୧୧ରୁ ଅଲ୍‌ ଓଡ଼ିଶା ଉତ୍କଳ ଓପନ୍‌ ଟେନିସ୍‌ ଟୁର୍ଣ୍ଣାମେଣ୍ଟ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା୧୧ ତାରିଖରେ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ୍‌ରେ ଷଷ୍ଠ ଅଲ୍‌ ଓଡ଼ିଶା ଉତ୍କଳ ଓପନ୍ ଟେନିସ୍‌ ଟୁର୍ଣ୍ଣାମେଣ୍ଟ୍‌ ଆୟୋଜନ ହେବ। ‘ଟେନିସ୍‌ ଫର ଫେଣ୍ଟ୍ରସିପ୍ ଆଣ୍ଡ ଫନ୍’ ସ୍ଲୋଗାନରେ ୮ଟି ଇଭେଣ୍ଟକୁ ନେଇ ଏହି ପ୍ରତିଯୋଗିତା ହେବ। ସାରା ଓଡ଼ିଶାରୁ ପ୍ରାୟ ୪୫୦ଜଣ ପ୍ରତିଯୋଗୀ ଏଥିରେ ଭାଗ ନେବେ। ୧୩ ତାରିଖରେ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହେବ। ଏକ ସାମ୍ବାଦିକ ସମ୍ମିଳନୀରେ ଆୟୋଜକ ଏସିଇ ଟେନିସ୍ କ୍ଲବ୍‌ ପକ୍ଷରୁ ଏହି ସୂଚନା ଦିଆଯାଇଛି।

tennis

tennis

Jitendra Garnayak
  • Published: Tuesday, 08 January 2019
  • Updated: 08 January 2019, 09:23 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା୧୧ ତାରିଖରେ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ୍‌ରେ ଷଷ୍ଠ ଅଲ୍‌ ଓଡ଼ିଶା ଉତ୍କଳ ଓପନ୍ ଟେନିସ୍‌ ଟୁର୍ଣ୍ଣାମେଣ୍ଟ୍‌ ଆୟୋଜନ ହେବ। ‘ଟେନିସ୍‌ ଫର ଫେଣ୍ଟ୍ରସିପ୍ ଆଣ୍ଡ ଫନ୍’ ସ୍ଲୋଗାନରେ ୮ଟି ଇଭେଣ୍ଟକୁ ନେଇ ଏହି ପ୍ରତିଯୋଗିତା ହେବ।

ସାରା ଓଡ଼ିଶାରୁ ପ୍ରାୟ ୪୫୦ଜଣ ପ୍ରତିଯୋଗୀ ଏଥିରେ ଭାଗ ନେବେ।

୧୩ ତାରିଖରେ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହେବ। ଏକ ସାମ୍ବାଦିକ ସମ୍ମିଳନୀରେ ଆୟୋଜକ ଏସିଇ ଟେନିସ୍ କ୍ଲବ୍‌ ପକ୍ଷରୁ ଏହି ସୂଚନା ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos