ସାରା ଦେଶରୁ ୭ ଜଣ ଆଥ୍‌ଲେଟ୍‌ଙ୍କୁ ମନୋନୀତ କଲା ଡାବର ଇଣ୍ଡିଆ

ନୂଆଦିଲ୍ଲୀ: ‘ଅବ୍‌ ଦୌଡେଗା ହିନ୍ଦୁସ୍ଥାନ’ କ୍ୟାମ୍ପେନ୍‌ ପାଇଁ ଦେଶର ବିଭିନ୍ନ ରାଜ୍ୟର ୭ ଜଣ ଆଥ୍‌ଲେଟ୍‌ଙ୍କୁ ସୋମବାର ମନୋନିତ କରିଛି ଡାବର ଇଣ୍ଡିଆ। ସେମାନେ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ କିପରି ଶ୍ରେଷ୍ଠ ପ୍ରଦର୍ଶନ କରିବେ ସେଥିପାଇଁ ତାଙ୍କୁ ଟ୍ରେନିଂ ଦେବ ଏହି କମ୍ପାନୀ। ସେମାନେ ହେଲେ ଶାୟଲୀ ମାହିଶୁନେ, ଅଭ୍‌ନୀ ରାୱତ, ଉଜାଲା ଶବନମ୍‌, ବିକାଶ, ମହମ୍ମଦ ମୀରଜ୍‌ ଓ ଜେଇନାବାଜ୍‌। ଏହି କ୍ରୀଡାବିତ୍‌ମାନେ ଅଶ୍ୱିନ୍‌ ନାଚପ୍ପା ଫାଉଣ୍ଡେସନରେ ଅଶ୍ୱିନ ନାଚପ୍ପାଙ୍କ ତତ୍ତ୍ୱବଧାନରେ ପ୍ରଶିକ୍ଷଣ […]

dabur

dabur

Rakesh Mallick
  • Published: Monday, 27 June 2016
  • Updated: 27 June 2016, 06:19 PM IST

Sports

Latest News

ନୂଆଦିଲ୍ଲୀ: ‘ଅବ୍‌ ଦୌଡେଗା ହିନ୍ଦୁସ୍ଥାନ’ କ୍ୟାମ୍ପେନ୍‌ ପାଇଁ ଦେଶର ବିଭିନ୍ନ ରାଜ୍ୟର ୭ ଜଣ ଆଥ୍‌ଲେଟ୍‌ଙ୍କୁ ସୋମବାର ମନୋନିତ କରିଛି ଡାବର ଇଣ୍ଡିଆ। ସେମାନେ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ କିପରି ଶ୍ରେଷ୍ଠ ପ୍ରଦର୍ଶନ କରିବେ ସେଥିପାଇଁ ତାଙ୍କୁ ଟ୍ରେନିଂ ଦେବ ଏହି କମ୍ପାନୀ।

ସେମାନେ ହେଲେ ଶାୟଲୀ ମାହିଶୁନେ, ଅଭ୍‌ନୀ ରାୱତ, ଉଜାଲା ଶବନମ୍‌, ବିକାଶ, ମହମ୍ମଦ ମୀରଜ୍‌ ଓ ଜେଇନାବାଜ୍‌। ଏହି କ୍ରୀଡାବିତ୍‌ମାନେ ଅଶ୍ୱିନ୍‌ ନାଚପ୍ପା ଫାଉଣ୍ଡେସନରେ ଅଶ୍ୱିନ ନାଚପ୍ପାଙ୍କ ତତ୍ତ୍ୱବଧାନରେ ପ୍ରଶିକ୍ଷଣ ନେବେ।

ଏନେଇ ଏକ ସ୍ୱତନ୍ତ୍ର ଚୟନ ପ୍ରକିୟା ବିହାର, ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ, ଓଡ଼ିଶା ଓ ପଶ୍ଚିମ ବଙ୍ଗ ସମେତ ବହୁ ରାଜ୍ୟରେ କରଯାଇଥିଲା। ଏଥିରେ ୮,୦୦୦ ପ୍ରତିଯୋଗୀଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୩୫୦ ଜଣ କ୍ରୀଡାବିତଙ୍କୁ ବାଛା ଯାଇଥିଲା। ସେମାନଙ୍କୁ ନେଇ ଦିଲ୍ଲୀରେ ଏକ ଜାତୀୟ କ୍ୟାମ୍ପ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story