‘ଚାଷୀଙ୍କ ଆୟରେ ଓଡ଼ିଶା ବହୁ ପଛରେ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାର ୧୭ଟି କୃଷିଜାତ ଦ୍ରବ୍ୟର ଦର ବଢାଇଛନ୍ତି। ଏପରି ନିଷ୍ପତ୍ତିରେ ରାଜ୍ୟ ଓ କେନ୍ଦ୍ରର ଚାଷୀ ଖୁସି ଅଛନ୍ତି। କେନ୍ଦ୍ର ସରକାରଙ୍କ ଏହି ଐତିହାସିକ ନିଷ୍ପତ୍ତି ପାଇଁ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଓଡ଼ିଶାର ଚାଷୀଙ୍କ ତରଫରୁ ଧନ୍ୟବାଦ ଜଣାଉଛି ବିଜେପି ନେତା ପ୍ରଦୀପ ପୁରୋହିତ। ତେବେ ବିଜେଡି କାହିଁକି MSP ବୃଦ୍ଧିରେ ଖୁସି ହେଉନି ଜଣାପଡୁନି ବୋଲି ସେ ପ୍ରଶ୍ନ କରିଛନ୍ତି। ଶ୍ରୀ ପୁରୋହିତଙ୍କ କହିବା ଅନୁସାରେ ୨୩ […]

pradeep-purohit

pradeep-purohit

Manoranjan Sial
  • Published: Thursday, 09 June 2022
  • Updated: 09 June 2022, 05:54 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାର ୧୭ଟି କୃଷିଜାତ ଦ୍ରବ୍ୟର ଦର ବଢାଇଛନ୍ତି। ଏପରି ନିଷ୍ପତ୍ତିରେ ରାଜ୍ୟ ଓ କେନ୍ଦ୍ରର ଚାଷୀ ଖୁସି ଅଛନ୍ତି। କେନ୍ଦ୍ର ସରକାରଙ୍କ ଏହି ଐତିହାସିକ ନିଷ୍ପତ୍ତି ପାଇଁ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଓଡ଼ିଶାର ଚାଷୀଙ୍କ ତରଫରୁ ଧନ୍ୟବାଦ ଜଣାଉଛି ବିଜେପି ନେତା ପ୍ରଦୀପ ପୁରୋହିତ। ତେବେ ବିଜେଡି କାହିଁକି MSP ବୃଦ୍ଧିରେ ଖୁସି ହେଉନି ଜଣାପଡୁନି ବୋଲି ସେ ପ୍ରଶ୍ନ କରିଛନ୍ତି।

ଶ୍ରୀ ପୁରୋହିତଙ୍କ କହିବା ଅନୁସାରେ ୨୩ ବର୍ଷ ଶାସନ କାଳ ଭିତରେ ଚାଷୀଙ୍କ ଆୟ ବଢ଼ାଇ ପାରିଲାନି ବିଜେଡି। ଚାଷୀଙ୍କ ଆୟରେ ଓଡ଼ିଶା ଦେଶରେ ବହୁ ପଛରେ। ଚାଷୀଙ୍କୁ ୧୦୦ ଟଙ୍କାର ବୋନସ୍‌ ଦେବାକୁ ମୁଖ୍ୟମନ୍ତ୍ରୀ ସୋହେଲା ଚାଷୀ ସମାବେଶରେ ଘୋଷଣା କରିଥିଲେ। କୁଆଡେ ଗଲା ସେ ବୋନସ୍‌ ସେ ପ୍ରଶ୍ନ କରିଛନ୍ତି।

ଶ୍ରୀ ପୁରୋହିତ ଆହୁରି କହିଛନ୍ତି, କେନ୍ଦ୍ର ସରକାର ଧାନର ସହାୟକ ମୂଲ୍ୟ ୧୦୦ ଟଙ୍କା ବଢ଼ାଇ ୨୦୪୦ ଟଙ୍କା କରିଛନ୍ତି। ମଣ୍ଡିରେ କିଭଳି ଅବ୍ୟବସ୍ଥା ଚାଲିଛି, ତାହା ରାଜ୍ୟର ଚାଷୀ ଜାଣନ୍ତି। ଏବେ ରାଜ୍ୟ ସରକାର ଉତ୍ତରଦାୟିତ୍ୱ ନିଅନ୍ତୁ, ବିନା ବାଟ ମାରଣାରେ ଚାଷୀଙ୍କ ପାଖକୁ ଯେଭଳି ଏହି ସହାୟକ ମୂଲ୍ୟ ଠିକ ଭାବରେ ପହଞ୍ଚିବ ବୋଲି ଶ୍ରୀ ପୁରୋହିତ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story