ରିଓ ଅଲିମ୍ପିକ୍‌ ପାଇଁ ଋଷିଆ ସ୍କ୍ୱାର୍ଡରେ ମାରିଆ ସାରାପୋଭା

ମସ୍କୋ: ରିଓ ଅଲିମ୍ପିକ୍‌ରେ ପାଇଁ ଆଉ ମାତ୍ର କିଛି ଦିନ ରହିଥିବା ବେଳେ ଗୁରୁବାର ସ୍କ୍ୱାର୍ଡ ଘୋଷଣା କରିଛି ଋଷିଆ। ଏହି ସ୍କ୍ୱାର୍ଡରେ ଡୋପ୍‌ ଟେଷ୍ଟରେ ବିଫଳ ହୋଇଥିବା ଟେନିସ୍‌ ଷ୍ଟାର ମାରିଆ ସାରାପୋଭାଙ୍କୁ ସାମିଲ୍‌ କରିଛି ଋଷିଆନ୍‌ ଟେନିସ୍‌ ଫେଡେରେସନ (ଆରଟିଏଫ୍‌)। ତାଙ୍କ ସହ ମହିଳା ଏକକ ବର୍ଗରେ ଭାଗ ନେବାକୁ ୪ଜଣ ଅନ୍ୟ ପ୍ରତିଯୋଗୀଙ୍କୁ ମଧ୍ୟ ସାମିଲ କରିଛି ଆରଟିଏଫ୍‌। ଆନ୍ତର୍ଜାତିକ ରେଟିଂରେ ଯଦି ଗୋଟିଏ ଦେଶରୁ ୪ଜଣ ମହିଳା ଶ୍ରେଷ୍ଠ ପଏଣ୍ଟ ହାସଲ […]

Maria-Sharapova

Maria-Sharapova

Rakesh Mallick
  • Published: Thursday, 26 May 2016
  • Updated: 26 May 2016, 12:13 PM IST

Sports

Latest News

Maria-Sharapovaମସ୍କୋ: ରିଓ ଅଲିମ୍ପିକ୍‌ରେ ପାଇଁ ଆଉ ମାତ୍ର କିଛି ଦିନ ରହିଥିବା ବେଳେ ଗୁରୁବାର ସ୍କ୍ୱାର୍ଡ ଘୋଷଣା କରିଛି ଋଷିଆ। ଏହି ସ୍କ୍ୱାର୍ଡରେ ଡୋପ୍‌ ଟେଷ୍ଟରେ ବିଫଳ ହୋଇଥିବା ଟେନିସ୍‌ ଷ୍ଟାର ମାରିଆ ସାରାପୋଭାଙ୍କୁ ସାମିଲ୍‌ କରିଛି ଋଷିଆନ୍‌ ଟେନିସ୍‌ ଫେଡେରେସନ (ଆରଟିଏଫ୍‌)। ତାଙ୍କ ସହ ମହିଳା ଏକକ ବର୍ଗରେ ଭାଗ ନେବାକୁ ୪ଜଣ ଅନ୍ୟ ପ୍ରତିଯୋଗୀଙ୍କୁ ମଧ୍ୟ ସାମିଲ କରିଛି ଆରଟିଏଫ୍‌।

ଆନ୍ତର୍ଜାତିକ ରେଟିଂରେ ଯଦି ଗୋଟିଏ ଦେଶରୁ ୪ଜଣ ମହିଳା ଶ୍ରେଷ୍ଠ ପଏଣ୍ଟ ହାସଲ କରିଥିବେ ନିୟମ ମୁତାବକ ଏହି ପ୍ରତିଯୋଗିତାରେ ଆଉ ଜଣେ ପ୍ରତିଯୋଗୀ ଭାଗ ନେଇପାରିବେ।

କିନ୍ତୁ ମାରିଆ ପ୍ରତିଯୋଗିତାରେ ଭାଗ ନେବା ନେଇ ଏବେ ବି ଆଶଙ୍କା ରହିଛି। କାରଣ ଏପର୍ଯ୍ୟନ୍ତ ତାଙ୍କୁ ଅନ୍ତର୍ଜାତୀୟ ଟେନିସ୍‌ ଫେଡେରେସନ୍‌ କ୍ଲିନ୍‌ ଚିଟ୍‌ ପ୍ରଦାନ କରି ନାହିଁ।

ସୂଚନାଯୋଗ୍ୟ, ମାର୍ଚ୍ଚ ୮ ତାରିଖରେ ଅଷ୍ଟ୍ରେଲିଆନ୍ ଓପନର ଡୋପ୍‌ ଟେଷ୍ଟରେ ବିଫଳ ହୋଇଥିଲେ ପାଞ୍ଚ ଥର ଗ୍ରାଣ୍ଡସ୍ଲାମ୍‌ ଜିତିଥିବା ଟେନିସ୍‌ ତାରକା ସାରାପୋଭା।

୨୦୧୬ ବର୍ଷ ପାଇଁ ୱାର୍ଲ୍ଡ ଆଣ୍ଟି ଡୋପିଂ ଏଜେନ୍ସୀ ମେଡିସିନ୍‌ ତାଲିକାରେ କିଛି ପରିବର୍ତ୍ତନ କରିଥିଲେ। ୨୦୦୬ରୁ ସାରାପୋଭା ନେଉଥିବା ଏକ ମେଡିସିନ୍‌କୁ ଚଳିତ ବର୍ଷ ନିଷେଧ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଥିଲେ ମଧ୍ୟ ସେ ଏ ନେଇ ଅବଗତ ନ ଥିଲେ। ତାଙ୍କର ଡୋପ୍ ଟେଷ୍ଟ କରାଯିବା ପରେ ତାଙ୍କ ଶୀରରରେ ମେଲୋଡ୍ରୋମ୍‌ ନାମକ ଦ୍ରବ୍ୟ ମିଳିଥିବା ରିପୋର୍ଟରୁ ଜଣାପଡ଼ିଥିଲା। ଏହାକୁ ନେଇ ଅନ୍ତର୍ଜାତୀୟ ଟେନିସ୍‌ ଫେଡେରେସନ୍ ତାଙ୍କୁ ନିଲମ୍ବିତ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story