ଏଆଇବିଏ ୱାର୍ଲ୍ଡ ୱିମେନ୍‌ ବକ୍ସିଂ ଚାମ୍ପିଅନ୍‌ସିପ୍‌ରେ ମେରି କମ୍‌ଙ୍କ ପ୍ରଥମ ବିଜୟ

ଆସ୍ତାନା(କାଜାଖସ୍ତାନ): କାଜାଖାସ୍ତାନର ଆସ୍ତାନାରେ ଚାଲିଥିବା ଏଆଇବିଏ ୱାର୍ଲ୍ଡ ୱିମେନ୍‌ ବକ୍ସିଂ ଚାମ୍ପିଅନ୍‌ସିପ୍‌ରେ ପାଞ୍ଚଥର ଚାମ୍ପିଅନ୍‌ ହୋଇଥିବା ଏମ୍‌ସି ମେରି କମ୍‌ ସ୍ୱିଡେନ୍‌ର ଜୁଲିଆନା ସୋଡରଷ୍ଟ୍ରୋମ୍‌ଙ୍କୁ ୩-୦ରେ ହରାଇ ପ୍ରଥମ ବିଜୟ ହାସଲ କରିଛନ୍ତି। ୫୧କେଜି ବର୍ଗରେ ମେରି ଶନିବାର ହେବାକୁ ଥିବା ପରବର୍ତ୍ତୀ ମ୍ୟାଚ୍‌ରେ ଜର୍ମାନୀର ଅଜିଜେ ନିମାନିଙ୍କୁ ଭେଟିବେ। ଏହି ବକ୍ସର ଜଣଙ୍କ ଏସିଆନ୍‌ ଗେମ୍ସରେ ବ୍ରୋଞ୍ଜ ବିଜେତା ମଙ୍ଗୋଲିଆର ଏନ୍‌ ମାୟାଗ୍‌ମାର୍‌ଦୁଲମ୍‌ଙ୍କୁ ହରାଇଛନ୍ତି। ଏଥିପାଇଁ ମେରି କଠିନ ପରିଶ୍ରମ କରିଛନ୍ତି। ମେରି ଖାଲି ଏହି […]

mrkm-m

mrkm-m

Rakesh Mallick
  • Published: Thursday, 19 May 2016
  • Updated: 19 May 2016, 11:36 AM IST

ଆସ୍ତାନା(କାଜାଖସ୍ତାନ): କାଜାଖାସ୍ତାନର ଆସ୍ତାନାରେ ଚାଲିଥିବା ଏଆଇବିଏ ୱାର୍ଲ୍ଡ ୱିମେନ୍‌ ବକ୍ସିଂ ଚାମ୍ପିଅନ୍‌ସିପ୍‌ରେ ପାଞ୍ଚଥର ଚାମ୍ପିଅନ୍‌ ହୋଇଥିବା ଏମ୍‌ସି ମେରି କମ୍‌ ସ୍ୱିଡେନ୍‌ର ଜୁଲିଆନା ସୋଡରଷ୍ଟ୍ରୋମ୍‌ଙ୍କୁ ୩-୦ରେ ହରାଇ ପ୍ରଥମ ବିଜୟ ହାସଲ କରିଛନ୍ତି।

୫୧କେଜି ବର୍ଗରେ ମେରି ଶନିବାର ହେବାକୁ ଥିବା ପରବର୍ତ୍ତୀ ମ୍ୟାଚ୍‌ରେ ଜର୍ମାନୀର ଅଜିଜେ ନିମାନିଙ୍କୁ ଭେଟିବେ। ଏହି ବକ୍ସର ଜଣଙ୍କ ଏସିଆନ୍‌ ଗେମ୍ସରେ ବ୍ରୋଞ୍ଜ ବିଜେତା ମଙ୍ଗୋଲିଆର ଏନ୍‌ ମାୟାଗ୍‌ମାର୍‌ଦୁଲମ୍‌ଙ୍କୁ ହରାଇଛନ୍ତି। ଏଥିପାଇଁ ମେରି କଠିନ ପରିଶ୍ରମ କରିଛନ୍ତି। ମେରି ଖାଲି ଏହି ଟୁର୍ଣ୍ଣାମେଣ୍ଟରେ ଖାଲି ମେଡାଲ ହାତେଇବା ନୁହେଁ ଅଲିମ୍ପିକ୍‌ରେ ନିଜ ସ୍ଥାନ ପକ୍କା କରିବାକୁ ଖେଳିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos