୧୭ରୁ ଆନନ୍ଦ ଆଚାର୍ଯ୍ୟ ପ୍ରିମିୟର ଲିଗ୍‌ ଫୁଟ୍‌ବଲ୍‌

ବରଗଡ: ବରଗଡର ପୂର୍ବତନ ମନ୍ତ୍ରୀ ତଥା ବିଶିଷ୍ଟ ଜନନାୟକ ସ୍ୱର୍ଗତ ଆନନ୍ଦ ଆଚାର୍ଯ୍ୟଙ୍କ ସ୍ମୃତିରେ ଆସନ୍ତା ୧୭ ତାରିଖରୁ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି ଜାତୀୟ ସ୍ତରୀୟ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ ‘ଆନନ୍ଦ ଆଚାର୍ଯ୍ୟ ପ୍ରିମିୟର ଲିଗ୍‌’। ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କ୍ରୀଡ଼ା ସଂସଦ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ମୁତାବକ, ଏହି ଦିବାରାତ୍ର ଟୁର୍ଣ୍ଣାମେଣ୍ଟରେ ୫ଟି ଦଳ ଯଥା ବୋଡା ସମ୍ବର କିଙ୍ଗ୍ସ, ସମଲେଶ୍ୱରୀ ଲାୟନ୍ସ, ଚାଇନା ଗେଟ୍‌, […]

ananda achrjya premier leage

ananda achrjya premier leage

Rakesh Mallick
  • Published: Sunday, 15 May 2016
  • Updated: 15 May 2016, 02:41 PM IST

Sports

Latest News

ବରଗଡ: ବରଗଡର ପୂର୍ବତନ ମନ୍ତ୍ରୀ ତଥା ବିଶିଷ୍ଟ ଜନନାୟକ ସ୍ୱର୍ଗତ ଆନନ୍ଦ ଆଚାର୍ଯ୍ୟଙ୍କ ସ୍ମୃତିରେ ଆସନ୍ତା ୧୭ ତାରିଖରୁ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି ଜାତୀୟ ସ୍ତରୀୟ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ ‘ଆନନ୍ଦ ଆଚାର୍ଯ୍ୟ ପ୍ରିମିୟର ଲିଗ୍‌’। ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କ୍ରୀଡ଼ା ସଂସଦ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ମୁତାବକ, ଏହି ଦିବାରାତ୍ର ଟୁର୍ଣ୍ଣାମେଣ୍ଟରେ ୫ଟି ଦଳ ଯଥା ବୋଡା ସମ୍ବର କିଙ୍ଗ୍ସ, ସମଲେଶ୍ୱରୀ ଲାୟନ୍ସ, ଚାଇନା ଗେଟ୍‌, ପପଙ୍ଗୀ ବୀରସ୍‌ ଓ ବରଗଡ ଟାଇଗର୍ସ ଭାଗ ନେବେ। ଏହି ଦଳରେ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରର ଖେଳାଳିଙ୍କ ସମେତ ସ୍ଥାନୀୟ ଖେଳାଳି ମଧ୍ୟ ଭାଗ ନେବେ। ଜାତୀୟ ମାନ୍ୟତା ପ୍ରାପ୍ତ ଫୁଟବଲ୍‌ ରେଫରି ଧନେଶ୍ୱର ଭୋଇ ଟୁର୍ଣ୍ଣାମେଣ୍ଟର ମ୍ୟାଚ୍‌ କମିଶନର ଭାବେ କାର୍ଯ୍ୟ ତୁଲାଇବେ। ଆସନ୍ତା ୨୨ ତାରିଖରେ ଫାଇନାଲ ମ୍ୟାଚ୍‌ ଖେଳାଯିବ। ବିଜେତା ଦଳକୁ ୫୦,୦୦୦ ଟଙ୍କା, ରନର୍ସଅପ୍‌ ଦଳକୁ ୩୦,୦୦୦ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ। ଓଡ଼ିଶା ଫୁଟ୍‌ବଲ୍‌ ଆସୋସିଏସନର ସ୍ୱୀକୃତିପ୍ରାପ୍ତ ରେଫରୀମାନଙ୍କ ଦ୍ୱାରା ଖେଳ ପରିଚାଳିତ ହେବ।

ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କ୍ରୀଡା ସଂସଦର କର୍ମକର୍ତ୍ତାଗଣ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story