୨୦୨୪ ଅଲିମ୍ପିକ୍ସରେ ସ୍ଥାନ ପାଇପାରେ କ୍ରିକେଟ

ଇଡନ୍‌ବର୍ଗ: ୨୦୨୪ ଅଲିମ୍ପିକ୍ସ ପାଇଁ ଯଦି ରୋମ୍‌କୁ ବଛା ଯାଏ ତେବେ କ୍ରିକେଟକୁ ଏଥିରେ ସ୍ଥାନ ମିଳିପାରେ ବୋଲି କହିଛନ୍ତି ଇଟାଲୀ କ୍ରିକେଟ ବୋର୍ଡର ମୁଖ୍ୟ ସିମୋନୀ ଗାମ୍ବିନୋ। ଏଠାରେ ଅନୁଷ୍ଠିତ ଆଇସିସିର ବାର୍ଷିକ ଉତ୍ସବ ଅବସରରେ ସେ ଏହା କହିଛନ୍ତି। ଇଟାଲି କ୍ରିକେଟ ଫେଡେରେସନ୍‌ର ମୁଖ୍ୟ ଗାମ୍ବିନୋ କହିଛନ୍ତି,“ଯଦି ୨୦୨୪ ଅଲିମ୍ପିକ୍‌ ରୋମରେ ହୁଏ ତେବେ କ୍ରିକେଟ ନିଶ୍ଚିତ ସ୍ଥାନ ପାଇବ। ଏଥିରେ ସନ୍ଦେହ ନାହିଁ। ଆମେ ଆୟୋଜକ ଭାବେ ସବୁ ସୁବିଧା ଯୋଗାଇଦେବୁ। ଏହାସହ […]

cricket

cricket

Rakesh Mallick
  • Published: Friday, 01 July 2016
  • Updated: 01 July 2016, 06:13 PM IST

Sports

Latest News

ଇଡନ୍‌ବର୍ଗ: ୨୦୨୪ ଅଲିମ୍ପିକ୍ସ ପାଇଁ ଯଦି ରୋମ୍‌କୁ ବଛା ଯାଏ ତେବେ କ୍ରିକେଟକୁ ଏଥିରେ ସ୍ଥାନ ମିଳିପାରେ ବୋଲି କହିଛନ୍ତି ଇଟାଲୀ କ୍ରିକେଟ ବୋର୍ଡର ମୁଖ୍ୟ ସିମୋନୀ ଗାମ୍ବିନୋ। ଏଠାରେ ଅନୁଷ୍ଠିତ ଆଇସିସିର ବାର୍ଷିକ ଉତ୍ସବ ଅବସରରେ ସେ ଏହା କହିଛନ୍ତି।

ଇଟାଲି କ୍ରିକେଟ ଫେଡେରେସନ୍‌ର ମୁଖ୍ୟ ଗାମ୍ବିନୋ କହିଛନ୍ତି,“ଯଦି ୨୦୨୪ ଅଲିମ୍ପିକ୍‌ ରୋମରେ ହୁଏ ତେବେ କ୍ରିକେଟ ନିଶ୍ଚିତ ସ୍ଥାନ ପାଇବ। ଏଥିରେ ସନ୍ଦେହ ନାହିଁ। ଆମେ ଆୟୋଜକ ଭାବେ ସବୁ ସୁବିଧା ଯୋଗାଇଦେବୁ। ଏହାସହ ବିଶ୍ୱର ୫ଟି ପ୍ରସିଦ୍ଧ କ୍ରୀଡାକୁ ଏଥିରେ ସଂଯୁକ୍ତ କରାଯିବ।”

ସୂଚନାଯୋଗ୍ୟ, ୨୦୨୪ ଅଲିମ୍ପିକ୍ସ ଆୟୋଜକ ଦେଶ ଦୌଡରେ ରୋମ ସମେତ ପ୍ୟାରିସ, ଲସ୍‌ ଏଞ୍ଜେଲ୍ସ ଓ ବୁଦାପେଷ୍ଟ ମଧ୍ୟ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story