ସୋଶାଲ୍ ମିଡିଆରେ ଭାଇରାଲ୍‌ ହେଉଛି ଦୁଇ ମୁଣ୍ଡିଆ ଅଜଗରର ଭିଡିଓ

ନୂଆଦିଲ୍ଲୀ: ଦୁଇଟି ମୁଣ୍ଡ ଥିବା ଏକ ଅଜଗର ସାପର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ସୂଚନା ଅନୁସାରେ, ଏହି ଦୁଇ ମୁଣ୍ଡିଆ ସାପଟି ଆମେରିକାର ଉତ୍ତର ଭର୍ଜିନିଆରେ ଦେଖିବାକୁ ମିଳିଛି। ସାପଟିକୁ ରେଡିଓଗ୍ରାଫି ପାଇଁ ଭର୍ଜିନିଆର ବନ୍ୟପ୍ରାଣୀ କେନ୍ଦ୍ରକୁ ପଠାଯାଇଛି। ଭର୍ଜିନିଆ ବନ୍ୟପ୍ରାଣୀ କେନ୍ଦ୍ରର ଜଣେ ଅଧିକାରୀଙ୍କ କହିବା ଅନୁସାରେ, ସାପଟିକୁ ଦେଖିବା ପରେ ଜଣାପଡ଼ୁଛି, ଏହାର ବାମପଟ ମୁଣ୍ଡ ଅଧିକ ସକ୍ରିୟ ରହିଛି। ଯାହା ସାଧାରଣତଃ ପ୍ରାୟ ସାପମାନଙ୍କର ରହିଥାଏ। ତେବେ […]

puspa7

puspa7

Puspanjali Panda
  • Published: Wednesday, 26 September 2018
  • Updated: 26 September 2018, 05:18 PM IST

Sports

Latest News

ନୂଆଦିଲ୍ଲୀ: ଦୁଇଟି ମୁଣ୍ଡ ଥିବା ଏକ ଅଜଗର ସାପର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।
ସୂଚନା ଅନୁସାରେ, ଏହି ଦୁଇ ମୁଣ୍ଡିଆ ସାପଟି ଆମେରିକାର ଉତ୍ତର ଭର୍ଜିନିଆରେ ଦେଖିବାକୁ ମିଳିଛି। ସାପଟିକୁ ରେଡିଓଗ୍ରାଫି ପାଇଁ ଭର୍ଜିନିଆର ବନ୍ୟପ୍ରାଣୀ କେନ୍ଦ୍ରକୁ ପଠାଯାଇଛି।

ଭର୍ଜିନିଆ ବନ୍ୟପ୍ରାଣୀ କେନ୍ଦ୍ରର ଜଣେ ଅଧିକାରୀଙ୍କ କହିବା ଅନୁସାରେ, ସାପଟିକୁ ଦେଖିବା ପରେ ଜଣାପଡ଼ୁଛି, ଏହାର ବାମପଟ ମୁଣ୍ଡ ଅଧିକ ସକ୍ରିୟ ରହିଛି। ଯାହା ସାଧାରଣତଃ ପ୍ରାୟ ସାପମାନଙ୍କର ରହିଥାଏ। ତେବେ ଏହାର ସମ୍ପୂର୍ଣ୍ଣ ଯାଞ୍ଚ ପରେ ଜଣାପଡ଼ିବ ଯେ, ଗୋଟିଏ ଶରୀରରେ ଦୁଇଟି ମୁଣ୍ଡ କିପରି କାର୍ଯ୍ୟକ୍ଷମ ହେଉଛି।
ସାପର ପରୀକ୍ଷଣ କରୁଥିବା ବନ୍ୟପ୍ରାଣୀ ବିଶେଷଜ୍ଞ ଜେ.ଡି ଲିୟୋଫର୍‌ ଏହି ଦୁଇ ମୁଣ୍ଡିଆ ସାପର ଭିଡିଓକୁ ଫେସ୍‌ବୁକ୍‌ରେ ଅପ୍‌ଲୋଡ୍ କରିଥିଲେ। ତାଙ୍କର କହିବା ଅନୁସାରେ, ଏଭଳି ସାପ କମ୍‌ ଦେଖିବାକୁ ମିଳିଥା'ନ୍ତି ଏବଂ ଏଭଳି ଦୁଇ ମୁଣ୍ଡିଆ ସାପ ଅଧିକ ଦିନ ଧରି ବଞ୍ଚି ରହିପାରିବେ ନାହିଁ।

୬ରୁ ୮ ଇଞ୍ଚ୍‌ ଲମ୍ୱା ଥିବା ଏହି ସାପଟି ପାଖାପାଖି ତିନି ସପ୍ତାହର ବୋଲି ଅନୁମାନ କରଯାଉଛି।

https://youtu.be/p8qHIX8Rgy8

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story