ସଚିବଙ୍କୁ ନେଇ ଏମିତି କାହିଁକି କହିଲେ ମନ୍ତ୍ରୀ ?

ଜଣେ କ୍ୟାବିନେଟ ମନ୍ତ୍ରୀ ନିଜ ବିଭାଗର ନିଷ୍ପତ୍ତି ବିଷୟରେ କେମିତି ଜାଣୁ ନାହାଁନ୍ତି।

Manoj Swain
  • Published: Wednesday, 31 January 2024
  • Updated: 31 January 2024, 12:17 PM IST

Sports

Latest News

ଶୁଣନ୍ତୁ ମନ୍ତ୍ରୀ କେମିତି ଉତ୍ତର ଦେଉଛନ୍ତି ? ସାମ୍ବାଦିକ ଖୋଦ ମନ୍ତ୍ରୀଙ୍କ ବିଭାଗ କଥା ପଚାରିବାରୁ, ସେ କହୁଛନ୍ତି ସଚିବଙ୍କୁ ପଚାର। ଏହି ଗୋଟିଏ ପଦ, ଅନେକ କଥାକୁ ଇଙ୍ଗିତ କରୁଛି। ଜଣେ କ୍ୟାବିନେଟ ମନ୍ତ୍ରୀ ନିଜ ବିଭାଗର ନିଷ୍ପତ୍ତି ବିଷୟରେ କେମିତି ଜାଣୁ ନାହାଁନ୍ତି। ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos