ପୁରୁଷ ଓ ମହିଳା ହକି ଦଳ ପାଇଁ ୮ଜଣ ଲେଖାଏଁ ପ୍ରଶିକ୍ଷକ ଓ ସପୋଟିଂ କର୍ମଚାରୀ ଲୋଡା: ହକି ଇଣ୍ଡିଆ

ନୂଆଦିଲ୍ଲୀ: ରିଓ ଅଲିମ୍ପିକ୍‌ ପୂର୍ବରୁ ଭାରତୀୟ ପୁରୁଷ ଓ ମହିଳା ହକି ଦଳ ପାଇଁ ୮ଜଣ ପ୍ରଶିକ୍ଷକ ଓ ସପୋଟିଂ କର୍ମଚାରୀ ନିତାନ୍ତ ଆବଶ୍ୟକ ବୋଲି କହିଛନ୍ତି ହକି ଇଣ୍ଡିଆର ସଭାପତି ନରିନ୍ଦର ବାତ୍ରା। ଏନେଇ ସେ ଭାରତୀୟ ଅଲିମ୍ପିକ୍‌ ସଂଘ(ଆଇଓଏ)କୁ ଏକ ଚିଠି ଲେଖିଛନ୍ତି। ଚିଠିରେ ଉଭୟ ଦଳ ପାଇଁ ୮ ଜଣ ପ୍ରଶିକ୍ଷକ ଓ ସପୋଟିଂ ଷ୍ଟାଫ୍‌ ଅବଶ୍ୟକତା ଥିବା କଥା ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି,“ଉଭୟ ପୁରୁଷ ଓ ମହିଳା ଦଳ ପାଇଁ […]

Hockey-stick-and-ball

Hockey-stick-and-ball

Rakesh Mallick
  • Published: Thursday, 23 June 2016
  • Updated: 23 June 2016, 05:16 PM IST

Sports

Latest News

ନୂଆଦିଲ୍ଲୀ: ରିଓ ଅଲିମ୍ପିକ୍‌ ପୂର୍ବରୁ ଭାରତୀୟ ପୁରୁଷ ଓ ମହିଳା ହକି ଦଳ ପାଇଁ ୮ଜଣ ପ୍ରଶିକ୍ଷକ ଓ ସପୋଟିଂ କର୍ମଚାରୀ ନିତାନ୍ତ ଆବଶ୍ୟକ ବୋଲି କହିଛନ୍ତି ହକି ଇଣ୍ଡିଆର ସଭାପତି ନରିନ୍ଦର ବାତ୍ରା।

ଏନେଇ ସେ ଭାରତୀୟ ଅଲିମ୍ପିକ୍‌ ସଂଘ(ଆଇଓଏ)କୁ ଏକ ଚିଠି ଲେଖିଛନ୍ତି। ଚିଠିରେ ଉଭୟ ଦଳ ପାଇଁ ୮ ଜଣ ପ୍ରଶିକ୍ଷକ ଓ ସପୋଟିଂ ଷ୍ଟାଫ୍‌ ଅବଶ୍ୟକତା ଥିବା କଥା ଉଲ୍ଲେଖ କରିଛନ୍ତି।

ସେ କହିଛନ୍ତି,“ଉଭୟ ପୁରୁଷ ଓ ମହିଳା ଦଳ ପାଇଁ ୧୬ ଜଣ କୋଚିଂ ଓ ସପୋଟିଂ ଷ୍ଟାଫ୍‌ ପଦବୀ ରହିଥିବା ବେଳେ ଏବେ ଉଭୟ ଦଳରେ ଅଛନ୍ତି ତାହାର ଅଧା। ତେଣୁ ଉଭୟ ଦଳ ପାଇଁ ଆଉ ୮ କୋଚିଂ ଓ ସପୋଟିଂ ଷ୍ଟାଫ୍‌ର ଆବଶ୍ୟକତା ରହିଛି।  ରିଓ ଅଲିମ୍ପିକ୍‌ ପୂର୍ବରୁ ଏହା ପୂରଣ ହେବା ଅନିବାର୍ଯ୍ୟ। ଏହା ପୂରଣ ନ ହେଲେ ଅଲିମ୍ପିକ୍‌ରେ ଦଳ ଉପରେ ପ୍ରଭାବ ପଡିପାରେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story