ଭାରତର ଜିମ୍ବାୱେ ଗସ୍ତ ପାଇଁ ୪ ନୂଆ ମୁହଁ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍‌ ପାଇଁ ଟେଷ୍ଟ ଦଳ ସହିତ ଆଜି ଜିମ୍ବାୱେ ଗସ୍ତ ପାଇଁ ମଧ୍ୟ ୧୬ ଜଣିଆ ଭାରତୀୟ କ୍ରିକେଟ ଦଳ ଘୋଷଣା କରାଯାଇଛି। ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଦଳ ୩ଟି ଲେଖାଏଁ ଦିନିକିଆ ଓ ଟି-ଟ୍ୱେଣ୍ଟି ମ୍ୟାଚ ଖେଳିବ। ଏହି ଗସ୍ତରେ ୪ ଜଣ ନୂଆ ମୁହଁ ଚୟନ କରିଛନ୍ତି ମନୋନୟନ ଟିମ୍‌। ସେମାନେ ହେଲେ ପୈଜ୍‌ ପୈଜଲ, ଯଜୁବେନ୍ଦ୍ର ଚହଲ୍, ମନଦୀପ ସିଂହ ଓ କରୁଣ ନାୟାର। ଅନ୍ୟପକ୍ଷରେ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍‌ […]

faiz faisal

faiz faisal

Rakesh Mallick
  • Published: Monday, 23 May 2016
  • Updated: 23 May 2016, 11:35 AM IST

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍‌ ପାଇଁ ଟେଷ୍ଟ ଦଳ ସହିତ ଆଜି ଜିମ୍ବାୱେ ଗସ୍ତ ପାଇଁ ମଧ୍ୟ ୧୬ ଜଣିଆ ଭାରତୀୟ କ୍ରିକେଟ ଦଳ ଘୋଷଣା କରାଯାଇଛି। ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଦଳ ୩ଟି ଲେଖାଏଁ ଦିନିକିଆ ଓ ଟି-ଟ୍ୱେଣ୍ଟି ମ୍ୟାଚ ଖେଳିବ। ଏହି ଗସ୍ତରେ ୪ ଜଣ ନୂଆ ମୁହଁ ଚୟନ କରିଛନ୍ତି ମନୋନୟନ ଟିମ୍‌। ସେମାନେ ହେଲେ ପୈଜ୍‌ ପୈଜଲ, ଯଜୁବେନ୍ଦ୍ର ଚହଲ୍, ମନଦୀପ ସିଂହ ଓ କରୁଣ ନାୟାର।

ଅନ୍ୟପକ୍ଷରେ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍‌ ଓ ବୋଲରଙ୍କ ମଧ୍ୟରେ ରୋହିତ ଶର୍ମା, ବିରାଟ କୋହଲି, ଆର.ଅଶ୍ୱିନ୍, ଶିଖର ଧାୱନ୍ ଓ ଅଜିଙ୍କ୍ୟ ରାହାଣେଙ୍କୁ ବିଶ୍ରାମ ଦିଆଯାଇଛି।

ଏହି ଏହି ସିରିଜ୍‌ ଜୁନ୍‌ ୧୧ରୁ ଆରମ୍ଭ ହୋଇ ଜୁନ୍‌ ୨୨ରେ ଶେଷ ହେବ।

ଭାରତୀୟ ଦଳ: ଏମ୍‌ଏସ୍‌ ଧୋନି (ଅଧିନାୟକ), କେଏଲ୍ ରାହୁଲ, ଫୈଜ୍‌ ଫୈଜଲ, ମନଦୀପ ପାଣ୍ଡେ, କରୁଣ ନାୟାର, ଆମ୍ବାତୀ ରୟିଡୁ, ରିଷି ଧାୱନ୍‌, ଅକ୍ଷର ପଟେଲ, ଜୟନ୍ତ ଯାଦବ, ଧୱଲ୍‌ କୁଲକର୍ଣ୍ଣୀ, ଜସପ୍ରୀତ ବୁମ୍ରାହ, ବରିନ୍ଦର ଶ୍ରାନ୍‌, ମନଦୀପ ସିଂହ, କେଦାର ଯାଦବ, ଜୟଦେବ ଉନାଡକଟ୍‌ ଓ ଯଜୁବେନ୍ଦ୍ର ଚହଲ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story