୮ ଫୁଟ ଉଚ୍ଚ ଆଫଗାନିସ୍ତାନ କ୍ରିକେଟ ଫ୍ୟାନ୍‌ଙ୍କୁ ଭାରତରେ ମିଳିଲାନି ହୋଟେଲ

ଲକ୍ଷ୍ନୌ: ବୁଧବାର ଠାରୁ ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଆଫଗାନିସ୍ତାନ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହୋଇଛି। ଆଫଗାନିସ୍ତାନ ପଡ଼ୋଶୀ ଭାରତକୁ ତା’ର ଦ୍ୱିତୀୟ ହୋମଗ୍ରାଉଣ୍ଡ ଭାବେ ନେଇଥିବାରୁ ଏଠାକୁ ୱେଷ୍ଟଇଣ୍ଡିଜ୍‌ ମ୍ୟାଚ୍‌ ଖେଳିବାକୁ ଆସିଛି। ହେଲେ ଆଫଗାନିସ୍ତାନ ମ୍ୟାଚ୍ ଦେଖିବାକୁ ଭାରତ ଆସିଥିବା ଜଣେ ୮ ଫୁଟ ୨ ଇଞ୍ଚର ବ୍ୟକ୍ତିଙ୍କୁ ଲକ୍ଷ୍ନୌରେ ରହିବାକୁ କୌଣସି ହୋଟେଲ ମିଳି ନଥିଲା। କିଛି ହୋଟେଲ ମାଲିକ ତାଙ୍କ ଉଚ୍ଚତା ଓ ବେଶଭୂଷାରେ ଆଶ୍ଚର୍ଯ୍ୟ ହୋଇ ରହିବାକୁ […]

yu

yu

Hemant Lenka
  • Published: Thursday, 07 November 2019
  • Updated: 07 November 2019, 06:04 PM IST

Sports

Latest News

ଲକ୍ଷ୍ନୌ: ବୁଧବାର ଠାରୁ ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଆଫଗାନିସ୍ତାନ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହୋଇଛି। ଆଫଗାନିସ୍ତାନ ପଡ଼ୋଶୀ ଭାରତକୁ ତା’ର ଦ୍ୱିତୀୟ ହୋମଗ୍ରାଉଣ୍ଡ ଭାବେ ନେଇଥିବାରୁ ଏଠାକୁ ୱେଷ୍ଟଇଣ୍ଡିଜ୍‌ ମ୍ୟାଚ୍‌ ଖେଳିବାକୁ ଆସିଛି।

ହେଲେ ଆଫଗାନିସ୍ତାନ ମ୍ୟାଚ୍ ଦେଖିବାକୁ ଭାରତ ଆସିଥିବା ଜଣେ ୮ ଫୁଟ ୨ ଇଞ୍ଚର ବ୍ୟକ୍ତିଙ୍କୁ ଲକ୍ଷ୍ନୌରେ ରହିବାକୁ କୌଣସି ହୋଟେଲ ମିଳି ନଥିଲା। କିଛି ହୋଟେଲ ମାଲିକ ତାଙ୍କ ଉଚ୍ଚତା ଓ ବେଶଭୂଷାରେ ଆଶ୍ଚର୍ଯ୍ୟ ହୋଇ ରହିବାକୁ ରୁମ ଦେଉ ନଥିବା ବେଳେ ଆଉ କିଛି ତାଙ୍କୁ ସନ୍ଦେହ ଚକ୍ଷୁରେ ଦେଖିଥିଲେ।

ଶେର ଖାନ୍‌ ନାମକ ଏହି ବ୍ୟକ୍ତି ଜଣଙ୍କ ଯେଉଁ ହୋଟେଲ ରହିବାକୁ ଅନୁମତି ପାଉଛନ୍ତି, ସେଠାରେ ରୁମ୍‌ର ବେଡ୍‌ଗୁଡ଼ିକରେ ସେ ଠିକ୍‌ ଭାବେ ଶୋଇ ପାରୁ ନାହାନ୍ତି। କାରଣ ତାଙ୍କ ଲମ୍ବ ଅନୁସାରେ ବେଡ୍‌ଗୁଡ଼ିକ ବହୁତ ଛୋଟ। ସେହିପରି ୱାଶରୁମ ଗୁଡ଼ିକ ବହୁତ ଛୋଟ ହୋଇଥିବାରୁ ସେଗୁଡ଼ିକୁ ମଧ୍ୟ ଶେର ଖାନ୍‌ ବ୍ୟବାହାର କରିପାରୁ ନାହାନ୍ତି।

ଅନ୍ୟପକ୍ଷରେ ବଡ଼ ବଡ଼ ହୋଟେଲ ଗୁଡ଼ିକ ତାଙ୍କୁ ସନ୍ଦେହ କରି ରୁମ ଦେଉ ନଥିବା ସେ ଅଭିଯୋଗ କରିଛନ୍ତି। ୩ ଦିନ ହେଲେ ଏଭଳି ଅସୁବିଧାର ସମ୍ମୁଖୀନ ହେବା ପରେ ଶେର ଖାନ ଶେଷରେ ନାକା ପୁଲିସ୍‌ ଷ୍ଟେସନରେ ପହଞ୍ଚିଥିଲେ।

ପୁଲିସ୍‌ ତାଙ୍କ ସହ କଥା ହେବା ପରେ ତାଙ୍କ ପରିଚୟପତ୍ର ଯାଞ୍ଚ କରିଥିଲା। ଶେଷରେ ପୁଲିସ୍‌ ତାଙ୍କୁ ରାଜଧାନୀ ହୋଟେଲରେ ନେଇ ରଖିଥିଲା। ଏହି ଖବର ପ୍ରଚାରିତ ହେବା ପରେ ଶେର ଖାନଙ୍କୁ ଦେଖିବାକୁ ହୋଟେଲ ବାହାରେ ଭିଡ଼ ଜମିଥିଲା। ପୁଲିସ୍‌ ତାଙ୍କୁ ପୂର୍ଣ୍ଣ ସୁରକ୍ଷାବଳୟରେ ଗତକାଲି ମ୍ୟାଚ୍‌ ଅନୁଷ୍ଠିତ ଏକନା ଷ୍ଟାଡିୟମକୁ ନେଇଥିଲା। ସେଠାରେ ମଧ୍ୟ ସେ ଆକର୍ଷଣ କେନ୍ଦ୍ରବିନ୍ଦୁ ପାଲଟିଥିଲେ।

ଶେର ଖାନ୍‌ ଆଉ ୪ ଦିନ ଭାରତରେ ରହିବେ। ଏଥିପାଇଁ ସେ ବିଭିନ୍ନ ଟୁରିଷ୍ଟ ସ୍ପଟ ବୁଲିବାକୁ ଚାହିଁଥିଲେ। କିନ୍ତୁ ସେ କୌଣସି କାର କିମ୍ବା ଅଟୋରେ ଫିଟ୍‌ ହେଉ ନଥିବାରୁ, ସେ କେଉଁଆଡ଼େ ଯାଇ ପାରୁନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story