ଅନୀଲ କୁମ୍ବଲେ ଟିମ୍‌ ଇଣ୍ଡିଆର ନୂଆ କୋଚ୍‌

ଧର୍ମଶାଳା: ସବୁ କଳ୍ପନା ଜଳ୍ପନାର ଅବସାନ ଘଟାଇ ଆଜି ଅନୀଲ କୁମ୍ବଲେ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ଭାବେ ନିଯୁକ୍ତି ପାଇଛନ୍ତି। ସେ ଏକ ବର୍ଷ ପାଇଁ ‘ମେନ୍‌ ଇନ୍‌ ବ୍ଲୁ’ଙ୍କ କୋଚ୍‌ ଦାୟିତ୍ୱ ତୁଲାଇବେ। ଆଜି ବିସିସିଆଇର ସଭାପତି ଅନୁରାଗ ଠାକୁର ଏକ ସମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି,“ଆସନ୍ତା ଜୁଲାଇ-ଅଗଷ୍ଟରେ ହେବାକୁ ଥିବା ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ୪ ଟିକିଆ ଟେଷ୍ଟ ସିରିଜ୍‌ରୁ କୁମ୍ବଲେ ଏକ ବର୍ଷ ପାଇଁ ଟିମ୍‌ ଇଣ୍ଡିଆର କୋଚ୍‌ […]

anil

anil

Rakesh Mallick
  • Published: Thursday, 23 June 2016
  • Updated: 23 June 2016, 09:34 PM IST

Sports

Latest News

ଧର୍ମଶାଳା: ସବୁ କଳ୍ପନା ଜଳ୍ପନାର ଅବସାନ ଘଟାଇ ଆଜି ଅନୀଲ କୁମ୍ବଲେ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ଭାବେ ନିଯୁକ୍ତି ପାଇଛନ୍ତି। ସେ ଏକ ବର୍ଷ ପାଇଁ ‘ମେନ୍‌ ଇନ୍‌ ବ୍ଲୁ’ଙ୍କ କୋଚ୍‌ ଦାୟିତ୍ୱ ତୁଲାଇବେ। ଆଜି ବିସିସିଆଇର ସଭାପତି ଅନୁରାଗ ଠାକୁର ଏକ ସମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି,“ଆସନ୍ତା ଜୁଲାଇ-ଅଗଷ୍ଟରେ ହେବାକୁ ଥିବା ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ୪ ଟିକିଆ ଟେଷ୍ଟ ସିରିଜ୍‌ରୁ କୁମ୍ବଲେ ଏକ ବର୍ଷ ପାଇଁ ଟିମ୍‌ ଇଣ୍ଡିଆର କୋଚ୍‌ ଦାୟିତ୍ୱ ତୁଲାଇବେ। ମୁଖ୍ୟ କୋଚ୍‌ ପଦପାଇଁ ସେ ୫୭ ଜଣ ଆଶାୟୀଙ୍କୁ ପଛରେ ସେ ଏହି ପଦବୀରେ ନିଯୁକ୍ତ ହୋଇଛନ୍ତି। ମୁଁ ତାଙ୍କୁ ସ୍ୱାଗତ କରୁଛି।”

ପୂର୍ବତନ କ୍ରିକେଟର ସଚୀନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି ଓ ଭିଭିଏସ୍‌ ଲକ୍ଷ୍ମଣଙ୍କୁ ନେଇ ଗଠିତ କ୍ରିକେଟ ଉପଦେଷ୍ଟା କମିଟିକୁ ଟିମ୍‌ ଇଣ୍ଡିଆର କୋଚ୍‌ ବାଛିବା ଦାୟିତ୍ୱ ଦେଇଥିଲା ବିସିସିଆଇ। ଏହି କମିଟି ଆଜି କୁମ୍ବଲେଙ୍କୁ ବାଛିଛି।

‘ଜୁମ୍ବୋ’ ନାମରେ ପରିଚିତ କୁମ୍ବଲେ ତାଙ୍କ କ୍ୟାରିୟରରେ ୧୩୨ଟି ଟେଷ୍ଟ, ୨୭୧ଟି ଦିନିକିଆ ଓ ୫୪ଟି ଟି-୨୦ ମ୍ୟାଚ୍‌ ଖେଳିଛନ୍ତି। ଟେଷ୍ଟ ଜୀବନରେ ସେ ୬୧୯ଟି ୱିକେଟ ହାସଲ କରି ବିଶ୍ୱର ତୃତୀୟ ସର୍ବାଧିକ ୱିକେଟ ନେଇଥିବା ବୋଲର ହୋଇଥିଲେ। ୨୦୧୫ ବିଶ୍ୱକପ୍‌ ପରେ କୋଚ୍‌ ଡନ୍‌କାନ୍‌ ଫ୍ଲେଚରଙ୍କ କାର୍ଯ୍ୟକାଳ ସମାପ୍ତ ହେବା ପରଠାରୁ ମୁଖ୍ୟ କୋଚ୍‌ ପଦ ଖାଲି ପଡିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story