କଂଗ୍ରେସ କରିବ ତୁଳସୀ ଯାତ୍ରା

ରାଜ୍ୟ କଂଗ୍ରେସ ପକ୍ଷରୁ କରାଯିବ ତୁଳସୀ ଯାତ୍ରା। ରତ୍ନଭଣ୍ଡାର ଗଣତି, ମଣତି, ମରାମତି, ଚାରିଦ୍ୱାର ଖୋଲା ଦାବିରେ ଯାତ୍ରା।

Manoj Swain
  • Published: Friday, 10 November 2023
  • Updated: 10 November 2023, 06:23 PM IST

Sports

Latest News

ସଂକୀର୍ତ୍ତନ ଶୋଭାଯାତ୍ରା ପରେ ରାଜ୍ୟ କଂଗ୍ରେସ ପକ୍ଷରୁ କରାଯିବ ତୁଳସୀ ଯାତ୍ରା। ରତ୍ନଭଣ୍ଡାର ଗଣତି, ମଣତି, ମରାମତି ଏବଂ ଚାରିଦ୍ୱାର ଖୋଲା ଦାବିରେ ତୁଳସୀ ଯାତ୍ରା କରାଯିବ। ନଭେମ୍ବର ଶେଷ ସୁଦ୍ଧା ସବୁ ଗାଁ ଓ ପଞ୍ଚାୟତରୁ ସଂଗ୍ରହ ହେବ ତୁଳସୀ। ସବୁ ଅଞ୍ଚଳରୁ ତୁଳସୀ ସଂଗ୍ରହ କରି କଂଗ୍ରେସ ଭବନକୁ ଅଣାଯିବ। ପରେ ଭୁବନେଶ୍ୱର କଂଗ୍ରେସ ଭବନରୁ ତୁଳସୀ ନେଇ ପୁରୀ ଯିବେ କର୍ମୀ। ଏହି ଅଭିନବ ପ୍ରତିବାଦକୁ ନେଇ ପିସିସି ସଭାପତି ଶରତ ପଟ୍ଟନାୟକ ସୂଚନା ଦେଇଛନ୍ତି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos