଷ ବାସଗୃହ ନିର୍ମାଣ ଶେଷ ହୋଇଛି ଏବଂ ଏଥିପାଇଁ ମୋଦି ସରକାର ୩.୧୩ ଲକ୍ଷ କୋଟି ଟଙ୍କା ପ୍ରଦାନ କରିଛନ୍ତିି । ଓଡ଼ିଶାରେ ମଧ୍ୟ ଉଭୟ ଗ୍ରାମାଂଚଳ ଓ ସହରାଂଚଳରେ ବର୍ତ୍ତମାନ ସୁଦ୍ଧା ୧୬.୮୫ ଲକ୍ଷ ବାସଗୃହ ନିର୍ମାଣ ଶେଷ ହୋଇଛି । ରାଜ୍ୟର ଜଣେ ହେଲେ ଯେପରି ବାସହୀନ ରହିବେ ନାହିଁ, ସେଥିପାଇଁ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ ଥିବାବେଳେ ରାଜ୍ୟ ସରକାରଙ୍କ ଆନ୍ତରିକତାର ଅଭାବ ପରିଲକ୍ଷିତ ହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତିି ।

ସେ କହିଛନ୍ତି ଯେ, ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ପାଇଁ ବିଜେପି ବାରମ୍ବାର ଆନ୍ଦୋଳନ କରିଛି । ଏବେସୁଦ୍ଧା ପୂର୍ଣ୍ଣାଙ୍ଗ, ପ୍ରକୃତ ଓ ନିରପେକ୍ଷ ତାଲିକା ପ୍ରସ୍ତୁତ ହୋଇନାହିଁ । ତାଲିକାରେ ସାମିଲ ବାସହୀନଙ୍କୁ ବାସଗୃହ ନ ଯୋଗାଇ ଶାସକ ବିଜେଡିର ମୁଷ୍ଟିମେୟ ନେତା ଓ ମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ଏହି ଯୋଜନାର ଅର୍ଥକୁ ବ୍ୟାପକ ମାତ୍ରାରେ ହରିଲୁଟ୍ କରୁଛନ୍ତି । ଯୋଗ୍ୟ ଗରୀବ ହିତାଧିକାରିଙ୍କୁ ବାସଗୃହ ନଦେଇ ଦଳୀୟ ଆଧାରରେ ଶାସକ ବିଜେଡି ବାସଗୃହ ବଣ୍ଟନ କରୁଛି । ରାଜ୍ୟର ୫ଟି ଜିଲ୍ଲାର ୯ଟି ବ୍ଲକର ସର୍ଭେରୁ ୧ଲକ୍ଷରୁ ଉର୍ଦ୍ଧ୍ୱ ଘର ବଣ୍ଟନରେ ଅନିୟମିତତା କରି ପାଖାପାଖି ୧୦୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଦୁର୍ନୀତି ହୋଇଥିବାର ଜଣାପଡ଼ିଛି । ପ୍ରକୃତ ଗରୀବ ହିତାଧିକାରୀ ଯେପରି ବାସଗୃହଟିଏ ପାଇବାରୁ ଯେପରି ବଂଚିତ ନହେବ, ସେଥିପାଇଁ କେନ୍ଦ୍ର ସରକାର ମୋଟ ୬ ଥର ଆବାସ ୱେବପୋର୍ଟାଲ ଖୋଲିଥିଲେ ସୁଦ୍ଧା ରାଜ୍ୟ ସରକାର ହିତାଧିକାରୀ ତାଲିକା ପ୍ରଦାନ କରିବାରେ ବିଫଳ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବରଗଡ଼, ବଲାଙ୍ଗୀର, ବୌଦ୍ଧ, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ରାୟଗଡା, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାକୁ ଗୋଟିଏ ହେଲେ ବାସଗୃହ ଆବଣ୍ଟନ କରାନଯିବା ରାଜ୍ୟ ସରକାରଙ୍କ ରାଜନୈତିକ ଅସହିଷ୍ଣୁ ମନୋଭାବକୁ ସ୍ପଷ୍ଟ କରିଛି ।

ନିଜ ମୁଣ୍ଡରୁ ଦୋଷ ଖସାଇବା ପାଇଁ ରାଜ୍ୟ ସରକାର ସବୁବେଳେ କେନ୍ଦ୍ରକୁ ଦୋଷ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତିି । ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ଦିଲୀପ ମଲ୍ଲିକ ଉପସ୍ଥିତ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story