କ୍ଷମତା ପାଇଁ ବିଜେଡି ଅନ୍ଧ, ମୁଖ୍ୟମନ୍ତ୍ରୀ କଥାରେ ଅହିଂସା, କାମରେ ହିଂସା: ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶାସକ ବିଜେଡି କ୍ଷମତା ପାଇଁ ଅନ୍ଧ ହୋଇଯାଇଛି। ଆଉ ମୁଖ୍ୟମନ୍ତ୍ରୀ କଥାରେ ଅହିଂସା ଓ କାମରେ ହିଂସାକୁ ପ୍ରାଥମିକତା ଦେଉଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ଶାସକ ବିଜେଡିର ହାତବାରିସି ସାଜି ଦଳୀୟ ଭିତ୍ତିରେ ରାଜ୍ୟ ନିର୍ବାଚନ କମିଶନ ଓ ମୁଷ୍ଟିମେୟ ପୁଲିସ ପ୍ରଶାସକ କାର୍ଯ୍ୟ କରି ଗଣତନ୍ତ୍ରକୁ ହତ୍ୟା କରିଛନ୍ତି ବୋଲି ବିଜେପି କହିଛି। ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଯେ, […]

samir-mohanty

samir-mohanty

Ordigital Desk
  • Published: Friday, 25 March 2022
  • Updated: 25 March 2022, 08:35 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶାସକ ବିଜେଡି କ୍ଷମତା ପାଇଁ ଅନ୍ଧ ହୋଇଯାଇଛି। ଆଉ ମୁଖ୍ୟମନ୍ତ୍ରୀ କଥାରେ ଅହିଂସା ଓ କାମରେ ହିଂସାକୁ ପ୍ରାଥମିକତା ଦେଉଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ଶାସକ ବିଜେଡିର ହାତବାରିସି ସାଜି ଦଳୀୟ ଭିତ୍ତିରେ ରାଜ୍ୟ ନିର୍ବାଚନ କମିଶନ ଓ ମୁଷ୍ଟିମେୟ ପୁଲିସ ପ୍ରଶାସକ କାର୍ଯ୍ୟ କରି ଗଣତନ୍ତ୍ରକୁ ହତ୍ୟା କରିଛନ୍ତି ବୋଲି ବିଜେପି କହିଛି।

ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଯେ, ଶାସକ ବିଜେଡିର ନୀତି ହେଉଛି ଯାହାବି ହେଉ କ୍ଷମତା ରହୁ। ଏହି ନୀତି ଯୋଗୁ ଓଡ଼ିଶାରେ ଏବେ ପଶ୍ଚିମବଙ୍ଗ ଭଳି ସ୍ଥିତି ଉପୁଜିଛି। ନିର୍ବାଚନ ସମୟରେ ରାଜ୍ୟର ଦକ୍ଷିଣରୁ ଉତ୍ତର, ପୂର୍ବରୁ ପଶ୍ଚିମ ଏବଂ ମଧ୍ୟ ଓଡ଼ିଶାର ବିଭିନ୍ନ ଅଂଚଳରେ ଶାସକ ବିଜେଡିର ଦୌରାତ୍ମ୍ୟ, ହିଂସାକାଣ୍ଡ, ବିରୋଧୀ ବିଜେପି ପ୍ରାର୍ଥୀଙ୍କୁ ଧମକଚମକ ଓ ମରଣାନ୍ତକ ଆକ୍ରମଣ ଘଟଣା ଯୋଗୁ ଶାନ୍ତିପ୍ରିୟ ଓଡ଼ିଶାକୁ ଅଶାନ୍ତରେ ପରିଣତ କରିଥିବା ପୁଲିସ ଓ ପ୍ରଶାସନର ବିଶ୍ୱସନୀୟତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ମୁଖ୍ୟମନ୍ତ୍ରୀଙ୍କଜିଲ୍ଲା ଗଂଜାମର ହିଂଜିଳିକାଟୁର ନରେନ୍ଦ୍ରପୁର ଗ୍ରାମରେ ଗୋଟିଏ ପରିବାରର ୪ଜଣଙ୍କୁ ନିର୍ମମ ହତ୍ୟା କରାଗଲ।। ନିଜ ନିର୍ବାଚନମଣ୍ଡଳୀରେ ଏଭଳି ଗଣହତ୍ୟାକୁ ନେଇ ମୁଖ୍ୟମନ୍ତ୍ରୀ ମୁହଁ ଖୋଲୁନାହାନ୍ତି। ପୌର ନିର୍ବାଚନରେ ରାଜ୍ୟରେ ବ୍ୟାପକ ହିଂସା ହୋଇଛି। ରାଜ୍ୟରେ ରାଜନୀତିକ ହିଂସା ଚରମ ସୀମାରେ ପହଂଚିଲାଣି । ଗତକାଲି ୧୩ଟି ୱାର୍ଡରେ ବିଜେପିର ଏଜେଂଟଙ୍କୁ ଜବରଦସ୍ତି ହଟାଇ ଦିଆଗଲା। ପୁଲିସ ଉପସ୍ଥିତିରେ ବିଜେପି କର୍ମକର୍ତ୍ତାଙ୍କ ଗାଡ଼ି ପୋଡ଼ାଯାଉଛି। ବୁଥରେ ସଂଖ୍ୟାଲଘୁ ସମୁଦାୟର ବ୍ୟକ୍ତିଙ୍କୁ ବୀଭତ୍ସ ଆକ୍ରମଣ କରାଗଲା। ଉପାନ୍ତଠୁ ରାଜଧାନୀ ସବୁଠି ବିଜେଡି କଳୁଷିତ କାର୍ଯ୍ୟ କରୁଛି । ଥାନାରେ ଚୁକ୍ତିଭିତ୍ତିକ ପୁଲିସ ଏସଆଇ ବିଜେଡିକୁ ସମର୍ଥନ କରୁଛନ୍ତି ।ବିଜେଡିର ଗୁଣ୍ଡାଗର୍ଦ୍ଦି ଏଭଳି ଯେ ଦଳୀୟ ବିଧାୟକ ଗାଡ଼ି ଚଢ଼ାଇ ୨୭ଜଣଙ୍କୁ ଗୁରୁତର କଲେ। ମାନସ ହତ୍ୟା ମାଲାରେ ପୁଲିସ ଶର୍ମିଷ୍ଠାଙ୍କୁ ଖସିବାକୁ ସୁଯୋଗ ଦେଲା । ଉପାନ୍ତ ଅଂଚଳରେ ଥାନାଗୁଡ଼ିକ ବିଜେଡିର ଅଫିସ ପାଲଟିଛି । ଯାଜପୁରରେ ସାମ୍ବାଦିକଙ୍କୁ ବର୍ବରଚିତ ଭାବେ ଆକ୍ରମଣ କରାଗଲା। ସମ୍ବେଦନଶୀଳ ବୁଥ ତାଲିକା ଦିଆଗଲେ ବି ନିର୍ବାଚନ କମିଶନ କାର୍ଯ୍ୟାନୁଷ୍ଠାନ ନେଲେନି।

ଯିଏ ଅପରାଧ ଭିଆଉଛି, ତା’ବିରୁଦ୍ଧରେ କୈାଣସି କାର୍ଯ୍ୟାନୁଷ୍ଠାନ ନାହିଁ । ବିଜେପିର ବାରମ୍ବାର ଅଭିଯୋଗ ସତ୍ତ୍ୱେ ରାଜ୍ୟ ନିର୍ବାଚନ କମିଶନ କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ କଲେ ନାହିଁ। ଏହା ଗଣତନ୍ତ୍ର ପ୍ରତି ଶୁଭଙ୍କର ନୁହେଁ । ହିଂସା ଯଦି ଶାସକ ଦଳର ପ୍ରୋତ୍ସାହନରେ ହୁଏ, ତେବେ ତାକୁ ନିୟନ୍ତ୍ରଣ କରିବ କିଏ ? ରାଜ୍ୟରେ ବୃଦ୍ଧି ପାଇ ଚାଲିଥିବା ହିଂସା କାର୍ଯ୍ୟକଳାପ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିହାତି ଜରୁରୀ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ଭୃଗୁ ବକ୍ସିପାତ୍ର, ବିରଂଚି ନାରାୟଣ ତ୍ରିପାଠୀ ଓ ରମାରଞ୍ଜନ ବଳିଆରସିଂ,ଦିଲୀପ ମଲ୍ଲିକ, ମନୋରଞ୍ଜନ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story