ଆନ୍ତର୍ଜାତିକ କ୍ରିକେଟରୁ ଆଫ୍ରିଦିଙ୍କ ଅବସର

ଲାହୋର: ଆନ୍ତର୍ଜାତିକ କ୍ରିକେଟରୁ ଅବସର ନେଲେ ପାକିସ୍ତାନର ବିସ୍ଫୋରକ ବ୍ୟାଟ୍ସମ୍ୟାନ ସାହିଦ ଆଫ୍ରିଦି। ଏଥିସହ ତାଙ୍କର ୨୧ ବର୍ଷର କ୍ରିକେଟ କ୍ୟାରିୟରର ଅନ୍ତ ଘଟିଛି। ୩୫ ବର୍ଷୀୟ ଆଫ୍ରିଦି ଆଗରୁ ଟେଷ୍ଟ କ୍ରିକେଟରୁ ଅବସର ନେଇଥିଲେ। ୨୦୧୬ ଟି-୨୦ ବିଶ୍ୱକପ୍‌ରେ ଆଫ୍ରିଦି ପାକିସ୍ତାନ କ୍ରିକେଟ ଟିମ୍‌ର କ୍ୟାପଟେନ ଥିଲେ। ଟୁର୍ଣ୍ଣାମେଣ୍ଟ ପରେ ସେ ଅଧିନାୟକ ପଦ ଛେଡ଼ିଥିଲେ। ଆଫ୍ରିଦିଙ୍କ ନାଁରେ ଅନେକ ରେକର୍ଡ ରହିଛି। ୧୯୯୬ରେ ଶ୍ରୀଲଙ୍କା ବିପକ୍ଷରେ ମାତ୍ର ୩୭ ବଲରେ ଶତକ ଅର୍ଜନ କରି […]

shahid-afridi

shahid-afridi

Rakesh Mallick
  • Published: Monday, 20 February 2017
  • Updated: 20 February 2017, 06:06 PM IST

Sports

Latest News

ଲାହୋର: ଆନ୍ତର୍ଜାତିକ କ୍ରିକେଟରୁ ଅବସର ନେଲେ ପାକିସ୍ତାନର ବିସ୍ଫୋରକ ବ୍ୟାଟ୍ସମ୍ୟାନ ସାହିଦ ଆଫ୍ରିଦି। ଏଥିସହ ତାଙ୍କର ୨୧ ବର୍ଷର କ୍ରିକେଟ କ୍ୟାରିୟରର ଅନ୍ତ ଘଟିଛି। ୩୫ ବର୍ଷୀୟ ଆଫ୍ରିଦି ଆଗରୁ ଟେଷ୍ଟ କ୍ରିକେଟରୁ ଅବସର ନେଇଥିଲେ।

୨୦୧୬ ଟି-୨୦ ବିଶ୍ୱକପ୍‌ରେ ଆଫ୍ରିଦି ପାକିସ୍ତାନ କ୍ରିକେଟ ଟିମ୍‌ର କ୍ୟାପଟେନ ଥିଲେ। ଟୁର୍ଣ୍ଣାମେଣ୍ଟ ପରେ ସେ ଅଧିନାୟକ ପଦ ଛେଡ଼ିଥିଲେ। ଆଫ୍ରିଦିଙ୍କ ନାଁରେ ଅନେକ ରେକର୍ଡ ରହିଛି। ୧୯୯୬ରେ ଶ୍ରୀଲଙ୍କା ବିପକ୍ଷରେ ମାତ୍ର ୩୭ ବଲରେ ଶତକ ଅର୍ଜନ କରି ବିଶ୍ୱ ରେକର୍ଡ କରିଥିଲେ। ସେହିପରି ବୋଲିଂରେ ମଧ୍ୟ କମାଲ ଦେଖାଇଥିଲେ ଆଫ୍ରିଦି। ନିଜ ଆନ୍ତର୍ଜାତିକ କ୍ୟାରିଅରରେ ଆଫ୍ରିଦି ୨୭ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story