ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠାରେ ବିଳମ୍ୱ, ମୁହାଁମୁହିଁ ହେଲେ କେନ୍ଦ୍ର ଓ କେଜ୍ରିଓ୍ୱାଲ ସରକାର

ନୂଆଦିଲ୍ଲୀ: ହସ୍ପିଟାଲରେ ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ ନେଇ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ଦିଲ୍ଲୀ ଓ କେନ୍ଦ୍ର ସରକାର। ପ୍ଲାଣ୍ଟ ସ୍ଥାପନ କରିବାରେ ଦିଲ୍ଲୀ ସରକାର ବିଳମ୍ୱ କରିଥିବା ନେଇ କେନ୍ଦ୍ର କହିବା ପରେ ଦିଲ୍ଲୀର ଆପ୍ ସରକାର କେନ୍ଦ୍ରକୁ ସମସ୍ତ ହିସାବ ଦେଇଛି। ଆଉ ବିଳମ୍ୱ ପଛର ଅସଲ କଥା କହିଛି। ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା କରିବାରେ ଦିଲ୍ଲୀ ସରକାର ବିଫଳ ହୋଇଛି। ପ୍ରସ୍ତାବିତ ପ୍ରେସର ସୁଇଙ୍ଗ୍ ଆଡସର୍ପସନ୍ (PSA) ଅକ୍ସିଜେନ ଉତ୍ପାଦନ ପ୍ଲାଣ୍ଟ ପ୍ରତିଷ୍ଠା […]

modi-kejriwal

modi-kejriwal

Subhransu Sekhar
  • Published: Monday, 26 April 2021
  • Updated: 26 April 2021, 12:52 PM IST

Sports

Latest News

ନୂଆଦିଲ୍ଲୀ: ହସ୍ପିଟାଲରେ ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ ନେଇ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ଦିଲ୍ଲୀ ଓ କେନ୍ଦ୍ର ସରକାର। ପ୍ଲାଣ୍ଟ ସ୍ଥାପନ କରିବାରେ ଦିଲ୍ଲୀ ସରକାର ବିଳମ୍ୱ କରିଥିବା ନେଇ କେନ୍ଦ୍ର କହିବା ପରେ ଦିଲ୍ଲୀର ଆପ୍ ସରକାର କେନ୍ଦ୍ରକୁ ସମସ୍ତ ହିସାବ ଦେଇଛି। ଆଉ ବିଳମ୍ୱ ପଛର ଅସଲ କଥା କହିଛି। ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା କରିବାରେ ଦିଲ୍ଲୀ ସରକାର ବିଫଳ ହୋଇଛି। ପ୍ରସ୍ତାବିତ ପ୍ରେସର ସୁଇଙ୍ଗ୍ ଆଡସର୍ପସନ୍ (PSA) ଅକ୍ସିଜେନ ଉତ୍ପାଦନ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଦିଲ୍ଲୀ ସରକାର ସାଇଟ୍ ପ୍ରସ୍ତୁତ କରିବାରେ ବିଫଳ ହୋଇଛି ବୋଲି କେନ୍ଦ୍ର କହିଛି।

ଏହାପରେ କେନ୍ଦ୍ରର ମୋଦି ସରକାରଙ୍କୁ ଘେରିଛି ଦିଲ୍ଲୀର କେଜ୍ରିଓ୍ୱାଲ ସରକାର। ଆପ୍ ସରକାର ସ୍ପଷ୍ଟ କରିଛନ୍ତି ଯେ ରାଜଧାନୀର ସରକାରୀ ହସ୍ପିଟାଲରେ ୮ଟି ପ୍ଲାଣ୍ଟ ମଧ୍ୟରୁ ୭ଟି ପ୍ରତିଷ୍ଠା ହେବାକୁ ଥିବାବେଳେ ବାକି ଗୁଡିକ ସଫଦରଜଙ୍ଗର ଏକ ସରକାରୀ ହସ୍ପିଟାଲରେ ପ୍ରତିଷ୍ଠା ହେବ। ଆପ୍ କହିଛି ଯେ କେନ୍ଦ୍ର ସରକାରଙ୍କ ସହ ଅନେକ ଥର ଆଲୋଚନା କରିବା ପରେ ମାର୍ଚ୍ଚ ଆରମ୍ଭରେ ୫ଟି ହସ୍ପିଟାଲରେ ଅକ୍ସିଜେନ ପ୍ଲାଣ୍ଟ ତିଆରି ହୋଇଛି।

ସାଇଟ୍ ସାର୍ଟିଫିକେଟ୍ ପ୍ରଦାନ ନକରିବାରୁ ଅକ୍ସିଜେନ ପ୍ଲାଣ୍ଟ ତିଆରିରେ ବିଳମ୍ବ ହୋଇଛି ବୋଲି  କେନ୍ଦ୍ର ଯେଉଁ ଅଭିଯୋଗ ଆଣୁଛି ତାହା ଭିତ୍ତିହୀନ ବୋଲି ଶାସକ ଦଳ କହିଛି। କେନ୍ଦ୍ର ସରକାର ଏଭଳି କହି ବାହାନା କରୁଛନ୍ତି ବୋଲି ଦିଲ୍ଲୀ ସରକାର କହିଛନ୍ତି।

https://twitter.com/ANI/status/1386401087301640197?s=20

କେଜ୍ରିୱାଲ ସରକାର କରିଛି ଯେ ପ୍ଲାଣ୍ଟ ସ୍ଥାପନ ପାଇଁ ୩-୪ ଦିନ ସମୟ ଲାଗିବ। ହେଲେ ଯିଏ ଏହି ପ୍ଲାଣ୍ଟ ପାଇଁ ଆବଶ୍ୟକ ଉପକରଣ ବିକ୍ରି କରିବେ ସେ ସେତେଟା ସହଯୋଗ କରିନଥିଲେ। ତେଣୁ କେନ୍ଦ୍ର ସହିତ ବାରମ୍ୱାର ଏ ପ୍ରସଙ୍ଗରେ ଆଲୋଚନା କରିବାପରେ ଏପର୍ଯ୍ୟନ୍ତ ୫ଟି ପ୍ଲାଣ୍ଟରୁ ଗୋଟିଏ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇଛି। ବାକି ପ୍ଲାଣ୍ଟ ଏପ୍ରିଲ ୩୦ ସୁଦ୍ଧା କାର୍ଯ୍ୟକ୍ଷମ ହେବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଦିଲ୍ଲୀରେ କୋଭିଡ ସଂକ୍ରମଣକୁ ଦେଖି ଅକ୍ସିଜେନର ଚାହିଦା ବଢ଼ିଛି। ବିଭିନ୍ନ ସମୟରେ କେନ୍ଦ୍ର ଆଗରେ ଅକ୍ସିଜେନ ପାଇଁ ଦାବି କରଛି ଆପ୍ ସରକାର। ଏହାପରେ କେନ୍ଦ୍ର ସରକାର ଓ ବିଭିନ୍ନ ରାଜ୍ୟ ଦିଲ୍ଲୀକୁ ସହଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story