ତାରାଙ୍କ ନାସ୍ତିବାଣୀ- ମୁଁ ହେବିନି ପିସିସି କାର୍ଯ୍ୟକାରୀ ସଭାପତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିସିସି ସଭାପତି ପରିବର୍ତ୍ତନ ସୁନିଶ୍ଚିତ। ନିରଞ୍ଜନ ପଟ୍ଟନାୟକ ଆଉ ସଭାପତି ହେବାକୁ ଇଚ୍ଛୁକ ନୁହନ୍ତି। ତେଣୁ ବିଧାୟକଙ୍କ ଭିତରୁ ଜଣଙ୍କୁ କାହାକୁ ସଭାପତି କରିବାକୁ ଆମେ ଦାବି କରୁଛୁ। ନଚେତ ଅସନ୍ତୋଷ ପ୍ରକାଶ କରିବୁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି। ତାରା ବାହିନୀପତିଙ୍କ ଏହି ମନ୍ତବ୍ୟକୁ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା, ଅଧିରାଜ ପାଣିଗ୍ରାହୀ ସମର୍ଥନ କରିଥିଲେ ବି ଏଆଇସିସି ପ୍ରେସିଡେଣ୍ଟ ଯାହା ନିଷ୍ପତ୍ତି ନେବେ ତାକୁ ଗ୍ରହଣ […]

tara bahinipati

tara bahinipati

Niharika Rout
  • Published: Tuesday, 19 April 2022
  • Updated: 19 April 2022, 01:17 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିସିସି ସଭାପତି ପରିବର୍ତ୍ତନ ସୁନିଶ୍ଚିତ। ନିରଞ୍ଜନ ପଟ୍ଟନାୟକ ଆଉ ସଭାପତି ହେବାକୁ ଇଚ୍ଛୁକ ନୁହନ୍ତି। ତେଣୁ ବିଧାୟକଙ୍କ ଭିତରୁ ଜଣଙ୍କୁ କାହାକୁ ସଭାପତି କରିବାକୁ ଆମେ ଦାବି କରୁଛୁ। ନଚେତ ଅସନ୍ତୋଷ ପ୍ରକାଶ କରିବୁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି। ତାରା ବାହିନୀପତିଙ୍କ ଏହି ମନ୍ତବ୍ୟକୁ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା, ଅଧିରାଜ ପାଣିଗ୍ରାହୀ ସମର୍ଥନ କରିଥିଲେ ବି ଏଆଇସିସି ପ୍ରେସିଡେଣ୍ଟ ଯାହା ନିଷ୍ପତ୍ତି ନେବେ ତାକୁ ଗ୍ରହଣ କରିବେ ବୋଲି କହିଛନ୍ତି।

ଏନେଇ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଧାୟକ ବାହିନୀପତି କହିଛନ୍ତି, କଂଗ୍ରେସର ୯ ବିଧାୟକଙ୍କ ମଧ୍ୟରୁ ଜଣଙ୍କୁ କଂଗ୍ରେସର ମଙ୍ଗ ଧରାଯାଉ। ତାଙ୍କ ନେତୃତ୍ୱରେ ୨୦୨୪ ନିର୍ବାଚନ ବୈତରଣୀ ପାର ହେବ ଦଳ। ଜଣେ ବିଧାୟକ ପିସିସି ସଭାପତି ହେଲେ ତାଙ୍କ ସହ ୯ ବିଧାୟକ ବିଭିନ୍ନ ଅଞ୍ଚଳ ବୁଲିବେ। ଫଳରେ ଦଳ ଦମ୍‌ ଦେଖେଇ ପାରିବ ବୋଲି କହିଛନ୍ତି ତାରା ପ୍ରସାଦ । ହେଲେ କାର୍ଯ୍ୟକାରୀ ସଭାପତି ପଦ ମିଳିଲେ ସେ ଗ୍ରହଣ କରିବେ ନାହିଁ ବୋଲି ରୋକଠୋକ ଶୁଣାଇ ଦେଇଛନ୍ତି । ବିଧାୟକଙ୍କ ସହ ଆଲୋଚନା କରି କ’ଣ କରାଯିବ ସେ ନିଷ୍ପତ୍ତି ନେବୁ ବୋଲି କହିଛନ୍ତି ବାହିନୀପତି।

ଦଳର ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବ, ଆମେ ତାକୁ ଗ୍ରହଣ କରିବୁ। ସେ ପୂର୍ବତନ ସଭାପତି କି ବିଧାୟକ ବି ହୋଇପାରନ୍ତି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା। ଏନେଇ ସେ କହିଛନ୍ତି, କେବଳ ପିସିସି ନୁହେଁ କଂଗ୍ରେସ ବିଧାୟକ ଦଳ ନେତା ବି ବଦଳିବାର ଆବଶ୍ୟକତା ରହିଛି।

ତାରାଙ୍କ ସହ ସ୍ୱର ମିଶାଇଛନ୍ତି କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ।  ଜଣେ ବିଧାୟକ ପିସିସି ସଭାପତି ହେଲେ ଭଲ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ। ମାତ୍ର ଯଦି ବିଧାୟକଙ୍କ ସ୍ଥାନରେ ହାଇକମାଣ୍ଡ ଆଉ କାହାକୁ ସଭାପତି କରିବାକୁ ନିଷ୍ପତ୍ତି ନିଅନ୍ତି, ତାଙ୍କୁ ବି ସମର୍ଥନ କରିବୁ ବୋଲି କହିଛନ୍ତି ଅଧିରାଜ।

ଓଡିଶା, ୟୁପି ଓ ଛତିଶଗଡ଼ରେ କଂଗ୍ରେସ ଏକାକୀ ଲଢୁ ବୋଲି କିଛି ଦିନ ପୂର୍ବେ ପ୍ରଶାନ୍ତ କିଶୋର ଏଆଇସିସି ସଭାପତିଙ୍କୁ ପରାମର୍ଶ ଦେଇଥିବା ବେଳେ ଏହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଏହି ସବୁ ରାଜ୍ୟରେ କଂଗ୍ରେସର ନିଜସ୍ୱ ଭୋଟ ଅଛି, ତେଣୁ ଏହାଦ୍ୱାରା କଂଗ୍ରେସ ସଫଳତାର ସ୍ୱାଦ ଚାଖିପାରିବ ବୋଲି କହିଛନ୍ତି ପ୍ରଶାନ୍ତ କିଶୋର। ତେବେ ଶେଷରେ ଏହି ପ୍ରସଙ୍ଗରେ କିପରି ଯବନିକା ପଡ଼ୁଛି, କାହାକୁ ଏଆଇସିସି ପ୍ରେସିଡେଣ୍ଟ ନୂତନ ପିସିସି ସଭାପତି ଭାବେ ଚୟନ କରୁଛନ୍ତି ତାହା ଆଗାମୀ ଦିନରେ ହିଁ ଜଣାପଡ଼ିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story