ଏଭଳି ପୋଷ୍ଟର ପଛରେ ଅସଲ ଉଦ୍ଦେଶ୍ୟ କ’ଣ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଲିଟିକ୍ସରେ ପାଦ ଥାପିଲେ କି ପାଣ୍ଡିଆନ୍‌ ? ବିଜେଡିରେ ମିଶିଲେ କି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ?  ଯଦି ମିଶିଛନ୍ତି ଚାକିରିରୁ ଅବସର ନେଇଛନ୍ତି କି ଏହି ପାୱାରଫୁଲ ବ୍ୟୁରୋକ୍ରାଟ୍‌ ? ଯଦି ଦଳରେ ଯୋଗ ଦେଇଛନ୍ତି ତେବେ ସେ କେବେ ଚାକିରିରୁ ବିଧିବଦ୍ଧ ଭାବେ ଇସ୍ତଫା ଦେଲେ ? କିଛି ପୋଷ୍ଟରକୁ ନେଇ ଏଭଳି ଅନେକ ପ୍ରଶ୍ନ ରାଜନୀତିକ ମହଲରେ ଗୁଂଜରଣ ତୋଳିଛି। କାରଣ ହଠାତ୍‌ କୌଣସି କିଛି ଖବର ନଥାଇ ସୋସାଲ […]

yb-90

yb-90

Tapas Behera
  • Published: Wednesday, 03 February 2021
  • Updated: 03 February 2021, 04:52 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଲିଟିକ୍ସରେ ପାଦ ଥାପିଲେ କି ପାଣ୍ଡିଆନ୍‌ ? ବିଜେଡିରେ ମିଶିଲେ କି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ?  ଯଦି ମିଶିଛନ୍ତି ଚାକିରିରୁ ଅବସର ନେଇଛନ୍ତି କି ଏହି ପାୱାରଫୁଲ ବ୍ୟୁରୋକ୍ରାଟ୍‌ ? ଯଦି ଦଳରେ ଯୋଗ ଦେଇଛନ୍ତି ତେବେ ସେ କେବେ ଚାକିରିରୁ ବିଧିବଦ୍ଧ ଭାବେ ଇସ୍ତଫା ଦେଲେ ? କିଛି ପୋଷ୍ଟରକୁ ନେଇ ଏଭଳି ଅନେକ ପ୍ରଶ୍ନ ରାଜନୀତିକ ମହଲରେ ଗୁଂଜରଣ ତୋଳିଛି। କାରଣ ହଠାତ୍‌ କୌଣସି କିଛି ଖବର ନଥାଇ ସୋସାଲ ମିଡିଆରେ ଘୂରି ବୁଲୁଛି ଦଳୀୟ ଡିଜିଟାଲ ପୋଷ୍ଟରରେ ପାଣ୍ଡିଆନ୍‌ଙ୍କ ଫଟୋ। ଖୋଦ୍‌ ଶାସକ ଦଳର ବିଧାୟକଙ୍କ ଫଟୋ ଥିବା ଏପରି ପୋଷ୍ଟରରେ ପାଣ୍ଡିଆନଙ୍କ ଫଟୋ ଲାଗିଛି। ଯାହାକୁ ନେଇ ହଟଚମଟ ସୃଷ୍ଟି ହୋଇଛି। ସୋସାଲ ମିଡିଆରେ ବି ଚର୍ଚ୍ଚା ସରଗରମ।
https://twitter.com/DrLekhaShree/status/1356864505360261120?s=20

ପାଟଣାଗଡ଼ର ବିଜେଡି ବିଧାୟକ ସରୋଜ ମେହେରଙ୍କ ଫଟୋ ଏବଂ ନାମ ଥାଇ ଏମିତି କିଛି ପୋଷ୍ଟର ଏବେ ସୋସାଲ ମିଡିଆରେ ଘୂରି ବୁଲୁଛି। ଯେଉଁ ପୋଷ୍ଟରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫-ଟି ସଚିବ ଭିକେ ପାଣ୍ଡିଆନ୍‌ଙ୍କ ଫଟୋ ଅଛି। ସେଥିରେ ଉଲ୍ଲେଖ ଅଛି ଯେ, “ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗାମୀ ଦିନରେ ପବିତ୍ର ତୀର୍ଥସ୍ଥଳୀ ହରିଶଙ୍କରର ଉନ୍ନତି  କରାଇବେ ବୋଲି ମୋର ଆଶା ଓ ବିଶ୍ୱାସ ରହିଛି।”

କୃତଜ୍ଞତା ଜଣାଇବା ଉଦ୍ଦେଶ୍ୟରେ ଏମିତି ପୋଷ୍ଟର ତିଆରି କରାଯାଇଥିବା ଚର୍ଚ୍ଚା ହେଉଥିବା ବେଳେ ଏହା କୌଣସି ଫେକ୍‌ କାରନାମା କି ନୁହେଁ ତାହା ମଧ୍ୟ ସ୍ପଷ୍ଟ ହୋଇ ନାହିଁ। ସେହିପରି ପୋଷ୍ଟର ବାବଦରେ ବିଧାୟକଙ୍କ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ରଖାଯାଇ ନଥିବା ବେଳେ ଆଇଏଏସ ପାଣ୍ଡିଆନ୍‌ ମଧ୍ୟ କୌଣସି ମତ ରଖି ନାହାନ୍ତି। ଫେସ୍‌ବୁକ୍‌ରେ ଦୁର୍ଯ୍ୟୋଧନ କୁମ୍ଭାର ଓ ପିତ ଗଡ଼ତିଆ ପ୍ରମୁଖ କେତେକ ବ୍ୟକ୍ତି ଏହାକୁ ପୋଷ୍ଟ କରିଥିବା ବେଳେ ବିଧାୟକଙ୍କୁ ଟ୍ୟାଗ୍‌ କରିଛନ୍ତି। ଏହା ପଛରେ ସେମାନଙ୍କର ଭଲ ଉଦ୍ଦେଶ୍ୟ ରହିଛି କି ମନ୍ଦ ତାହା ତଦନ୍ତ ସାପେକ୍ଷ।

ଏହି ପୋଷ୍ଟରକୁ ସୋସାଲ ମିଡିଆ ଫେସ୍‌ବୁକ୍‌ ଟ୍ୱିଟରରେ  ଶେୟାର କରିଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ଲେଖାଶ୍ରୀ ସାମନ୍ତ ସିଂହାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story