ପ୍ରଥମଥର ଅଲିମ୍ପିକ୍ସ ଖେଳିବାକୁ ଟିକେଟ ପାଇଲେ ଅମିତ ପଙ୍ଘାଲ

ନୂଆଦିଲ୍ଲୀ: ବିଶ୍ୱ ୱାର୍ଲଡ ବିକ୍ସିଂରେ ରୌପ୍ୟ ପଦକ ଜିତିଥିବା ଭାରତର ଅମିତ ପଙ୍ଘାଲ ନୂଆ ରେକର୍ଡ କରିଛନ୍ତି। ସେ ୫୨ କେଜି ବର୍ଗରେ ଅଲିମ୍ପିକ୍ସ ଖେଳିବାକୁ ପ୍ରଥମଥର ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ସେ ଏସିଆନ କ୍ୱାଲିଫାୟର୍ସର କ୍ୱାର୍ଟର ଫାଇନାଲ ମୁକାବିଲାରେ ଫିଲିପାଇନ୍ସର କାରଲୋ ପାଲମଙ୍କୁ ପରାସ୍ତ କରି ସେମି ଫାଇନାଲରେ ପହଞ୍ଚିଛନ୍ତି। ସେମିରେ ପହଞ୍ଚିବା କ୍ଷଣି ତାଙ୍କୁ ଟୋକିଓ ଟିକେଟ ମିଳିଛି। ଏସିଆନ ଗେମ୍ସ ଓ ଏସିଆନ ଚାମ୍ପିୟନଶିପରେ ଭାରତର ପାଇଁ ସ୍ୱର୍ଣ୍ଣ ଜିତିଥିବା ଅମିତ […]

e

e

Hemant Lenka
  • Published: Monday, 09 March 2020
  • Updated: 09 March 2020, 05:27 PM IST

Sports

Latest News

ନୂଆଦିଲ୍ଲୀ: ବିଶ୍ୱ ୱାର୍ଲଡ ବିକ୍ସିଂରେ ରୌପ୍ୟ ପଦକ ଜିତିଥିବା ଭାରତର ଅମିତ ପଙ୍ଘାଲ ନୂଆ ରେକର୍ଡ କରିଛନ୍ତି। ସେ ୫୨ କେଜି ବର୍ଗରେ ଅଲିମ୍ପିକ୍ସ ଖେଳିବାକୁ ପ୍ରଥମଥର ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ସେ ଏସିଆନ କ୍ୱାଲିଫାୟର୍ସର କ୍ୱାର୍ଟର ଫାଇନାଲ ମୁକାବିଲାରେ ଫିଲିପାଇନ୍ସର କାରଲୋ ପାଲମଙ୍କୁ ପରାସ୍ତ କରି ସେମି ଫାଇନାଲରେ ପହଞ୍ଚିଛନ୍ତି।

ସେମିରେ ପହଞ୍ଚିବା କ୍ଷଣି ତାଙ୍କୁ ଟୋକିଓ ଟିକେଟ ମିଳିଛି। ଏସିଆନ ଗେମ୍ସ ଓ ଏସିଆନ ଚାମ୍ପିୟନଶିପରେ ଭାରତର ପାଇଁ ସ୍ୱର୍ଣ୍ଣ ଜିତିଥିବା ଅମିତ ୪-୧ରେ ମ୍ୟାଚ୍‌ଟିକୁ କରାୟତ କରିଛନ୍ତି।

ଏହାପୂର୍ବରୁ ୨୦୧୮ରେ ଅମିତ ଏସିଆନ ଗେମ୍ସ ସେମିଫାଇନାଲ ଓ ୨୦୧୯ ବିଶ୍ୱ ଚାମ୍ପିୟନଶିପରେ ପାଲମଙ୍କୁ ପରାସ୍ତ କରିଥିଲେ। ଅଲିମ୍ପିକ୍ସରେ ଅମିତ ଭାରତ ପାଇଁ ପଦକ ଆଣିବେ ବୋଲି ସମସ୍ତେ ଆଶା ରଖିଛନ୍ତି।

ଅନ୍ୟପକ୍ଷରେ ପୂର୍ବତନ ଜୁନିୟର ବିଶ୍ୱ ଚାମ୍ପିୟନ ତଥା ଭାରତର ସାକ୍ଷୀ ଚୌଧୁରୀ(୫୭ କେଜି ବର୍ଗ) ସମସ୍ତଙ୍କୁ ନିରାଶ କରିଛନ୍ତି। ସେ କ୍ୱାଲିଫାୟର୍ସର କ୍ୱାର୍ଟର ଫାଇନାଲରେ କୋରିଆର ଇମ ଏଇଜେଙ୍କ ଠାରୁ ପରାସ୍ତ ହୋଇଛନ୍ତି। ଏହି ପରାଜୟ ସହ ସେ ଟୋକିଓ ଟିକେଟ ମଧ୍ୟ ହାସଲ କରିଥିଲେ। ସାକ୍ଷୀ ତାଙ୍କ ଠାରୁ ୫-୦ରେ ପରାସ୍ତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story