ଅବସର ନେବା ସମୟ ଆସିନି: ବିଶ୍ୱନାଥନ୍‌ ଆନନ୍ଦ

ନୂଆଦିଲ୍ଲୀ: “ମୋର ଅବସର ନେବା ସମୟ ଉପନୀତ ହୋଇନାହିଁ। ମୁଁ ଏବେ ୨୦୧୮ ଟୁର୍ଣ୍ଣାମେଣ୍ଟରେ ଯୋଗ୍ୟତା ଅର୍ଜନ ପାଇଁ ନିଜକୁ ପ୍ରସ୍ତୁତ କରୁଛି।”ରବିବାର ଏହା କହିଛନ୍ତି ପୂର୍ବତନ ବିଶ୍ୱଚାମ୍ପିଅନ୍‌ ବିଶ୍ୱନାଥନ୍‌ ଆନନ୍ଦ। ୪୬ ବର୍ଷୀୟ ଆନନ୍ଦ କହିଛନ୍ତି, “ଅବସର ନେଇ ବହୁ ସମୟରେ ମତେ ବହୁ ପ୍ରଶ୍ନ ପଚରାଯାଇଛି। କିନ୍ତୁ ଅବସର ନେବା ନେଇ କୌଣସି କାରଣ ନାହିଁ। ତେଣୁ କାହିଁକି ଏହି ପ୍ରଶ୍ନ ମତେ ପଚରାଯାଉଛି ମୁଁ ଜାଣି ପାରୁନାହିଁ। ମୋର ଅବସର ନେବା ସମୟ […]

biswanathan

biswanathan

Rakesh Mallick
  • Published: Sunday, 22 May 2016
  • Updated: 22 May 2016, 01:59 PM IST

Sports

Latest News

ନୂଆଦିଲ୍ଲୀ: “ମୋର ଅବସର ନେବା ସମୟ ଉପନୀତ ହୋଇନାହିଁ। ମୁଁ ଏବେ ୨୦୧୮ ଟୁର୍ଣ୍ଣାମେଣ୍ଟରେ ଯୋଗ୍ୟତା ଅର୍ଜନ ପାଇଁ ନିଜକୁ ପ୍ରସ୍ତୁତ କରୁଛି।”ରବିବାର ଏହା କହିଛନ୍ତି ପୂର୍ବତନ ବିଶ୍ୱଚାମ୍ପିଅନ୍‌ ବିଶ୍ୱନାଥନ୍‌ ଆନନ୍ଦ।

୪୬ ବର୍ଷୀୟ ଆନନ୍ଦ କହିଛନ୍ତି, “ଅବସର ନେଇ ବହୁ ସମୟରେ ମତେ ବହୁ ପ୍ରଶ୍ନ ପଚରାଯାଇଛି। କିନ୍ତୁ ଅବସର ନେବା ନେଇ କୌଣସି କାରଣ ନାହିଁ। ତେଣୁ କାହିଁକି ଏହି ପ୍ରଶ୍ନ ମତେ ପଚରାଯାଉଛି ମୁଁ ଜାଣି ପାରୁନାହିଁ। ମୋର ଅବସର ନେବା ସମୟ ଉପନୀତ ହୋଇନାହିଁ। ବ୍ରସେଲ୍ସରେ ହେବାକୁ ଥିବା ୨୦୧୮ ଗ୍ରାଣ୍ଡ ଚେସ୍‌ ଟୁର୍ଣ୍ଣାମେଣ୍ଟରେ ଯୋଗ୍ୟତା ଅର୍ଜନ ପାଇଁ ମୁଁ ନିଜକୁ ପ୍ରସ୍ତୁତ କରୁଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story