ପଂଚାୟତ ନିର୍ବାଚନରେ ଜିତିଛନ୍ତି ୫୬ରୁ ୭୦% ମହିଳା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାକୁ ଏକ ସଶକ୍ତ ରାଜ୍ୟ ଭାବେ ଗଢ଼ିବା ଦିଗରେ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି । ରାଜ୍ୟ ସରକାରଙ୍କ କ୍ରମାଗତ ପ୍ରୟାସ ଓ ପଦକ୍ଷେପ ଯୋଗୁ ନିକଟରେ ଶେଷ ହୋଇଥିବା ପଂଚାୟତ ନିର୍ବାଚନରେ ରାଜ୍ୟର ୫୬ରୁ ୭୦% ଆସନରେ ମହିଳାଙ୍କ ପ୍ରତିନିଧିତ୍ୱ ଦେଖିବାକୁ ମିଳିଛି । ଆଜି ବିଧାନସଭାରେ ଉପସ୍ଥାପିତ ଅର୍ଥନୀତିକ ସର୍ଭେ ରିପୋର୍ଟ ଅନୁସାରେ, ସଦ୍ୟ ସମାପ୍ତ ହୋଇଥିବା ପଂଚାୟତ ନିର୍ବାଚନ ରାଜ୍ୟର ନାରୀ ସଶକ୍ତିକରଣର ଏକ ଉଜ୍ଜ୍ୱଳ ନମୂନା । ମହିଳାଙ୍କ […]

Vote

Vote

Ordigital Desk
  • Published: Tuesday, 29 March 2022
  • Updated: 29 March 2022, 09:21 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାକୁ ଏକ ସଶକ୍ତ ରାଜ୍ୟ ଭାବେ ଗଢ଼ିବା ଦିଗରେ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି । ରାଜ୍ୟ ସରକାରଙ୍କ କ୍ରମାଗତ ପ୍ରୟାସ ଓ ପଦକ୍ଷେପ ଯୋଗୁ ନିକଟରେ ଶେଷ ହୋଇଥିବା ପଂଚାୟତ ନିର୍ବାଚନରେ ରାଜ୍ୟର ୫୬ରୁ ୭୦% ଆସନରେ ମହିଳାଙ୍କ ପ୍ରତିନିଧିତ୍ୱ ଦେଖିବାକୁ ମିଳିଛି ।

ଆଜି ବିଧାନସଭାରେ ଉପସ୍ଥାପିତ ଅର୍ଥନୀତିକ ସର୍ଭେ ରିପୋର୍ଟ ଅନୁସାରେ, ସଦ୍ୟ ସମାପ୍ତ ହୋଇଥିବା ପଂଚାୟତ ନିର୍ବାଚନ ରାଜ୍ୟର ନାରୀ ସଶକ୍ତିକରଣର ଏକ ଉଜ୍ଜ୍ୱଳ ନମୂନା । ମହିଳାଙ୍କ ନିମନ୍ତେ ୱାର୍ଡଠୁ ଆରମ୍ଭ କରି ଜିଲ୍ଲା ପରିଷଦ ପର୍ଯ୍ୟନ୍ତ ୫୦% ଆସନ ସଂରକ୍ଷିତ ରହୁଛି । ଯାହାଫଳରେ ୫୬ ପ୍ରତିଶତ ମହିଳା ସରପଂଚ, ୫୭ ପ୍ରତିଶତ ପଂଚାୟତ ସମିତି ସଭ୍ୟା, ୬୬ ପ୍ରତିଶତ ପଂଚାୟତ ସମିତି ଅଧ୍ୟକ୍ଷା, ୫୫ ପ୍ରତିଶତ ଜିଲ୍ଲା ପରିଷଦ ସଭ୍ୟା ଓ ୭୦ ପ୍ରତିଶତ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି । ତ୍ରିସ୍ତରୀୟ ପଂଚାୟତିରାଜ ବ୍ୟବସ୍ଥାରେ ଅଧିକ ସଂଖ୍ୟକ ମହିଳାଙ୍କ ପ୍ରତିନିଧିତ୍ୱ ରାଜ୍ୟରେ ପ୍ରଭାବୀ ସ୍ୱାୟତ୍ତ ଶାସନ ଦିଗରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି ।

ଚଳିତ ପଂଚାୟତ ନିର୍ବାଚନରେ ୩୦ଟି ଜିଲ୍ଲାରେ ୩୧୪ ପଂଚାୟତ ସମିତି, ୬୭୯୩ ପଂଚାୟତରେ ନିର୍ବାଚନ ହୋଇଥିଲା । ସେହିପରି ମିଶନ ଶକ୍ତି ଦ୍ୱାରା ରାଜ୍ୟର ୭୦ଲକ୍ଷ ମହିଳାଙ୍କୁ ୬.୦୨ଲକ୍ଷ ସ୍ୱୟଂ ସହାୟଗ ଗୋଷ୍ଠୀ ଦ୍ୱାରା ରୋଜଗାରକ୍ଷମ କରାଯାଇ ପାରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story