ଆୟେଶା ଭାଙ୍ଗି ଦେଲେ ସାନିଆଙ୍କ ଘର!

ମୁୁମ୍ବାଇ: ଯେଉଁ ବିବାହକୁ ନେଇ ୧୨ ବର୍ଷ ତଳେ ହୋଇଥିଲା ବ୍ୟାପକ ଚର୍ଚ୍ଚା, ଆଜି ସେହି ବିବାହ ସମ୍ପର୍କରେ ଆସିଛି ଫାଟ। ଭାଙ୍ଗିବାକୁ ଯାଉଛି କ୍ରୀଡା ଜଗତର ଷ୍ଟାର କପଲଙ୍କ ବିବାହ। କୁହାଯାଉଛି, ସମ୍ପର୍କ ତୁଟି ସାରିଲାଣି। ଆଉ ଆଗ ଭଳି ସବୁ କିଛି ଠିକ୍ ନାହିଁ ଉଭୟଙ୍କ ମଧ୍ୟରେ। ଏପରିକି ଦୁହିଁଙ୍କ ଛାଡପତ୍ର ବି ହୋଇସାରିଥିବା ପାକିସ୍ତାନ ମିଡିଆରେ ଜୋରଦାର ଚର୍ଚ୍ଚା। ଆଉ ଏହି ଚର୍ଚ୍ଚା ସୀମା ଡେଇଁ ଭାରତରେ ପହଞ୍ଚିଲାଣି। ଏହି ଷ୍ଟାର କପଲ […]

sania-mirza-shoaib-malik

sania-mirza-shoaib-malik

Madhupriya Mistry
  • Published: Saturday, 12 November 2022
  • Updated: 12 November 2022, 01:10 PM IST

ମୁୁମ୍ବାଇ: ଯେଉଁ ବିବାହକୁ ନେଇ ୧୨ ବର୍ଷ ତଳେ ହୋଇଥିଲା ବ୍ୟାପକ ଚର୍ଚ୍ଚା, ଆଜି ସେହି ବିବାହ ସମ୍ପର୍କରେ ଆସିଛି ଫାଟ। ଭାଙ୍ଗିବାକୁ ଯାଉଛି କ୍ରୀଡା ଜଗତର ଷ୍ଟାର କପଲଙ୍କ ବିବାହ। କୁହାଯାଉଛି, ସମ୍ପର୍କ ତୁଟି ସାରିଲାଣି। ଆଉ ଆଗ ଭଳି ସବୁ କିଛି ଠିକ୍ ନାହିଁ ଉଭୟଙ୍କ ମଧ୍ୟରେ। ଏପରିକି ଦୁହିଁଙ୍କ ଛାଡପତ୍ର ବି ହୋଇସାରିଥିବା ପାକିସ୍ତାନ ମିଡିଆରେ ଜୋରଦାର ଚର୍ଚ୍ଚା। ଆଉ ଏହି ଚର୍ଚ୍ଚା ସୀମା ଡେଇଁ ଭାରତରେ ପହଞ୍ଚିଲାଣି। ଏହି ଷ୍ଟାର କପଲ ହେଲେ ପାକ୍ କ୍ରିକେଟର ସୋଏବ ମଲିକ ଓ ଭାରତର ଟେନିସ ତାରକା ସାନିଆ ମିର୍ଜା। କୁହାଯାଉଛି ଯେ, ଏମାନଙ୍କ ବିବାହ ବିଚ୍ଛେଦ ପଛରେ ରହିଛନ୍ତି ଜଣେ ପାକ୍ ଅଭିନେତ୍ରୀ।

Who is Pak model Ayesha Omar? Is she the reason behind Sania-Shoaib alleged break-up?

ଜଣେ ଷ୍ଟାର୍ କ୍ରିକେଟର ଆଉ ଜଣେ ଟେନ୍‌ସି ସେନ୍‌ସେସନ୍। ଦୁନିଆ ବିବାଦ ଭିତରେ ୧୨ ବର୍ଷ ତଳେ ସୋଏବଙ୍କ ହାତ ଧରିଥିଲେ ସାନିଆ। ଏବେ ଶୁଣାଯାଉଛି ଏଦୁହେଁ ଅଲଗା ହେବେ। ଏହି ଲଭ୍‌ବାର୍ଡସ୍‌ଙ୍କ ଦାମ୍ପତ୍ୟ ଜୀବନରେ ଭିଲେନ ସାଜିଛନ୍ତି ପାକିସ୍ତାନର ଷ୍ଟାର୍ ଅଭିନେତ୍ରୀ ଆୟେଶା ଓମାର୍। ଜଣେ ସଫଳ ଷ୍ଟାର୍ ୟୁଟ୍ୟୁବର୍‌, ମଡେଲ, ଟେଲି ଓ ଫିଲ୍ମ ଅଭିନେତ୍ରୀ। ସାରା ପାକିସ୍ତାନରେ ଆୟେଶାଙ୍କ ଭାରି ଡିମାଣ୍ଡ। ୮ରୁ୧୦ଟି ସଫଳ ସିରିଏଲ୍‌ରେ ଅଭିନୟ କରି ଢ଼େର ଲୋକପ୍ରିୟତା ସାଉଁଟିଛନ୍ତି ସେ। ଅଫର୍ ପରେ ଅଫର୍ ପାଇ ସିଧା ପାକ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି ମାରିଛନ୍ତି।

Ayesha Omar And Shoaib Malik Turning Up The Heat With Their Sizzling Shoot | Reviewit.pk

ପାକିସ୍ତାନର ସବୁଠୁ ଫ୍ୟାଶନେବୁଲ ଅଭିନେତ୍ରୀ ଭାବେ ଆୟେଶା ପରିଚିତ। ପ୍ରାୟ ବର୍ଷକ ତଳେ କ୍ରିକେଟର ସୋଏବ ମଲିକ ଓ ଆୟେଶାଙ୍କ ମଧ୍ୟରେ ଏକ ବୋଲ୍ଡ ଫଟୋଶୁଟ୍ ହୋଇଥିଲା। ଉଭୟ ଏକ ମାଗାଜିନର ଫଟୋ ଶୁଟ୍ ବେଳେ ବେଶ୍ ରୋମାଣ୍ଟିକ ମୁଡରେ ନଜର ଆସିଥିଲେ। କୁହାଯାଉଛି ଯେ, ଏଇଠୁ ହିଁ ଆରମ୍ଭ ହୋଇଥିବା ସୋଏବ ଓ ସାନିଆଙ୍କ ମଧ୍ୟରେ ବିବାଦ। ଯାହାର ପରିଣାମ ତଲକା ଯାଏ ଯାଇଛି। ଏବେ ସୋଏବ ସାନିଆଙ୍କ ବିବାହ ବିଚ୍ଛେଦ ଚର୍ଚ୍ଚା ଭିତରେ ଭାଇରାଲ ହେଉଛି ସୋଏବ-ଆୟେଶାଙ୍କ ବୋଲ୍ଡ ଫଟୋ।

ଏହି ଫଟୋ ସାମ୍ନାକୁ ଆସିବା ପରେ ସୋଶାଲ ମିଡିଆରେ ସାନିଆଙ୍କ ବିବାହ ବିଚ୍ଛେଦକୁ ନେଇ ଆୟେଶାଙ୍କୁ ଦାୟୀ କରୁଛନ୍ତି ପ୍ରଶଂସକ। ଚାରିଆଡୁ ତାଙ୍କୁ ଟାର୍ଗେଟ୍ କରାଯାଉଛି। ହେଲେ ଆୟେଶା କିନ୍ତୁ ଏହି ଘଟଣା ବାବଦରେ ପୂରା ଚୁପ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story