ଉଭୟ ଭାରତୀୟ କୋଚ୍‌ ଓ ଆଇସିସି କ୍ରିକେଟ୍‌ ସମିତି ଅଧ୍ୟକ୍ଷ ପଦରେ ରହିଲେ ଅସୁବିଧା ନାହିଁ: କୁମ୍ବଲେ

ମୁମ୍ବାଇ: ଭାରତୀୟ କ୍ରିକେଟ୍‌ ଟିମ୍‌ର କୋଚ୍‌ ଦାୟିତ୍ୱ ନେବା ପରେ ଅନୀଲ କୁମ୍ବଲେ କହିଛନ୍ତି, ଭାରତୀୟ ଟିମ୍‌ କୋଚ୍‌ ଓ ଆଇସିସି କ୍ରିକେଟ୍‌ ସମିତି ଅଧ୍ୟକ୍ଷ ପଦ ଓ ଏକ କମ୍ପାନୀରେ ଥିବା ତାଙ୍କ ଅଂଶକୁ ନେଇ କେବେ ବିବାଦୀୟ ସ୍ଥିତି ଦେଖାଦେବ ନାହିଁ। ସେ କହିଛନ୍ତି, “ସବୁ ବିଷୟ ଉପରେ ବିଚାର କରିଛି। ଆଇସିସି କ୍ରିକେଟ୍‌ ସମିତିକୁ ମୁଁ ଅଧିକ ସମୟ ଦେଇ ପାରିବି ନାହିଁ। କିନ୍ତୁ ଏହାର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ଭଳି […]

anil-kumble

anil-kumble

Rakesh Mallick
  • Published: Thursday, 30 June 2016
  • Updated: 30 June 2016, 10:51 PM IST

Sports

Latest News

ମୁମ୍ବାଇ: ଭାରତୀୟ କ୍ରିକେଟ୍‌ ଟିମ୍‌ର କୋଚ୍‌ ଦାୟିତ୍ୱ ନେବା ପରେ ଅନୀଲ କୁମ୍ବଲେ କହିଛନ୍ତି, ଭାରତୀୟ ଟିମ୍‌ କୋଚ୍‌ ଓ ଆଇସିସି କ୍ରିକେଟ୍‌ ସମିତି ଅଧ୍ୟକ୍ଷ ପଦ ଓ ଏକ କମ୍ପାନୀରେ ଥିବା ତାଙ୍କ ଅଂଶକୁ ନେଇ କେବେ ବିବାଦୀୟ ସ୍ଥିତି ଦେଖାଦେବ ନାହିଁ।

ସେ କହିଛନ୍ତି, “ସବୁ ବିଷୟ ଉପରେ ବିଚାର କରିଛି। ଆଇସିସି କ୍ରିକେଟ୍‌ ସମିତିକୁ ମୁଁ ଅଧିକ ସମୟ ଦେଇ ପାରିବି ନାହିଁ। କିନ୍ତୁ ଏହାର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ଭଳି କିଛି କାରଣ ମୋତେ ଦିଶୁନାହିଁ। ଡେରେନ୍‌ ଲିମନ ଏକ ରାଷ୍ଟ୍ରୀୟ ଦଳର କୋଚ୍‌ ଥିବା ବେଳେ ଆଣ୍ଡ୍ରୁ ଷ୍ଟ୍ରସ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ୍‌ ବୋର୍ଡର ନିର୍ଦ୍ଦେଶକ ଓ ରାହୁଲ ଦ୍ରାବିଡ ଭାରତୀୟ ଏ ଦଳର କୋଚ୍‌ ଅଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story