୫ଟି ଟିପ୍ସ ଦେଲେ ନବୀନ, କହିଲେ- ମା’ ମାନେ ଚାହିଁଲେ ବିଜେଡି ୧୦୦ ବର୍ଷ ଶାସନ କରିବ

ପୁରୀ (ଓଡ଼ିଶା ରିପୋର୍ଟର):ବିଜେଡି ଫୋକସରେ ମହିଳା ଭୋଟର୍। ୨୬ତମ ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଭିଭାଷଣରେ ଏନେଇ ସ୍ପଷ୍ଟ ସୂଚନା ମିଳିଛି। ନିଜର ଅଭିଭାଷଣରେ ନବୀନ କହିଛନ୍ତି, ମହିଳାଙ୍କ ଉନ୍ନତି ଓ ମହିଳାଙ୍କୁ ସଶକ୍ତ କରିବା ସହ ସେମାନଙ୍କ ପାଇଁ ବିଜେଡି ୨୫ ବର୍ଷ କ୍ଷମତାରେ ରହିଲାଣି। ଯଦି ମହିଳା ମାନଙ୍କ ଆସ୍ଥା ମିଳେ ତା’ହେଲେ ୨୫ କ’ଣ, ୫୦ କ’ଣ ୧୦୦ ବର୍ଷ ଯାଏଁ କ୍ଷମତାରେ ରହିବ ବିଜେଡି। […]

CMO

CMO

Tapaswini Nayak
  • Published: Monday, 26 December 2022
  • Updated: 26 December 2022, 06:00 PM IST

Sports

Latest News

ପୁରୀ (ଓଡ଼ିଶା ରିପୋର୍ଟର):ବିଜେଡି ଫୋକସରେ ମହିଳା ଭୋଟର୍। ୨୬ତମ ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଭିଭାଷଣରେ ଏନେଇ ସ୍ପଷ୍ଟ ସୂଚନା ମିଳିଛି। ନିଜର ଅଭିଭାଷଣରେ ନବୀନ କହିଛନ୍ତି, ମହିଳାଙ୍କ ଉନ୍ନତି ଓ ମହିଳାଙ୍କୁ ସଶକ୍ତ କରିବା ସହ ସେମାନଙ୍କ ପାଇଁ ବିଜେଡି ୨୫ ବର୍ଷ କ୍ଷମତାରେ ରହିଲାଣି। ଯଦି ମହିଳା ମାନଙ୍କ ଆସ୍ଥା ମିଳେ ତା’ହେଲେ ୨୫ କ’ଣ, ୫୦ କ’ଣ ୧୦୦ ବର୍ଷ ଯାଏଁ କ୍ଷମତାରେ ରହିବ ବିଜେଡି।

ପ୍ରତିଷ୍ଠା ଦିବସରେ ସଭା ମଞ୍ଚରେ ବସି ନବୀନ ଦଳୀୟ ନେତା ଓ କର୍ମୀଙ୍କୁ ଭିଡିଓ ବାର୍ତ୍ତା ଯୋଗେ ୫ଟି ଟିପ୍ସ ଦେଇଛନ୍ତି। ସେ କହିଛନ୍ତି, ଆଞ୍ଚଳିକ ଦଳ ହିସାବରେ ରାଜ୍ୟର ଲୋକଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେବା ଓ ସେମାନଙ୍କ ସେବା କରିବା। ବିଜୁ ବାବୁଙ୍କ ଆଦର୍ଶକୁ ଘରେ ଘରେ ପହଞ୍ଚାଇବା। SHG ଏବେ ଗଣ ଆନ୍ଦୋଳନରେ ପରିଣିତ ହୋଇଛି। ତେଣୁ ମାଆଙ୍କୁ ଗୁରୁତ୍ୱ ଦେବା। ସବୁ ବର୍ଗର ଲୋକଙ୍କୁ ସମାନ ଭାବେ ନେଇ ବିକାଶ କରିବା। ଏହାସହ କେନ୍ଦ୍ରୀୟ ଦଳ ଅପେକ୍ଷା ବିଜେଡି ରାଜ୍ୟର ବିକାଶକୁ ଆଗକୁ ନେଇଛି। ଏହାକୁ ଲୋକଙ୍କ ପାଖରେ ପହଞ୍ଚାଇବା ବୋଲି ନବୀନ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି  କହିଛନ୍ତି, ଆଜି ବିଜେଡି ଓଡ଼ିଶାବାସୀଙ୍କ ସେବାରେ ୨୫ବର୍ଷ ପୂରଣ କରିଛି। ଓଡ଼ିଶାର ସାଢ଼େ ୪କୋଟି ଜନତା ସେମାନଙ୍କ ସେବା କରିବା ପାଇଁ ୨୫ବର୍ଷ ସୁଯୋଗ ଦେଇଥିବାରୁ ମୁଁ ଋଣି। ବିଜେଡି ଲୋକଙ୍କ ବିଶ୍ୱାସକୁ ଭିତ୍ତି କରି ବହୁବର୍ଷ ହେଲା  ଶାସନ କରି ଚାଲିଛି। ଏକ ରାଜନୈତିକ ଦଳ ରାଜ୍ୟବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କାମ କରେ। ବିଜେଡି ମଧ୍ୟ ଏହି ଏଜେଣ୍ଡାରୁ କେବେ ହଟି ନାହିଁ। ଓଡ଼ିଶାର ଭଷା, ଓଡ଼ିଶାର ଉନ୍ନତି, ଓଡ଼ିଶାର ଗୌରବ, ଓଡ଼ିଶା ସଂସ୍କୃତି ପାଇଁ ବିଜେଡିର କାମ କରି ଆସିଛି।  ବିଜୁବାବୁଙ୍କ ରକ୍ତ ବୁନ୍ଦାରେ ଓଡ଼ିଶା ଉନ୍ନତି ଭରି ରହିଥିଲା। ସେ ମହା ଜନନାୟକ। ସେ ଯେଉଁ ରାସ୍ତା ଦେଖାଇଛନ୍ତି, ସେହି ରାସ୍ତାରେ ମୁଁ କାମ କରୁଛି, ଆଗକୁ ମଧ୍ୟ କାମ କରିବି।

ନବୀନ କହିଛନ୍ତି, ଯେବେଠୁ ମା’ମାନେ ଆର୍ଶୀବାଦ ଦେଇ ଆସିଛନ୍ତି, ଆମେ ସେବେଠାରୁ ମା’ ମାନଙ୍କ ସଶକ୍ତିକରଣକୁ ଗୁରୁତ୍ୱ ଦେଇ ଆସିଛୁ। ମା’ମାନଙ୍କ ଉନ୍ନତି ଓଡ଼ିଶାକୁ ଆଗକୁ ନେଇ ପାରିବ ବୋଲି ମୋର ବିଶ୍ୱାସ। ସେଥିପାଇଁ ମିଶନ ଶକ୍ତି ଗଣ ଦୌଡ଼ରେ ସାମିଲ ହୋଇପାରିଛି। ମା’ମାନେ ସଶକ୍ତ ହେଲେ ପରିବାର ସଶକ୍ତ ହେବ। ମା’ମାନେ ସଶକ୍ତ ହେଲେ ରାଜ୍ୟ  ଓ ଦେଶ ସଶକ୍ତ ହେବ। ସମସ୍ତଙ୍କର ଉନ୍ନତି ହେଲେ ଓଡ଼ିଶା ଉନ୍ନତି ହେବ।

ମାଲକାନଗିରିରୁ ମୟୂରଭଞ୍ଜ ଓ  ବରଗଡ଼ରୁ ପୁରୀ ପର୍ଯ୍ୟନ୍ତ ସବୁ ଲୋକଙ୍କର ଉନ୍ନତି ପାଇଁ ବିଜେଡି କାର୍ଯ୍ୟ କରି ଆସିଛନ୍ତି।  ବନ୍ୟା ଓ ବାତ୍ୟାର  ମୁକାବିଲା କରି  ଓଡ଼ିଶା ପୃଥିବୀରେ ସୁନାମ ଅର୍ଜନ କରିଛି।  ଆମ ପାଇଁ ପ୍ରତ୍ୟେକ ଜୀବନ ମୂଲ୍ୟମାନ। କୋଭିଡ ସମୟରେ ସବୁଜିନିଷ ମାଗଣାରେ ଦିଆଗଲା। ବାହାର ରାଜ୍ୟକୁ ଆମ ଓଡ଼ିଶାରୁ ଅକ୍ସିଜନ ମଧ୍ୟ ଦିଆଗଲା ବୋଲି ନବୀନ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story