ନିର୍ବାଚନ ପ୍ରଚାର: ବିଜେଡି ମନ୍ତ୍ରୀ ଓ ବିଧାୟକ ଉପରେ ବଢ଼ୁଛି ଲୋକଙ୍କ ଆକ୍ରୋଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଂଚାୟତ ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଜୋରଦାର ଜାରି ରହିଥିବାବେଳେ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ବିଜେଡି ମନ୍ତ୍ରୀ ଓ ବିଧାୟକମାନଙ୍କୁ ଲୋକଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ୁଥିବା ଜଣାପଡ଼ିଛି । ଦୀର୍ଘ ୨୨ବର୍ଷ ଧରି କ୍ଷମତାରେ ଥିବା ସତ୍ତ୍ୱେ ଅନେକ ଅଂଚଳରେ ସାଧାରଣ ମୌଳିକ ସୁବିଧାସୁଯୋଗ ଉପଲବ୍ଧ ହୋଇନଥିବାର ଅଭିଯୋଗ କରି ଲୋକେ ଏବେ ଶାସକ ଦଳର ନେତା-ମନ୍ତ୍ରୀଙ୍କୁ ପ୍ରଶ୍ନବାଣରେ ଘାଇଲା ହେବାକୁ ପଡ଼ିଛି । ତେବେ ଲୋକଙ୍କ ସମସ୍ୟା ଓ ସେମାନଙ୍କର ଆକ୍ରୋଶକୁ […]

vote

vote

Ordigital Desk
  • Published: Thursday, 10 February 2022
  • Updated: 10 February 2022, 10:35 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଂଚାୟତ ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଜୋରଦାର ଜାରି ରହିଥିବାବେଳେ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ବିଜେଡି ମନ୍ତ୍ରୀ ଓ ବିଧାୟକମାନଙ୍କୁ ଲୋକଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ୁଥିବା ଜଣାପଡ଼ିଛି । ଦୀର୍ଘ ୨୨ବର୍ଷ ଧରି କ୍ଷମତାରେ ଥିବା ସତ୍ତ୍ୱେ ଅନେକ ଅଂଚଳରେ ସାଧାରଣ ମୌଳିକ ସୁବିଧାସୁଯୋଗ ଉପଲବ୍ଧ ହୋଇନଥିବାର ଅଭିଯୋଗ କରି ଲୋକେ ଏବେ ଶାସକ ଦଳର ନେତା-ମନ୍ତ୍ରୀଙ୍କୁ ପ୍ରଶ୍ନବାଣରେ ଘାଇଲା ହେବାକୁ ପଡ଼ିଛି । ତେବେ ଲୋକଙ୍କ ସମସ୍ୟା ଓ ସେମାନଙ୍କର ଆକ୍ରୋଶକୁ ନମ୍ରତାର ସହ ସ୍ୱୀକାର କରି ସମାଧାନ କରିବା ପରିବର୍ତ୍ତେ ନୀତି ଓ ନୈତିକତାକୁ ଭୁଲି ଶାସକ ଦଳର ମନ୍ତ୍ରୀ ଓ ବିଧାୟକମାନେ ନାଲିଆଖି ଦେଖାଇବାକୁ ପଛାଉ ନଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବାକୁ ଯାଇଥିବାବେଳେ ଶାସକ ଦଳର ନେତା-ମନ୍ତ୍ରୀଙ୍କୁ ସାଧାରଣ ଲୋକଙ୍କର ଆକ୍ରୋଶର ଶିକାର ହେବାକୁ ପଡ଼ିଛି । କେଉଁଠି ଲୋକେ ସ୍ଥାନୀୟ ସମସ୍ୟା ତ କେଉଁଠି ବ୍ୟକ୍ତିଗତ ସମସ୍ୟାକୁ ନେଇ ଲୋକେ ନିଜର ଦୀର୍ଘଦିନର ପୁଞ୍ଜିଭୂତ ଅସେନ୍ତାଷ ପରିପ୍ରକାଶ କରୁଥିବା ଜଣାପଡ଼ିଛି । ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ସମୀର ରଞ୍ଜନ ଦାଶ, ଟୁକୁନି ସାହୁ ଓ ତୁଷାରକାନ୍ତି ବେହେରାଙ୍କ ସମେତ ସାଂସଦ ରମେଶ ମାଝୀ, ବିଧାୟିକା ପ୍ରମିଳା ମଲ୍ଲିକ ଓ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି । ଏହି ସମସ୍ତ ନେତା ନିଜ ନିଜ ଅଂଚଳରେ ପ୍ରଚାର କରିବାକୁ ଯାଇଥିବାବେଳେ ଲୋକେ ତାଙ୍କୁ ବିରୋଧ କରି ଜବାବ ମାଗିଛନ୍ତି । ତେବେ ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ଏହି ନେତାମାନେ ସେମାନଙ୍କୁ ନାଲି ଆଖି ଦେଖାଇ ବ୍ୟକ୍ତିଗତସ୍ତରରେ ଧମକ ଦେବା ଭଳି କାର୍ଯ୍ୟ କରିବାକୁ ପଛାଇ ନଥିବା ଜଣାପଡ଼ିଛି। ସୋର ବିଜେଡି ବିଧାୟକ ପର୍ଶୁରାମ ଧଡା ପ୍ରଚାରରେ ଯାଇଥିବା ବେଳେ ପୂର୍ବତନ ବିଧାୟକ ସୁରେନ୍ଦ୍ର ପରମାଣିକଙ୍କୁ ଅଶାଳୀନ ଗାଳିଗୁଲଜ ଓ ଧକ୍କା ମାରିଥିବାର ଭିଡିଓ ଭାଇରାଲ୍‌ ହେଉଛି। ଏପରିକି ବିଜେଡି ବିଧାୟକ ଶ୍ରୀ ଧଡ଼ାଙ୍କ ସହଯୋଗୀମାନେ ତାଙ୍କ ସହ ବଳ ପ୍ରୟୋଗ କରୁଥିବା ଦେଖିବାକୁ ମିଳିଛି।

ଉଲ୍ଲେଖଯୋଗ୍ୟ, ପଂଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଫେବୃୟାରୀ ୧୬ତାରିଖରେ ହେବାକୁ ଥିବାବେଳେ ରାଜ୍ୟର ଅଧିକାଂଶ ସ୍ଥାନରେ ଶାସକ ବିଜେଡି ଭିତରେ ଥିବା ଗୋଷ୍ଠୀକନ୍ଦଳ ହିଁ ଦଳ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଅଧିକାଂଶ ସ୍ଥାନରେ ସରପଂଚ ଓ ସମିତି ସଭ୍ୟ ପଦବୀ ପାଇଁ ଏକାଧିକ ଅସନ୍ତୁଷ୍ଟ ପ୍ରାର୍ଥି ଥିବାବେଳେ ଜିଲ୍ଲା ପରିଷଦ ସଭ୍ୟ ପାଇଁ ଅଧିକାଂଶ ସ୍ୱାଧୀନ ପ୍ରାର୍ଥୀଙ୍କ ମଧ୍ୟରେ ବିଜେଡିର ଅସନ୍ତୁଷ୍ଟ କର୍ମୀ ରହିଛନ୍ତି । ଏହି ବିଦ୍ରୋହୀ ବା ଅସନ୍ତୁଷ୍ଟ କର୍ମୀମାନଙ୍କୁ ମନାଇବା ପାଇଁ ବିଜେଡି ବିଧାୟକ ଓ ମନ୍ତ୍ରୀମାନେ ଜୋରଦାର ଉଦ୍ୟମ କରୁଥିବାବେଳେ ଅନେକ ସ୍ଥାନରେ ବିରୋଧୀ ବିଜେପି ଓ କଂଗ୍ରେସର ଦୁର୍ବଳ ପ୍ରାର୍ଥିତ୍ୱ ହିଁ ବିଜେଡି ପାଇଁ ପରୋକ୍ଷରେ ବରଦାନ ସାବ୍ୟସ୍ତ ହେବ ବୋଲି ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story