ଅଷ୍ଟ୍ରେଲିଆକୁ ୨୦୮ ରନର ଟାର୍ଗେଟ୍ ଦେଲା ଆଫଗାନିସ୍ତାନ

ବ୍ରିଷ୍ଟଲ୍: ଚଳିତ ବିଶ୍ୱକପର ଚତୁର୍ଥ ମ୍ୟାଚ୍ ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ୩୮.୨ ଓଭରରେ ୨୦୭ ରନ୍ କରି ଅଲ୍ ଆଉଟ୍ ହୋଇଛି । ଫଳରେ ଏହି ମ୍ୟାଚକୁ ଜିତିବା ପାଇଁ ଅଷ୍ଟ୍ରେଲିଆକୁ ୨୦୮ ରନ୍ କରିବାକୁ ପଡ଼ିବ। ଆଫଗାନିସ୍ତାନ ପକ୍ଷରୁ ନାଜିବୁଲ୍ଲା ଜର୍ଦ୍ଦାନ୍ ସର୍ବାଧିକ ୫୧ ରନ୍ କରିଛନ୍ତି। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ପକ୍ଷରୁ ପ୍ୟାଟ୍ କମିନ୍ସ ସର୍ବାଧିମକ ୩ଟି ୱିକେଟ୍ ନେଇଛନ୍ତି। କାଉଣ୍ଟି ଗ୍ରାଉଣ୍ଡରେ ଖେଳାଯାଇଥିବା […]

zardan

zardan

Hemant Lenka
  • Published: Saturday, 01 June 2019
  • Updated: 01 June 2019, 10:08 PM IST

ବ୍ରିଷ୍ଟଲ୍: ଚଳିତ ବିଶ୍ୱକପର ଚତୁର୍ଥ ମ୍ୟାଚ୍ ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ୩୮.୨ ଓଭରରେ ୨୦୭ ରନ୍ କରି ଅଲ୍ ଆଉଟ୍ ହୋଇଛି । ଫଳରେ ଏହି ମ୍ୟାଚକୁ ଜିତିବା ପାଇଁ ଅଷ୍ଟ୍ରେଲିଆକୁ ୨୦୮ ରନ୍ କରିବାକୁ ପଡ଼ିବ। ଆଫଗାନିସ୍ତାନ ପକ୍ଷରୁ ନାଜିବୁଲ୍ଲା ଜର୍ଦ୍ଦାନ୍ ସର୍ବାଧିକ ୫୧ ରନ୍ କରିଛନ୍ତି। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ପକ୍ଷରୁ ପ୍ୟାଟ୍ କମିନ୍ସ ସର୍ବାଧିମକ ୩ଟି ୱିକେଟ୍ ନେଇଛନ୍ତି।

କାଉଣ୍ଟି ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଆଫଗାନିସ୍ତାନକୁ ପ୍ରାରମ୍ଭିକ ଝଟକା ଲାଗିଥିଲା। ଟିମର ଦୁଇ ଓପ୍ନର ଯଥା ମହମ୍ମଦ ଶେହଜାଦ୍ ଓ ହଜରତୁଲ୍ଲା ଜାଜାଇ ଖାତା ଖୋଲିପାରିନଥିଲେ। ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ରେହମତ୍ ଶାହ ଓ ହଶମତୁଲ୍ଲା ଶାହିଦି ତୃତୀୟ ୱିକେଟ୍ ପାଇଁ ୫୧ ରନ୍ ଯୋଡ଼ିଥିଲେ।

ଶାହିଦି ୧୮ ରନ୍ କରି ଆଡାମ ଜାମ୍ପାଙ୍କ ବଲରେ ଆଉଟ୍ ହୋଇଥିଲେ । ସେଟ୍ ବ୍ୟାଟ୍ସମ୍ୟାନ୍ ରେହମତ୍ ଶାହ ୪୩ ଓ ମହମ୍ମଦ ନବି ୭ ରନ୍ କରି ଆଉଟ୍ ହୋଇଥିଲେ। ଏହା ପରେ ଅଧିନାୟକ ଗୁଲବନିଦ ନାଏବ ଓ ନାଜିବୁଲ୍ଲା ଭଲ ବ୍ୟାଟିଂ କରି ଷଷ୍ଠ ୱିକେଟ୍ ପାଇଁ ୮୩ ରନର ମହତ୍ତ୍ୱପୂର୍ଣ୍ଣ ଭାଗୀଦାରୀ କରି ଆଫଗାନିସ୍ତାନକୁ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇଥିଲେ।

ଉଭୟ ଗୁଲବଦିନ୍ (୩୧) ଓ ନାଜିବୁଲ୍ଲା (୫୧)ଙ୍କୁ ମାର୍କସ ଷ୍ଟୋଇନିସ୍ ଆଉଟ୍ କରିଥିଲେ। ଶେଷଭାଗରେ ରଶିଦ୍ ଖାନ୍ ଦ୍ରୁତ ୨୭ (୧୧ ବଲ୍, ୨ ଚୌକା, ୩ ଛକା) ରନ୍ କରି ଆଫଗାନିସ୍ତାନ ସ୍କୋରକୁ ୨୦୦ ଅତିକ୍ରମ କରାଇଥିଲେ । ଦାଓଲତ୍ ଜର୍ଦ୍ଦାନ୍ ୪ ଓ ମୁଜୀବ-ଉର୍-ରେହମାନ୍ ୧୩ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଜାମ୍ପା ୩ଟି ଓ ଷ୍ଟୋଇନିସ୍ ୨ଟି ୱିକେଟ୍ ନେଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story