ଜିସିଏ ଘୋଟାଲା: ସ୍କାନରରେ ବିସିସିଆଇର ବରିଷ୍ଠ କର୍ମକର୍ତ୍ତା

ନୂଆଦିଲ୍ଲୀ: ଗୋଆ କ୍ରିକେଟ ଆସୋସିଏସନ (ଜିସିଏ) ଦୁର୍ନୀତିରେ ସମ୍ପୃକ୍ତି ଥିବା ବିସିସିଆଇର ଉଚ୍ଚପଦସ୍ଥ କର୍ମଚାରୀଙ୍କୁ ପଚରା ଉଚରା କରିପାରେ ପୋଲିସ। ଏନେଇ କିଛି ବରିଷ୍ଠ ଅଧିକାରୀଙ୍କ ତାଲିକା ପ୍ରସ୍ତୁତ କରିଛି ପୋଲିସ। ସେମାନଙ୍କୁ ଖୁବ ଶୀଘ୍ର ନୋଟିସ କରାଯିବ ବୋଲି ଜଣାପଡିଛି। ଗୋଆ ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି,“ଜିସିଏ ଦୁର୍ନୀତିରେ ସମ୍ପୃକ୍ତ ଥିବା କିଛି ବିସିସିଆଇର ବରିଷ୍ଠ ଅଧିକାରୀଙ୍କର ଏକ ତାଲିକା ପ୍ରସ୍ତୁତ ହୋଇଛି। କିପରି ଓ କାହା ସ୍ୱାକ୍ଷରେ ଜିସିଏର ନକଲି ଆକାଉଣ୍ଟକୁ ଅର୍ଥ […]

BCCI-logo

BCCI-logo

Rakesh Mallick
  • Published: Sunday, 10 July 2016
  • Updated: 10 July 2016, 07:13 PM IST

Sports

Latest News

ନୂଆଦିଲ୍ଲୀ: ଗୋଆ କ୍ରିକେଟ ଆସୋସିଏସନ (ଜିସିଏ) ଦୁର୍ନୀତିରେ ସମ୍ପୃକ୍ତି ଥିବା ବିସିସିଆଇର ଉଚ୍ଚପଦସ୍ଥ କର୍ମଚାରୀଙ୍କୁ ପଚରା ଉଚରା କରିପାରେ ପୋଲିସ। ଏନେଇ କିଛି ବରିଷ୍ଠ ଅଧିକାରୀଙ୍କ ତାଲିକା ପ୍ରସ୍ତୁତ କରିଛି ପୋଲିସ। ସେମାନଙ୍କୁ ଖୁବ ଶୀଘ୍ର ନୋଟିସ କରାଯିବ ବୋଲି ଜଣାପଡିଛି।

ଗୋଆ ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି,“ଜିସିଏ ଦୁର୍ନୀତିରେ ସମ୍ପୃକ୍ତ ଥିବା କିଛି ବିସିସିଆଇର ବରିଷ୍ଠ ଅଧିକାରୀଙ୍କର ଏକ ତାଲିକା ପ୍ରସ୍ତୁତ ହୋଇଛି। କିପରି ଓ କାହା ସ୍ୱାକ୍ଷରେ ଜିସିଏର ନକଲି ଆକାଉଣ୍ଟକୁ ଅର୍ଥ ଚାଲଣ ହେଲା ତାହାର ତଦନ୍ତ ଜାରି ରହିଛି। ଏଥିରେ ଯେଉଁମାନଙ୍କର ସମ୍ପୃକ୍ତି ଅଛ ସେମାନଙ୍କ ପଚରାଉଚରା କରିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଉଛି।”

ଗୋଆ ପୋଲିସ ଗତ ମାସରେ ଜିସିଏ ସଭାପତି ଚେତନ ଦେଶାଇ, ସଚିବ ବିନୋଦ ଫାଡ୍‌କେ ଓ କୋଷାଧ୍ୟକ୍ଷ ଆକ୍‌ବର ମୁଲ୍ଲାଙ୍କୁ ଗିରଫ କରିଥିଲା। ଏହାପରେ ସେମାନେ ଜାମିନ ପାଇଥିଲେ।

୨୦୦୬ରୁ ୨୦୦୮ ମଧ୍ୟରେ ଏହମାନେ ୩.୧୩ କୋଟି ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story