କୋରିଆ ତାଇକୋଣ୍ଡୋରେ ଭାଗ ନେବେ ଆଞ୍ଜେଲା

ପାଣାଜୀ: କୋରିଆ ତାଇକୋଣ୍ଡୋ ଓପନ୍‌ ଓ ଜେଓନୁଜୁ ଇଣ୍ଟରନ୍ୟାସନାଲ ତାଇକୋଣ୍ଡୋ ଓପନ୍‌ର କାର୍ଯ୍ୟକର୍ତ୍ତା ଭାବେ ନିମନ୍ତ୍ରିତ ହୋଇଛନ୍ତି ଗୋଆରେ ଅବସ୍ଥାପିତ ଅନ୍ତର୍ଜାତୀୟ ରେଫ୍ରୀ ଆଞ୍ଜେଲା ନାଏକ। ଏନେଇ ଆଜି କୋରିଆର ତାଇକୋଣ୍ଡା ଆସୋସିଏସନ କର୍ମକର୍ତ୍ତା ଏକ ପ୍ରେସ୍‌ ବିଜ୍ଞାପ୍ତିରେ ସୂଚନା ଦେଇଛନ୍ତି। ଆଞ୍ଜେଲା ୨୦୧୬ କାତାର ତାଇକୋଣ୍ଡୋ ଓପନ୍‌ ଚାମ୍ପିଅନ୍‌ସିପ୍‌ରେ ଶ୍ରେଷ୍ଠ ଆନ୍ତର୍ଜାତିକ ରେଫ୍ରୀ ଭାବେ ପୁରସ୍କୃତ ହୋଇଥିଲେ। ରେଫ୍ରୀ ଭାବେ ଏହି ଟୁର୍ଣ୍ଣାମେଣ୍ଟରେ ତାଙ୍କ ପ୍ରଦର୍ଶନକୁ ଉଚ୍ଚ ପ୍ରଶଂସା କରାଯାଇଥିଲା। ଆସନ୍ତା ୩୦ ତାରିଖରୁ ଜୁଲାଇ […]

Angela Naik

Angela Naik

Rakesh Mallick
  • Published: Monday, 27 June 2016
  • Updated: 27 June 2016, 06:17 PM IST

Sports

Latest News

ପାଣାଜୀ: କୋରିଆ ତାଇକୋଣ୍ଡୋ ଓପନ୍‌ ଓ ଜେଓନୁଜୁ ଇଣ୍ଟରନ୍ୟାସନାଲ ତାଇକୋଣ୍ଡୋ ଓପନ୍‌ର କାର୍ଯ୍ୟକର୍ତ୍ତା ଭାବେ ନିମନ୍ତ୍ରିତ ହୋଇଛନ୍ତି ଗୋଆରେ ଅବସ୍ଥାପିତ ଅନ୍ତର୍ଜାତୀୟ ରେଫ୍ରୀ ଆଞ୍ଜେଲା ନାଏକ। ଏନେଇ ଆଜି କୋରିଆର ତାଇକୋଣ୍ଡା ଆସୋସିଏସନ କର୍ମକର୍ତ୍ତା ଏକ ପ୍ରେସ୍‌ ବିଜ୍ଞାପ୍ତିରେ ସୂଚନା ଦେଇଛନ୍ତି।

ଆଞ୍ଜେଲା ୨୦୧୬ କାତାର ତାଇକୋଣ୍ଡୋ ଓପନ୍‌ ଚାମ୍ପିଅନ୍‌ସିପ୍‌ରେ ଶ୍ରେଷ୍ଠ ଆନ୍ତର୍ଜାତିକ ରେଫ୍ରୀ ଭାବେ ପୁରସ୍କୃତ ହୋଇଥିଲେ। ରେଫ୍ରୀ ଭାବେ ଏହି ଟୁର୍ଣ୍ଣାମେଣ୍ଟରେ ତାଙ୍କ ପ୍ରଦର୍ଶନକୁ ଉଚ୍ଚ ପ୍ରଶଂସା କରାଯାଇଥିଲା।

ଆସନ୍ତା ୩୦ ତାରିଖରୁ ଜୁଲାଇ ୫ ତାରିଖ ଯାଏଁ ଗେଙ୍ଗଝୁରେ କୋରିଆ ତାଇକୋଣ୍ଡୋ ଓପନ୍‌ ହେବାକୁ ଥିବା ବେଳେ ଜେଓନୁଜୁ ଇଣ୍ଟରନ୍ୟାସନାଲ ତାଇକୋଣ୍ଡୋ ଓପନ୍‌ ଜୁଲାଇ ୮ ତାରିଖରୁ ୧୨ ତାରିଖ ମଧ୍ୟରେ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story