ପୁଲିସ କମିଶନରଙ୍କୁ ଇଙ୍ଗିତ କରି ବର୍ଷିଲେ ବିରୋଧୀ ଦଳ ନେତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଦେଇଥିବା ମନ୍ତବ୍ୟକୁ ଇଙ୍ଗିତ କରି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଆଜି ଅଫିସରଙ୍କୁ ସେମାନଙ୍କର ଲକ୍ଷଣରେଖା ସମ୍ପର୍କରେ ସଚେତନ କରାଇଛନ୍ତି । ଏପରିକି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ତାରତମ୍ୟ ଯେଭଳି ଭବିଷ୍ୟତରେ ନକରିବେ ସେନେଇ ରୁଲିଂ ଦେବାକୁ ବାଚସ୍ପତିଙ୍କ ନିକଟରେ ଦାବି କରିଥିଲେ। ଆଜି ବିଧାନସଭାରେ ଶୂନ୍ୟକାଳରେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ପୁଲିସ […]

pradipta-1-1

pradipta-1-1

Ordigital Desk
  • Published: Wednesday, 24 February 2021
  • Updated: 24 February 2021, 08:25 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଦେଇଥିବା ମନ୍ତବ୍ୟକୁ ଇଙ୍ଗିତ କରି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଆଜି ଅଫିସରଙ୍କୁ ସେମାନଙ୍କର ଲକ୍ଷଣରେଖା ସମ୍ପର୍କରେ ସଚେତନ କରାଇଛନ୍ତି । ଏପରିକି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ତାରତମ୍ୟ ଯେଭଳି ଭବିଷ୍ୟତରେ ନକରିବେ ସେନେଇ ରୁଲିଂ ଦେବାକୁ ବାଚସ୍ପତିଙ୍କ ନିକଟରେ ଦାବି କରିଥିଲେ।
ଆଜି ବିଧାନସଭାରେ ଶୂନ୍ୟକାଳରେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ପୁଲିସ କମିଶନରଙ୍କ ନାଁ ନନେଇ ତାଙ୍କୁ ଇଙ୍ଗିତ କରି ତାଙ୍କର ମନ୍ତବ୍ୟକୁ ନିନ୍ଦା କରିଥିଲେ। ଶ୍ରୀ ନାଏକ କହିଥିଲେ ଯେ, ଅଫିସର କହୁଛନ୍ତି ସିବିଆଇ ପାରିଲା ନାହିଁ, ଆମେ ପାରିଲୁ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏମିତି ତାରତମ୍ୟ ରଖିବା ଠିକ୍ ନୁହେଁ। କୌଣସି ସରକାରୀ ଅଫିସର ନିଜର ବାହାଦୂରୀ ମାରି କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ତାରତମ୍ୟ କରିବା ଅନୁଚିତ୍। ଯଦି ବାହାଦୂରୀ ନେବାର ଥିଲା ରାଜ୍ୟ ସରକାରଙ୍କ ପ୍ରତିନିଧି କହିଥିଲେ ଭଲ ହୋଇଥାନ୍ତା।  ଚାକିରି ସର୍ତ୍ତାବଳୀରେ ଅଫିସରମାନଙ୍କ ଆଚରଣ କିଭଳି ହେବା ଉଚିତ୍ ତାହା ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି। ତଥାପି ଅଫିସରମାନେ ଏଭଳି ମନ୍ତବ୍ୟ ଦେଉଛନ୍ତି। ଏହାକୁ ଆମେ ନିନ୍ଦା କରୁଛୁ ଓ ତୁରନ୍ତ ଏନେଇ ସମ୍ପୃକ୍ତ ଅଫିସର କ୍ଷମା ମାଗନ୍ତୁ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ,  ଅଞ୍ଜନା ମିଶ୍ର ଗଣଦୁଷ୍କର୍ମର ମୁଖ୍ୟ ଅଭିଯୁକ୍ତ ଗିରଫ ହେବା ପରେ ପୁଲିସ କମିଶନର ଶ୍ରୀ ଷଡ଼ଙ୍ଗୀ କହିଥିଲେ ଯେ, ସିବିଆଇ ଯାହା ପାରିଲା ନାହିଁ ତାକୁ କମିଶନରେଟ ପୁଲିସ କରି ଦେଖାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story